ବିଏମ୍ସି ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ, ସକାଳୁ ସକାଳୁ ଚଢ଼ାଉ
ଭୁବନେଶ୍ୱର,୨୩।୭: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ...
ଉପରାଷ୍ଟ୍ରପତି ପଦବୀକୁ ନେଇ ମାଷ୍ଟରଷ୍ଟ୍ରୋକ୍ ଖେଳିବ ଭାଜପା, ମୋଦି ସରକାରଙ୍କ ପସନ୍ଦ ତାଲିକାରେ ଏହି ନାଁ…
ନୂଆଦିଲ୍ଲୀ, ୨୩ା୭: ଜଗଦୀପ ଧନକର ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ସମ୍ବିଧାନର ଅନୁଚ୍ଛେଦ ୬୮(୨) ଅନୁଯାୟୀ ନିର୍ବାଚନ ଆବଶ୍ୟକତା...
ଜୀବିତ ଭାବି ମଶାଣିରୁ ଉଠାଇ ଆଣିଲେ: ଆଉ ତା’ପରେ ଡାକ୍ତରଖାନାରେ ଘଟିଲା…
ଦେବଗଡ଼,୨୩ା୭(ଶଶାଙ୍କ ଶେଖର ଝାଙ୍କର):ନାବାଳକ ଜୀବିତ ଥିବା ଭାବି ମଶାଣିରୁ ଉଠାଇ ଡାକ୍ତରଖାନାକୁ ଆଣିଲେ ଜ୍ଞାତି ପରିଜନ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ...
ଦିଲ୍ଲୀରେ ଚାଲିଛି ‘ଓଡ଼ିଶା ମନ୍ଥନ’: କେତେଜଣ ମନ୍ତ୍ରୀ ହୋଇପାରନ୍ତି ବିଦା,ହୋଇପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୨୩ା୭(ସୁନିତ୍ ମିଶ୍ର):ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଭାଜପା ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଗସ୍ତ କରିଛନ୍ତି। ଦଳର ଏହି ୨ ଶୀର୍ଷ ନେତୃତ୍ୱ ଏକାସଙ୍ଗେ ଦିଲ୍ଲୀ ଗସ୍ତରେ ଯିବା...
ପ୍ରକୃତ ଦେଶଭକ୍ତି
ଦେଶଭକ୍ତି ଓ ଦେଶଦ୍ରୋହ; ଏ ଦୁଇଟି ଶବ୍ଦକୁ ସାଧାରଣ ଲୋକ ବୁଝିବା ତ ଦୂରର କଥା, ସଚେତନ ନାଗରିକ ଓ ଆମର ବୁଦ୍ଧିଜୀବୀମାନେ ମଧ୍ୟ ଠିକ୍ ରୂପେ ବୁଝିପାରନ୍ତି ନାହିଁ l ଦେଶଭକ୍ତି ଅର୍ଥ କେବଳ ଦେଶକୁ ଭଲପାଇବାର ଏକ...
ବ୍ୟକ୍ତିତ୍ୱ ଆକଳନ
ଆମେ ସାଧାରଣତଃ ସ୍ଥାନ, କାଳ ଓ ପାତ୍ରର ସୀମା ଭିତରେ ହିଁ ଯେ କୌଣସି ବିଷୟ ବୁଝିବା ପାଇଁ ଚେଷ୍ଟା କରିଥାଉ। ଏହିସବୁକୁ ଆଧାର କରି ଆମେ ବିଭିନ୍ନ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ଆକଳନ କରୁ। ବେଳେବେଳେ ଜଣକର ଚେହେରା, କଥାବାର୍ତ୍ତା...
ଏହି କଥା ପାଇଁ ବିଚଳିତ ହୋଇପଡ଼ିଲେଣି ନବୀନ: କ୍ଷୋଭରେ କହିଲେ…
ଭୁବନେଶ୍ୱର,୨୩ା୭(ସୁନିତ୍ ମିଶ୍ର):ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି, ଯାଜପୁରରେ ବଳାତ୍କାର, ଜଗତ୍ସିଂହପୁର, ମାଲକାନଗିରିରେ ଗଣବଳାତ୍କାର ଓ ପୁରୀରେ ଯୌନ...
ବର୍ଷେ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା: ସେବା ନ ପାଇ ଯାତ୍ରୀ ହନ୍ତସନ୍ତ
ଭବାନୀପାଟଣା,୨୩ା୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଗତ ବର୍ଷେରୁ ଊଦ୍ଧର୍ବ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ପ୍ରକାଶ...
ଦୁର୍ଗମ ଅଞ୍ଚଳରେ ଅବହେଳିତ ଆଦିବାସୀ: ବର୍ଷା ଦିନରେ ବାଧକ ସାଜୁଛି ଡୁଡୁଙ୍ଗପଟା ନାଳ
ଥୁଆମୂଳ ରାମପୁର,୨୩ା୬ (ଦୁର୍ଗା କୀର୍ତ୍ତି):ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ,...
ବରଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର: ସହରରୁ ଜବତ, ଗ୍ରାମାଞ୍ଚଳକୁ ବି ଚେର
ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ନିଶା କାରବାର ଚିନ୍ତାଜନକ ହୋଇ ପଡ଼ିଛି। ଏଠାରେ ଚୋରାମଦଠାରୁ ଆରମ୍ଭ କରି ଗଞ୍ଜେଇ, କଫ୍ ସିରପ, ନିଶା ବଟିକା ଏବଂ ବ୍ରାଉନସୁଗାର ବେପାର ଚାଲିଛି। ପୋଲିସ ଏବଂ ଅବକାରୀ ଚିରାଚରିତ ଢ଼ଙ୍ଗରେ ଚଢ଼ାଉ କରୁଛନ୍ତି। ନିଶାଦ୍ରବ୍ୟ...
ଆସୁଛି ୨ ଲଘୁଚାପ, ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବାତ୍ୟା ‘ୱିଫା’ଯୋଗୁ…
ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା)- ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଏକ ଘୂର୍ଣ୍ଣିବଳୟ ରୂପରେ ପ୍ରବେଶ କରିବାର ସମ୍ଭାବନା...
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଶିଶୁପୁତ୍ର: ୨ ମିନିଟ୍ରେ ଦେଲେ ୧୦୦ ପ୍ରଶ୍ନର ଉତ୍ତର
ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମର ଶିଶୁପୁତ୍ର ସ୍ମୁତି ସାଲୋମ ଭୋସାଗର(୪ବର୍ଷ ୯ମାସ) ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ମାତ୍ର ୨ ମିନିଟରେ ୧୦୦ଟି ପ୍ରଶ୍ନର ତ୍ୱରିତ ଉତ୍ତର ଦେଇ ସେ ଏଭଳି କୃତିତ୍ୱ ଅର୍ଜନ...
Archives


