ଟିମ୍ ଇଣ୍ଡିଆକୁ ବିଶ୍ୱ ଚାମ୍ପିୟନ କରିଥିବା ହରମନପ୍ରୀତଙ୍କ ସମ୍ପତ୍ତି କେତେ, ଜାଣନ୍ତୁ…
ନୂଆଦିଲ୍ଲୀ,୩।୧୧: ଦୀର୍ଘ ୪୭ ବର୍ଷ ପରେ, ରବିବାର ରାତିରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ ଜିତି ଦେଶକୁ ଗର୍ବିତ କରିଛି। ନଭି ମୁମ୍ବାଇର ଡିୱାଇ…
ଅଧରାତିରେ ହଠାତ୍ ବୟଫ୍ରେଣ୍ଡ୍ଙ୍କ ଘରେ ପହଞ୍ଚିଗଲେ ଗର୍ଲଫ୍ରେଣ୍ଡ୍: ଯାହା ଦେଖିଲେ, ପାଦ ତଳୁ ଖସିଗଲା ମାଟି
ଲକ୍ଷ୍ନୌ,୩।୧୧: ଆଜିକାଲି ନିଜ ସାଥୀଙ୍କୁ ଠକିବା ଏକ ସାଧାରଣ କଥା ହୋଇଗଲାଣି। ବିବାହ ପରେ ମଧ୍ୟ ଅନେକ ଲୋକ ନିଜ ସାଥୀଙ୍କୁ ଠକନ୍ତି ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ବ୍ୟକ୍ତି ଏମିତି କିଛି…
ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…
ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି, କୋଦାଳ,…
World Cup Trophy ନେବା ପୂର୍ବରୁ ଏମିତି ଇଚ୍ଛା ପ୍ରକାଶ କରିଥିଲେ ହରମନପ୍ରୀତ, ଏହାକୁ ପୂରଣ କଲେନି ଜୟ ଶାହା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ୨୦୨୫ ODI ବିଶ୍ୱକପ ଜିତିଥିଲା। ଦଳର ଅଧିନାୟକ ହରମନପ୍ରୀତ କୌର, ଯାହାଙ୍କ ଅଧିନାୟକତ୍ୱ ଉପରେ ଲଗାତାର ତିନୋଟି ପରାଜୟ ପରେ…
ମୋହନ ମାଝୀଙ୍କ ବ୍ଲୁ ପ୍ରିଣ୍ଟ୍: ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ିବେ ଅମର ପଟ୍ଟନାୟକ, ରାଜନୀତିରେ ହଲଚଲ
ଭୁବନେଶ୍ୱର,୩ା୧୧: ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ତେବେ ଅମର ବିଜେଡି ଛାଡ଼ି ଭାଜପାରେ ସାମିଲ ହେବା ନେଇ ଆଲୋଚନା ହେଉଛି।…
ସୁଜାତା ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାଇଟନିକ୍ ବାଣ, କହିଲେ ଶକ୍ତି ନାନୀ କୁଆଡ଼େ…
ଭୁବନେଶ୍ୱର,୩ା୧୧: ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ…
ଭାରତକୁ ଚାମ୍ପିୟନ କରିବା ପରେ ମଧ୍ୟ କ୍ଷମା ମାଗିଲେ ହରମନପ୍ରୀତ: ଜାଣନ୍ତୁ କାହିଁକି
ନଭି ମୁମ୍ବାଇ,୩।୧୧: ଭାରତୀୟ ମହିଳା ଦଳର ବିଶ୍ୱକପ ଜିତିବାର ସ୍ବପ୍ନ ଶେଷରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାକାର ହୋଇଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ, ଭାରତୀୟ ଦଳର ଖେଳାଳିମାନେ ସେଲିବ୍ରେଶନ କରିଥିଲେ। ଏହି ସେଲିବ୍ରେଶନରେ ପୂର୍ବତନ…
ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା BCCI: ଜାଣନ୍ତୁ କାହାକୁ କେତେ ମିଳିଲା
ନଭି ମୁମ୍ବାଇ,୩।୧୧:ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତି ଇତିହାସ ରଚିଛି। ମୁମ୍ବାଇର ଡି.ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ସମଗ୍ର ଦେଶ ସେଲିବ୍ରେଶନର…
ଭାରତର ବିଜୟରେ କାନ୍ଦିଲା ପାକିସ୍ତାନ! ଜାଣନ୍ତୁ ପଡ଼ୋଶୀ ଦେଶର ପ୍ରତିକ୍ରିୟା
ଇସଲାମାବାଦ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ରଚିଛି। ସେମାନେ ରବିବାର (୨ ନଭେମ୍ବର, ୨୦୨୫) ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ୱକପ ଜିତିଛନ୍ତି।…
ଭୟଙ୍କର ଦୁର୍ଘଟଣା, ୨୦ ମୃତ ଅନେକ ଆହତ
ତେଲଙ୍ଗାନା,୩।୧୧: ତେଲଙ୍ଗାନାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ସକାଳେ ରାଜ୍ୟର ରଙ୍ଗାରେଡ୍ଡି ଜିଲାରେ ଏହି ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଏକ ଡମ୍ପର ଟ୍ରକ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ…
ୟୁନୁସ ନୁହେଁ କି, ଖାଲିଦା ଜିଆ ନୁହେଁ, ହାସିନାଙ୍କୁ ପଛରୁ ଛୁରି ମାରିଥିଲେ ତାଙ୍କର ଅତି ନିକଟତମ, ଆମରିକା ରଚିଥିଲା ଷଡ଼ଯନ୍ତ୍ର
ଢାକା,୩।୧୧: ବାଂଲାଦେଶର ରାଜନୀତି ବର୍ତ୍ତମାନ ସରଗରମ। ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆରେ ସାମରିକ ବିଦ୍ରୋହର ଗୁଜବ ମଧ୍ୟରେ, ଉନ୍ମୋଚନ ହେବାକୁ ଥିବା ଏକ ପୁସ୍ତକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ପୁସ୍ତକଟି ଦାବି କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ…
ଘନକୁହୁଡ଼ିରେ ୨ ଟ୍ରକ୍ ମୁହାଁମୁହିଁ: ହେଲପର ମୃତ
ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ/): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ରତନପୁର ନିକଟରେ ସୋମବାର ସକାଳେ ଘନକୁହୁଡ଼ି ଯୋଗୁ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜନୈକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ…
Archives


