Home Left

ପାହାଡ଼ରୁ ଖସୁଛି ମାଟି ଅତଡ଼ା: ଯାତାୟାତ ବାଧାପ୍ରାପ୍ତ

ମୋହନା,୩୦/୧୦(ମନ୍ମଥ ମିଶ୍ର): ଘାଟି ରାସ୍ତାରେ ଏବେ ପାହାଡ଼ରୁ ଖସୁଛି ମାଟି ଅତଡ଼ା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ଫଳରେ ୬ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଗଜପତି ଜିଲା ମୋହନା ବ୍ଲକ ବାଲିବାଡ ଗାଁ ଘାଟି…

Truecallerରୁ ନିଜ ନାମ ହଟାଇବାକୁ ଚାହାନ୍ତି କି? ଜାଣନ୍ତୁ ସବୁଠାରୁ ସହଜ ଉପାୟ…

ନୂଆଦିଲ୍ଲୀ,୩୦।୧୦: Truecaller ଆଜି କଲର୍‌ ଆଇଡି ପାଇଁ ବ୍ୟବହାର ହେଉଥିବା ସବୁଠାରୁ ବଡ଼ ଆପ୍‌। ଭାରତରେ ଏହାକୁ ବହୁଳ ବ୍ୟବହାର କରାଯାଏ। ଅତି କମ୍‌ରେ      ୧୦ଜଣଙ୍କ ମଧ୍ୟରୁ ୮ ଲୋକ ଙ୍କ ଫୋନରେ ଟ୍ରୁକଲର ଆପ୍‌ ଅଛି। କହିବାକୁ…

ଷ୍ଟୁଡିଓରେ ପିଲାମାନଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟ କିଏ? ସାମ୍ନାକୁ ଆସିଲା ଭିଡ଼ିଓ

ମୁମ୍ବାଇ,୩୦।୧୦: ମୁମ୍ବାଇରେ ଜଣେ ବ୍ୟକ୍ତି ଏକ ଅଭିନୟ ଷ୍ଟୁଡିଓରେ କେତେଜଣ ପିଲାଙ୍କୁ ବନ୍ଧକ ରଖିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମାଆବାପା ଝରକା ଦେଇ ଚାହିଁବା ମାତ୍ରେ କିଛି ଭୁଲ ହୋଇଥିବା ଲକ୍ଷ୍ୟ କରିଥିଲେ। ସେମାନେ ପୋଲିସକୁ ସୂଚନା ଦେଇଥିଲେ, ଏବଂ ପୋଲିସ…

ସାଇବର ଠକଙ୍କଠାରୁ ଛାତ୍ରୀଛାତ୍ର କେମିତି ପାଇବେ ରକ୍ଷା: ଜାଣନ୍ତୁ କିଛି ଟିପ୍ସ

ଭଞ୍ଜନଗର,୩୦/୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ସର୍ବଦା ଷ୍ଟ୍ରଙ୍ଗ ପାସ ୱାର୍ଡ ବ୍ୟବହାର କରିବା, ଓଟିପି କାହାକୁ…

ଋଷିକୂଲ୍ୟା ମୁହାଣ ଖୋଲିଲେ ଗ୍ରାମବାସୀ: ଜୀବିକା ପାଇଁ ଦୀର୍ଘଦିନ ଦାବିର ପୁନରାବୃତ୍ତି

ଗଞ୍ଜାମ, ୩୦।୧୦(ଅଖିଳ ତରାଇ): ବନ୍ୟା ପରିସ୍ଥିତି ଏବଂ ଲଗାଣ ବର୍ଷା ଯୋଗୁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ, ଗଞ୍ଜାମ ବ୍ଲକର ସମୁଦ୍ରକୂଳ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ନିଜର ଦୀର୍ଘ ଦିନର ଦାବିକୁ ପୁନରୁତ୍ଥାନ କରି ମୁହାଣ ଖୋଳିଛନ୍ତି। ପୁରୁଣାବନ୍ଧ, ଅଗସ୍ତି…

ମୁଣ୍ଡରେ ବଲ୍‌ ବାଜି ଏହି କ୍ରିକେଟର୍‌ଙ୍କ ଚାଲିଗଲା ଜୀବନ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ମେଲବୋର୍ଣ୍ଣ,୩୦।୧୦: ଅଷ୍ଟ୍ରେଲିଆରୁ ଏକ ହୃଦୟବିଦାରକ ଖବର ଆସିଛି। ମେଲବୋର୍ଣ୍ଣରେ ଅଭ୍ୟାସ ସମୟରେ ମୁଣ୍ଡରେ ବଲ ବାଜିବାରୁ ୧୭ ବର୍ଷୀୟ କ୍ରିକେଟର ବେନ ଅଷ୍ଟିନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର କ୍ରିକେଟ ଜଗତକୁ ଚକିତ କରିଛି। ବେନ ମେଲବୋର୍ଣ୍ଣର ଫର୍ନଟ୍ରି ଗଲିର…

ଜିନପିଙ୍ଗ ସହ ସାକ୍ଷାତ କରି ବଡ଼ ଡିଲ୍‌ କରିଦେଲେ ଟ୍ରମ୍ପ, ଭାରତ ଶୁଣିଲେ…

ଓ୍ବାଶିଂଟନ୍‌,୩୦।୧୦: ଦକ୍ଷିଣ କୋରିଆର ବୁସାନରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀରେ ଆମେରିକା ଏବଂ ଚାଇନା ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ଏକ ଅତ୍ୟନ୍ତ ଆକର୍ଷଣୀୟ ଘଟଣା ଥିଲା। ଦୁଇ ନେତା ଏବଂ ସେମାନଙ୍କ ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା…

ଲୁଚିଛପି ବଙ୍କର ନିର୍ମାଣ କରୁଛନ୍ତି ମାର୍କ ଜୁକରବର୍ଗ: ଜାଣନ୍ତୁ ଏହା ପଛର କାରଣ

ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏବେ ଆକାଶରେ ନୁହେଁ, ଭୂତଳରେ ଘର ନିର୍ମାଣ କରୁଛନ୍ତି। ଫେସବୁକ (ବର୍ତ୍ତମାନ ମେଟା) ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହାୱାଇରେ ତାଙ୍କର ୧,୪୦୦ ଏକର ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଏହି…

ଏହି ପ୍ରସିଦ୍ଧ ମନ୍ଦିରକୁ ମିନିସ୍କର୍ଟ ପିନ୍ଧି ଯିବା ମନା: ଲାଗିଲା କଟକଣା

ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଏବଂ ଦିଲ୍ଲୀର କାଲକାଜୀ ମନ୍ଦିର ପରେ, ଦାର୍ଜିଲିଂର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଝିଅମାନଙ୍କୁ ଛୋଟ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି। ମନ୍ଦିର କମିଟି ଦକ୍ଷିଣ ଭାରତର ମନ୍ଦିର ଅନୁରୂପ ଏହି ଡ୍ରେସ କୋଡ ଲାଗୁ କରିଛି।…

ଯାହା ଚାହୁଁଥିଲେ ଟ୍ରମ୍ପ, ସେଇଆ ଦେଇଦେଲା ଚାଇନା, ବିଶ୍ୱରେ ଚହଳ…

ଓ୍ବାଶିଂଟନ୍‌,୩୦।୧୦: ଚାଇନା ଘୋଷଣା କରିଛି ଯେ ସେ ଖୁବ ଶୀଘ୍ର ବିରଳ ଆର୍ଥ ମିନେରାଲ୍ସ ଏବଂ ଅନ୍ୟ କିଛି ସାମଗ୍ରୀର ରପ୍ତାନି ପୁନଃ ଆରମ୍ଭ କରିବ। ଦକ୍ଷିଣ କୋରିଆର ବୁସାନରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ପିନ୍‌କଣ୍ଟା ଗିଳି ଛାତ୍ରଙ୍କ ଜୀବନ ଗଲା, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ବାପା କହିଲେ…

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ବହୁ ଚର୍ଚ୍ଚିତ ପିନ ଗିଳି ସପ୍ତମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଗୁରୁବାର ଅପରାହ୍ନରେ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ପୁଅ ମୃତ୍ୟୁ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ…

ବଡ଼ ହୃଦୟ ଦେଖାଇଲେ ବିବେକ: ଦାନ କରିଦେଲେ ସବୁ….

ବଲିଉଡ ଅଭିନେତା ବିବେକ ଓବରୟ ନିଜ ଅଭିନୟ ମାଧ୍ୟମରେ ହୃଦୟ ଜିତିଛନ୍ତି। ଏବେ ସେ ଏକ ମହାନ ଉଦ୍ଦେଶ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ‘ରାମାୟଣ’ ଫିଲ୍ମରେ ଅଭିନୟ ପାଇଁ ମିଳିଥିବା ପାରିଶ୍ରମିକ ଦାନ ଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri