ୱାଟର ହିଟରରେ ପାଣି ଗରମ କରୁଥିଲେ, ହଠାତ୍ ଘଟିଲା…
ହାଟଡିହୀ,୫।୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନନ୍ଦିପଦା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳା ବୁଧବାର ସକାଳୁ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ, ଗ୍ରାମର ଅଭିମନ୍ୟୁ ରାଉଳଙ୍କ ସ୍ତ୍ରୀ ମନ୍ଦାକିନୀ (୪୦ ବର୍ଷ) ୱାଟର ହିଟରରେ ପାଣି…
ବାଂଲାଦେଶରେ ନିର୍ବାଚନୀ ଶଙ୍ଖନାଦ, ୨୩୭ ଆସନରେ ପ୍ରାର୍ଥୀ ଦେବେ ଖାଲିଦା ଜିଆଙ୍କ BNP
ଢାକା,୫।୧୧: ବାଂଲାଦେଶରେ ବିଦ୍ରୋହ ପରେ ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଦେଶରେ ନିର୍ବାଚନର ଚର୍ଚ୍ଚା ଜୋର ଧରିଛି। ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାର ଆଶା କରାଯାଉଛି। ଏହା ଦେଶର ୧୩ତମ ସଂସଦୀୟ ନିର୍ବାଚନ…
ଫସିଗଲେ ସଲମାନ: କୋର୍ଟରୁ ଆସିଲା ନୋଟିସ୍
ବଲିଉଡର ଭାଇଜାନ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରାୟତଃ କୌଣସି ନା କୌଣସି କାରଣରୁ ସମସ୍ୟାରେ ଫସି ରହନ୍ତି। ଏଥର ସଲମାନ ଏକ ଆଇନଗତ ସମସ୍ୟାରେ ଫସିଛନ୍ତି। କୋଟା କଞ୍ଜ୍ୟୁମର କୋର୍ଟ ତାଙ୍କୁ ଏକ ନୋଟିସ ପଠାଇଛି, ଏଥିରେ…
୫ ଜଣଙ୍କୁ ଚାପିଦେଲା ଟ୍ରେନ୍, ଖଣ୍ଡଖଣ୍ଡ ହୋଇଗଲା ଶରୀର
ଲକ୍ଷ୍ନୌ,୫ା୧୧: ଉତ୍ତରପ୍ରଦେଶର ମିର୍ଜାପୁର ଜିଲାରେ ବୁଧବାର ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୫ ଜଣ ଲୋକ ଟ୍ରେନ୍ରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।…
ଅଷ୍ଟମ ବେତନ କମିଶନ: ଦରମା ବଢ଼ିବ, କିନ୍ତୁ DA ହୋଇଯିବ ଶୂନ?
ନୂଆଦିଲ୍ଲୀ,୫।୧୧:ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ସମ୍ପ୍ରତି 8ମ ବେତନ କମିଶନ ପାଇଁ ସର୍ତ୍ତାବଳୀ (ToR)କୁ ମଞ୍ଜୁର କରିଛନ୍ତି। ଏହାର ଅର୍ଥ ହେଉଛି ଆଗାମୀ ମାସଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ବେତନ ଏବଂ…
କିଏ ସେହି ଭର୍ଜିନିଆର ଉପ ରାଜ୍ୟପାଳ ଗଜାଲା ହାସମି, ହାଇଦ୍ରାବାଦ ସହ ରହିଛି କ’ଣ ସମ୍ପର୍କ? ଜାଣନ୍ତୁ…
ଓ୍ବାଶିଂଟନ,୫।୧୧: ଭାରତୀୟ-ଆମେରିକୀୟ ଡେମୋକ୍ରାଟ ଗଜାଲା ହାସମି ରିପବ୍ଲିକାନ ଜନ ରିଡଙ୍କୁ ପରାସ୍ତ କରି ଭର୍ଜିନିଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ହାସମି ହେଉଛନ୍ତି ପ୍ରଥମ ମୁସଲମାନ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଆମେରିକୀୟ ଯିଏକି ଭର୍ଜିନିଆ ସେନେଟରେ ସେବା…
କେବଳ ଫିଲ୍ମ ନୁହେଁ ଏହି ଜିନିଷରୁ ମୋଟା ଅକାରର ଟଙ୍କା ଆୟ କରୁଛନ୍ତି ଅମିତାଭ ବଚ୍ଚନ, କୋଟିଏ ଟଙ୍କାର ମିଳୁଛି ରିଟର୍ନ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ ବରଂ ରିଅଲ ଇଷ୍ଟେଟ ନିବେଶରୁ ମଧ୍ୟ ଏକ ବଡ଼ ଆୟ କରୁଛନ୍ତି। ସେ ସମ୍ପ୍ରତି ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ତାଙ୍କର ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ ବିକ୍ରି କରି ଏକ ବଡ଼…
ଲଷ୍ମୀ ବସ ଚଳାଚଳ ଦାବି: ଯାତ୍ରୀ ହନ୍ତସନ୍ତ
କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଦୀର୍ଘ ଦୁଇବର୍ଷ ହେଲା ଲଷ୍ମୀ ବସ ଚଳାଚଳ କରୁଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ବିଜେଡି…
ମୋଦିଙ୍କୁ ଭେଟିବେ ବିଶ୍ୱ ବିଜେତା ଟିମ୍
ନୂଆଦିଲ୍ଲୀ,୫।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବୁଧବାର, ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପୂର୍ଣ୍ଣ ମହିଳା ଦଳ ମଙ୍ଗଳବାର ରାତିରେ, ନଭେମ୍ବର ୪ରେ ଦିଲ୍ଲୀରେ ପହଞ୍ଚିଥିଲା। ହୋଟେଲକୁ…
ଆରୋପ ପ୍ରତ୍ୟାରୋପରେ ଚାଲିଛି ପ୍ରଚାର
ନୂଆପଡ଼ା,୫ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ପ୍ରମୁଖ ଦଳର ଆରୋପ ପ୍ରତ୍ୟାରୋପ ମଧ୍ୟରେ ପ୍ରଚାର ଚାଲିଛି। ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପଛରେ ନାହାନ୍ତି। ସେମାନେ ମଧ୍ୟ ନିର୍ବାଚନୀ ବୈତରଣୀ ପାରିହେବା ପାଇଁ ଦିନରାତି ଏକ କରିଦେଇଛନ୍ତି ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…
ଗଞ୍ଜାମରେ ପ୍ରଥମ ‘ବୋଇତ ବନ୍ଦାଣ’ ଉତ୍ସବ: ଋଷିକୂଲ୍ୟା ନଦୀ ତଟରେ ଭବ୍ୟ ଆୟୋଜନ
ଗଞ୍ଜାମ,୫।୧୧(ଅଖିଳ ତରାଇ): ଓଡ଼ିଶାର ଏକ ପୁରାତନ ତଥା ଐତିହାସିକ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଗଞ୍ଜାମରେ ପ୍ରଥମଥର ପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗାଭସା ତଥା ରାସ ପୂର୍ଣ୍ଣିମା ଅବସରରେ ଏକ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୁରାତନ କାଳରୁ ଗଞ୍ଜାମର…
୩ନେତାଙ୍କ ଗୁପ୍ତ ମନ୍ତ୍ରଣା: କାହିଁକି ନରସିଂହଙ୍କ ଘରେ ପହଞ୍ଚିଲେ…
ବଲାଙ୍ଗୀର,୧୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ପ୍ରତି ରାଜ୍ୟ ରାଜନୀତି ଜୋର ଧରିଛି। ଏତିକି ବେଳେ ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ମିଳିତ ଆଲୋଚନା ବା ଗୁପ୍ତ ମନ୍ତ୍ରଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…
Archives


