ଲୁଚିଛପି ବଙ୍କର ନିର୍ମାଣ କରୁଛନ୍ତି ମାର୍କ ଜୁକରବର୍ଗ: ଜାଣନ୍ତୁ ଏହା ପଛର କାରଣ
ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏବେ ଆକାଶରେ ନୁହେଁ, ଭୂତଳରେ ଘର ନିର୍ମାଣ କରୁଛନ୍ତି। ଫେସବୁକ (ବର୍ତ୍ତମାନ ମେଟା) ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହାୱାଇରେ ତାଙ୍କର ୧,୪୦୦ ଏକର ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଏହି…
ଏହି ପ୍ରସିଦ୍ଧ ମନ୍ଦିରକୁ ମିନିସ୍କର୍ଟ ପିନ୍ଧି ଯିବା ମନା: ଲାଗିଲା କଟକଣା
ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଏବଂ ଦିଲ୍ଲୀର କାଲକାଜୀ ମନ୍ଦିର ପରେ, ଦାର୍ଜିଲିଂର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଝିଅମାନଙ୍କୁ ଛୋଟ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି। ମନ୍ଦିର କମିଟି ଦକ୍ଷିଣ ଭାରତର ମନ୍ଦିର ଅନୁରୂପ ଏହି ଡ୍ରେସ କୋଡ ଲାଗୁ କରିଛି।…
ଯାହା ଚାହୁଁଥିଲେ ଟ୍ରମ୍ପ, ସେଇଆ ଦେଇଦେଲା ଚାଇନା, ବିଶ୍ୱରେ ଚହଳ…
ଓ୍ବାଶିଂଟନ୍,୩୦।୧୦: ଚାଇନା ଘୋଷଣା କରିଛି ଯେ ସେ ଖୁବ ଶୀଘ୍ର ବିରଳ ଆର୍ଥ ମିନେରାଲ୍ସ ଏବଂ ଅନ୍ୟ କିଛି ସାମଗ୍ରୀର ରପ୍ତାନି ପୁନଃ ଆରମ୍ଭ କରିବ। ଦକ୍ଷିଣ କୋରିଆର ବୁସାନରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
ପିନ୍କଣ୍ଟା ଗିଳି ଛାତ୍ରଙ୍କ ଜୀବନ ଗଲା, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ବାପା କହିଲେ…
ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ବହୁ ଚର୍ଚ୍ଚିତ ପିନ ଗିଳି ସପ୍ତମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଗୁରୁବାର ଅପରାହ୍ନରେ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ପୁଅ ମୃତ୍ୟୁ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ…
ବଡ଼ ହୃଦୟ ଦେଖାଇଲେ ବିବେକ: ଦାନ କରିଦେଲେ ସବୁ….
ବଲିଉଡ ଅଭିନେତା ବିବେକ ଓବରୟ ନିଜ ଅଭିନୟ ମାଧ୍ୟମରେ ହୃଦୟ ଜିତିଛନ୍ତି। ଏବେ ସେ ଏକ ମହାନ ଉଦ୍ଦେଶ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ‘ରାମାୟଣ’ ଫିଲ୍ମରେ ଅଭିନୟ ପାଇଁ ମିଳିଥିବା ପାରିଶ୍ରମିକ ଦାନ ଦେବାକୁ…
ସବୁଠାରୁ ବଡ଼ ପୋଲିସ ଅପରେଶନ, ଗଲାଣି ୧୩୦ ଲୋକଙ୍କ ଜୀବନ
ବ୍ରାସିଲିଆ,୩୦।୧୦: ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲର ରାଜଧାନୀ ରିଓ ଡି ଜେନେରିଓରେ ମଙ୍ଗଳବାର (୨୮ ଅକ୍ଟୋବର, ୨୦୨୫) ଏକ ବଡ଼ ପୋଲିସ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରାୟ ୨୫୦୦ ପୋଲିସ ଅଧିକାରୀ ଏହି ଅଭିଯାନରେ ସାମିଲ ଥିଲେ। ଏହି ଅଭିଯାନର ମୁଖ୍ୟ…
୮ମ ବେତନ କମିଶନରେ ପିଅନ, କ୍ଲର୍କଙ୍କର ବଢିଯିବ ଏତେ ଦରମା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ…
ନୂଆଦିଲ୍ଲୀ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୮ମ ବେତନ କମିଶନର ସନ୍ଦର୍ଭ ସର୍ତ୍ତାବଳୀ (ToR)କୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ୧୦ ନିୟୁତରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି, ଯେଉଁମାନେ…
WhatsAppରେ ଆସିବାକୁ ଯାଉଛି ସବୁଠାରୁ ବଡ଼ ଫିଚର୍, ଆପଣ କହିବେ-ଧନ୍ୟବାଦ ଜୁକରବର୍ଗ
ନୂଆଦିଲ୍ଲୀ,୩୦।୧୦: ଯଦି ଆପଣ WhatsApp ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଏହି ଫିଚର ବିଷୟରେ ଜାଣିବା ପରେ ଆପଣ ମାର୍କ ଜୁକରବର୍ଗଙ୍କୁ ଧନ୍ୟବାଦ ଜଣାଇବେ। WhatsAppରେ ଏପର୍ଯ୍ୟନ୍ତ କଭର ଫଟୋ ବିକଳ୍ପ ନାହିଁ, କିନ୍ତୁ…
ରୋହିତଙ୍କୁ ଫାଇଦା, କୋହଲିଙ୍କୁ କ୍ଷତି: ପ୍ରଥମ ଥର ପାଇଁ ଘଟିଲା ଏମିତି…
ନୂଆଦିଲ୍ଲୀ,୩୦।୧୦: ଆଇସିସି ଏକଦିବସୀୟ ରାଙ୍କିଙ୍ଗର ସଦ୍ୟତମ ଅପଡେଟରେ ଭାରତର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛନ୍ତି। ରୋହିତ ୧୮ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି ଏବଂ ପ୍ରଥମ ଥର ପାଇଁ ଆଇସିସି ରାଙ୍କିଙ୍ଗରେ ନମ୍ବର ୱାନ ବ୍ୟାଟସମ୍ୟାନ ହୋଇଛନ୍ତି।…
ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବୀନଙ୍କୁ କଟାକ୍ଷ କରି ସୁରେଶ ପୂଜାରୀ କହିଲେ…
ଭୁବନେଶ୍ୱର,୩୦ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ଶୀଘ୍ର ନୂଆପଡ଼ା ଯିବେ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦିତୀୟ ପର୍ଯ୍ୟାୟରେ ପ୍ରଚାର ମଧ୍ୟ କରିବେ। ଶେଷଭାଗରେ ମୁଖ୍ୟମନ୍ତ୍ରୀ ମାରାଥନ…
H-1B ପରେ ଟ୍ରମ୍ପଙ୍କ ନୂଆ ନିୟମ, ଅଡୁଆରେ ଭାରତୀୟ, ଯାଇପାରେ ଚାକିରି
ଓ୍ବାଶିଂଟନ,୩୦।୧୦: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଏକ ପରିବର୍ତ୍ତନ କରିଛି ଯାହା ଦ୍ୱାରା ହଜାର ହଜାର ଭାରତୀୟ ବୃତ୍ତିଗତ ଏବଂ ସେମାନଙ୍କ ନିର୍ଭରଶୀଳଙ୍କୁ ଚାକିରି ବନ୍ଦ କରିବାକୁ ବାଧ୍ୟ କରାଯିବ ଯଦି ସେମାନଙ୍କର ନିଯୁକ୍ତି ପ୍ରାଧିକରଣ ନବୀକରଣ ସମୟସୀମା ମଧ୍ୟରେ…
ବିଦ୍ୟୁତ କରେଣ୍ଟ ଲାଗି ଯୁବ ଚାଷୀଙ୍କ ଚାଲିଗଲା ଜୀବନ
ପାଇକମାଳ,୩୦।୧୦(ବଡ ଶତପଥୀ) : ବିଦ୍ୟୁତ କରେଣ୍ଟ ଲାଗି ଯୁବ ଚାଷୀଙ୍କ ମୃତ୍ୟୁ। ବରଗଡ ଜିଲା ପାଇକମାଳ ବ୍ଲକ ବୁକୁରା ମୁଣ୍ଡା ଗ୍ରାମର ଜଣେ ଚାଷୀ ଗୁରୁବାର ସକାଳେ ନିଜ ଧାନ ଫସଲରେ ଔଷଧ ସିଞ୍ଚନ କରିବାକୁ ଯାଉଥିବାବେଳେ ୧୧କେଭିଏ ବିଦ୍ୟୁତ ତାର…
Archives


