Home Left

ଡିଏଫଓଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଆଉ ଗଦା ଗଦା ପ୍ଲଟ୍‌, ତାଜୁବ ହୋଇଗଲା ଭିଜିଲାନ୍ସ

କେନ୍ଦୁଝର,୨୧।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡ଼ିଶା ଦୁର୍ନୀତି ବିଭାଗ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦ୍ୱିତୀୟ ଦିନ ଚଢାଉ ଜାରି ରଖିଛି । ଆଜି କେନ୍ଦୁଝରର ଅଫିସ...

ପ୍ରେମିକଙ୍କ କଥାରେ ପଡ଼ି ସ୍ବାମୀଙ୍କୁ ବିଷ ଦେଇଦେଲେ ସ୍ତ୍ରୀ: ଆଉ ତା’ପରେ ଘଟିଗଲା…

ଚେନ୍ନାଇ,୨୧।୭: ଭାରତର ଦକ୍ଷିଣ ରାଜ୍ୟ ତାମିଲନାଡୁରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି। ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। କାରଣ ସେ ତାଙ୍କ ଏବଂ ତାଙ୍କ...

ବରଗଡ଼ରେ ଚାଞ୍ଚଲ୍ୟ: ଘରେ ପଶି ମା’, ଝିଅଙ୍କୁ ହାଣିଲେ

ପଦ୍ମପୁର,୨୧।୭: ବରଗଡ଼ ଜିଲା ପଦ୍ମପୁର ପଥୁରି ଗାଁରେ ସୋମବାର ଘଟିଛି ଡବଲ ମର୍ଡର୍‌। ଘରେ ପଶି ମା’, ଝିଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ପୁତୁରା ଥାନାରେ ଆତ୍ମସମର୍ପଣ...

ଏମିତି କି ଭୁଲ୍‌ କରିଛନ୍ତି ହରଭଜନ ସିଂ, ୨୦୦ଥର କ୍ଷମା ମାଗିବା ପରେ ମଧ୍ୟ ମନ ମାନୁନି

ନୂଆଦିଲ୍ଲୀ,୨୧।୭: ହରଭଜନ ସିଂହ ଏକ ବଡ଼ ଭୁଲ କରିଛନ୍ତି। ଏହି ଭୁଲ୍‌ ପାଇଁ ସେ ୨୦୦ଥର କ୍ଷମା ମାଗିଛନ୍ତି। ଏହି ଭୁଲ୍‌କୁ ସେ ତାଙ୍କ କ୍ୟାରିୟରରୁ ଡିଲିଟ କରିବାକୁ ଚାହାଁନ୍ତି। ହରଭଜନ ନିଜେ ଅଶ୍ୱିନଙ୍କ YouTube ପୋଡକାଷ୍ଟରେ କହିଛନ୍ତି। ଭଜ୍ଜୀଙ୍କୁ...

ପରିବାରରୁ କେହି ଦେଖା କରିବାକୁ ଆସୁନାହାନ୍ତି, ତଥାପି ନାହିଁ ଅନୁତାପ: ସୋନମ ରଘୁବଂଶୀଙ୍କ ଜେଲରେ ପୁରିଲା ଏକ ମାସ

ନୂଆଦିଲ୍ଲୀ,୨୧।୭: ମେଘାଳୟରେ ହନିମୁନ୍‌ରେ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ସୋନମ ରଘୁବଂଶୀ ଶିଲଂ ଜେଲରେ ଏକ ମାସ ଅତିବାହିତ କରିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସୋନମ ନିଜ କାର୍ଯ୍ୟ ପାଇଁ କୌଣସି ଅନୁତାପ ପ୍ରକାଶ କରିନାହାନ୍ତି...

ବାଂଲାଦେଶରେ ବିମାନ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ ଭିଡିଓ, କେମିତି ହୋଇଥିଲା…

ଢାକା,୨୧।୭: ବାଂଲାଦେଶର ରାଜଧାନୀ ଢାକାରେ ଏକ ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ସୋମବାର ଦିନ ପ୍ରାୟ ୧.୩୦ ସମୟରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ମାଇଲଷ୍ଟୋନ କଲେଜ କୋଠା ସହିତ ଧକ୍କା ହୋଇଥିଲା। ଏହି...

ବିଳାସପୂର୍ଣ୍ଣ ଗାଡ଼ି ଚୋରି କରି କୋଟି କୋଟି ଟଙ୍କାରେ ବିକୁଥିଲେ MBA ଗ୍ରାଜୁଏଟ୍‌: ଧରାପଡ଼ିବାରୁ…

ଚେନ୍ନାଇ,୨୧।୭: ତାମିଲନାଡୁର ଚେନ୍ନାଇ ପୋଲିସ ରାଜସ୍ଥାନର ଜଣେ ଚୋରକୁ ଗିରଫ କରିଛି। ସେ ଗତ ୨୦ ବର୍ଷ ଧରି ଚୋରି କରୁଥିଲା। ସେ ଏହି ୨୦ ବର୍ଷ ମଧ୍ୟରେ ୧୦୦ରୁ ଅଧିକ କାର ଚୋରି କରିଥିଲେ ଏବଂ ସେଗୁଡ଼ିକୁ ବିକ୍ରି...

କେବେ ଆରମ୍ଭ ହେବ ରେଳ ପ୍ରକଳ୍ପ କାର୍ଯ୍ୟ, ଚାହିଁ ବସିଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୨୧/୭(ବାବୁଲା ପ୍ରଧାନ)-ଦେଶ ସ୍ବାଧୀନତା ଲାଭ କରିବାର ଇତିମଧ୍ୟରେ ୭୮ ବର୍ଷ ବିତିଗଲାଣି। କନ୍ଧମାଳ ଜିଲାବାସୀ ଏବଂ ଭଞ୍ଜନଗର ଉପଖଣ୍ଡବାସୀ ନିଜ ଅଞ୍ଚଳରେ ରେଳ ସେବା ଦେଖିନାହାନ୍ତି। ଆଗକୁ କେବେ ରେଳ ଲାଇନ ଦେଖିବେ ତାହା ମଧ୍ୟ ସଠିକ କିଛି ଜଣା...

ତାମିଲନାଡୁରେ ଫସିଛନ୍ତି ୯ ଶ୍ରମିକ: ଉଦ୍ଧାର ପାଇଁ ଜିଲାପାଳଙ୍କୁ ଗୁହାରି

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲାକୁ ଦାଦନ ଶ୍ରମିକ ସମସ୍ୟା ପିଛା ଛାଡୁନି। ଅଧିକାଂଶ ଲୋକ ନିଜ ଅଞ୍ଚଳରେ ମନ ପସନ୍ଦର କାମ ପାଉନାହାନ୍ତି। ତେଣୁ ବାଧ୍ୟ ହୋଇ ଦାଦନ ଶ୍ରମିକ ଭାବେ ଅନ୍ୟ ଜିଲାକୁ ଚାଲି ଯାଉଛନ୍ତି। ଦାଦନ ଶ୍ରମିକ ସମସ୍ୟା...

ଗୁମର ଖୋଲିବ ରୁପା ମୁଦି: ବଳଙ୍ଗାରେ କ୍ରାଇମବ୍ରାଞ୍ଚ ଟିମ୍‌

ବଳଙ୍ଗା,୨୧।୭: ବଳଙ୍ଗାରେ ୧୫ ବର୍ଷର ଝିଅଙ୍କୁ ତିନି ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇବା ଘଟଣାରେ ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ରହିଛି। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଅଟକ କିମ୍ବା ଗିରଫ କରାଯାଇନାହିଁ।...

କୋଲେଷ୍ଟରଲ ନିୟନ୍ତ୍ରଣ କରେ ଭିଟାମିନ୍‌-ଇ

ଭିଟାମିନ୍‌-ଇ’ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ଅଛି, ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଏହି ତାଲିକାରେ ଆଉ...

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ୨ ଜଣଙ୍କୁ ହତ୍ୟା କରି ଫିଙ୍ଗିଦେଲେ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗ ଦେଇଥିବା ସୂଚନା ମିଳିଛି। ପୋଲିସ ଇନ୍‌ଫର୍ମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri