ଯବାନଙ୍କ ଗୁଳିରେ ଟଳିପଡ଼ିଲ ୩ ମାଓବାଦୀ, କୋମ୍ବିଂ ଅପରେଶନ ଜାରି
ମାଲକାନଗିରି,୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ଅନାରାମ ଓ ମରିଙ୍ଗମଲ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବ୍ୟାପକ ଅସ୍ତ୍ରଶସ୍ତ୍ର…
ରଙ୍ଗରାଜନ ଆରସିବି ମହିଳା ଦଳର ମୁଖ୍ୟ କୋଚ୍
ବେଙ୍ଗାଲୁରୁ,୧୧ା୬:ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ଚତୁର୍ଥ ସିଜନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଗୁରୁବାର ମଲୋଲାନ ରଙ୍ଗରାଜନଙ୍କୁ ମହିଳା ଦଳର ମୁଖ୍ୟ କୋଚ୍ ଭାବେ ନିିଯୁକ୍ତ କରିଛି। ପୂର୍ବରୁ ଏହି ପଦବୀରେ ଲ୍ୟୁକ୍ ଓ୍ବିଲିୟମ୍ସ ଥିଲେ। ବିଗ୍ ବାଶ୍ ଲିଗ୍…
୫ ବର୍ଷର ଝିଅଙ୍କୁ ହତ୍ୟାକରି ବାପାଙ୍କ ଆତ୍ମହତ୍ୟା
କୋଲାର,୬ା୧୧: କର୍ନାଟକର କୋଲାର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଛାଡ଼ି ପଳାଇଯିବାରୁ ସ୍ବାମୀ ହିତାହିତ ଜ୍ଞାନ ହରାଇ ୫ ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଲୋକେଶ(୩୭)ଙ୍କ…
ଶାନ୍ତି ବାର୍ତ୍ତା ଆରମ୍ଭ ହେଉ ହେଉ ପୁରୁଣା ପ୍ରକୃତି ବାହାର କଲା ପାକିସ୍ତାନ, ଆଫଗାନିସ୍ତାନ ଉପରେ କଲା ଆକ୍ରମଣ
ଇସଲାମାବାଦ,୬।୧୧: ଗୁରୁବାର (୬ ନଭେମ୍ବର, ୨୦୨୫) ଦିନ, ପାକିସ୍ତାନୀ ଏବଂ ଆଫଗାନ ସେନା ଚମନ ସୀମାରେ ପୁଣି ଗୁଳି ବିନିମୟ କରିଥିଲେ। ଆଫଗାନ ଗଣମାଧ୍ୟମ ଦାବି କରିଛି ଯେ ପାକିସ୍ତାନୀ ସେନା ଆଫଗାନ ସେନା ଉପରେ ମୋର୍ଟାର ମାଡ଼ କରିଛି ଏବଂ…
ବିଲରେ ପଶି ଧାନ ନଷ୍ଟ କଲା ହାତୀ, ଦେଖନ୍ତୁ ଭିଡିଓ…
ଜି.ଉଦୟଗିରି,୬।୧୧(ଶିଶିର ପଟ୍ଟନାୟକ/ ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ସହରଠାରୁ ୪ କିଲୋମିଟର ନନ୍ଦଗିରି ଓ ମାଲାଂସୁଗା ଛକଠାରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହାତୀ ଉକ୍ତ ଅଞ୍ଚଳରେ ଥିବା ଧାନ…
ସୁନା ଦୋକାନୀଙ୍କୁ ଉଠାଇନେଲା ଆନ୍ଧ୍ର ପୋଲିସ, ଜାଣନ୍ତୁ କାହିଁକି…
ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା – ଛଣମେରି ଗାଁ ରାସ୍ତାରେ ଥିବା ଶ୍ରୀ ଦୁର୍ଗା ଜୁଏଲର୍ସର ମାଲିକଙ୍କୁ ଗୁରୁବାର ଆନ୍ଧ୍ରପ୍ରଦେଶ କାଶୀବୁଗା ଥାନାର ସତନ୍ତ୍ର ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସୁନା ବ୍ୟବସାୟୀ ଜଣଙ୍କ ହେଲେ…
ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୪ ପ୍ରତିଶତରୁ ଅଧିକ ମତଦାନ
ପାଟନା,୬।୧୧: ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୋଦ ଗୁଞ୍ଜ୍ୟାଲ କହିଛନ୍ତି, ‘ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସଫଳତାର ସହ ଶେଷ ହୋଇଛି। ବର୍ତ୍ତମାନର ଭୋଟରଙ୍କ ମତଦାନ ହାର ୬୪.୪୬% ବୋଲି ଅନୁମାନ କରାଯାଇଛି। ଏଥର ମହିଳା ଭୋଟରଙ୍କ…
ନଦୀରେ ଓଲଟିଲା ଡଙ୍ଗା: ୨ ଦିନ ହେଲା ମିଳୁନି ନାବାଳକଙ୍କ ପତ୍ତା
ରାଉରକେଲା,୬।୧୧(ସଙ୍ଗୀତା ଜେନା): କୋଏଲ ନଦୀର ହମିରପୁର ପସରା ଘାଟରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ…
ସକାଳୁ ଶୋଇଥିବାବେଳେ ଘର ଉପରକୁ ମାଡ଼ିଗଲା ଲକ୍ଷ୍ମୀ ବସ୍, ଆଉ ତା’ପରେ…
ଥୁଆମୂଳ ରାମପୁର,୬।୧୧-(ଦୁର୍ଗା କୀର୍ତ୍ତି): ପୂର୍ବ ବିଜେଡି ସରକାରଙ୍କ ଶାସନ ସମୟରେ ଲୋକଙ୍କ ଗମନାଗମନର ସୁବିଧା ସୁଯୋଗ ଆଖିଆଗରେ ରଖି ଲକ୍ଷ୍ମୀ ବସ୍ ଚଳାଚଳ ବ୍ୟବସ୍ଥା କରି ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ଲକ୍ଷ୍ମୀ ବସ୍ କେବେ କେଉଁଠି…
ଆଶ୍ଚର୍ଯ୍ୟଜନକ ରିଟେନସନ ତାଲିକା ପ୍ରକାଶ କଲା ମୁମ୍ବାଇ, ଜଣେ ୧୭ ବର୍ଷୀୟ ଖେଳାଳିଙ୍କ ଉପରେ କଲା…
ନୂଆଦିଲ୍ଲୀ,୬।୧୧: ଗୁରୁବାର ସମସ୍ତ ଦଳ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ରିଟେନସନ ତାଲିକା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦଳକୁ ସର୍ବାଧିକ ପାଞ୍ଚ ଜଣ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦିଆଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ପାଞ୍ଚଟି ସ୍ଥାନ ପୂରଣ…
ଟ୍ରମ୍ପଙ୍କୁ ଝଟକା ବିଶ୍ୱକୁ ମିଳିବ ବଡ଼ ଆଶ୍ୱସ୍ତି? ଟାରିଫ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୬।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ଯୋଗୁ ବିଶ୍ୱ ବାଣିଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ, ଆମେରିକା ସୁପ୍ରିମକୋର୍ଟ ଗୁରୁବାର (ନଭେମ୍ବର ୬, ୨୦୨୫) ରେ ତାଙ୍କର ରାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ବୁଧବାରର ଶୁଣାଣି…
ନୂଆପଡ଼ା ଉପନିର୍ବାଚନ: ମକ୍ ପୋଲ୍ କଲେ ପ୍ରିଜାଇଡିଂ ଅଫିସର
ନୂଆପଡ଼ା,୬ା୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇଛି। ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଏହି…
Archives


