Home Left

ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡି ନା ଭାଜପାର

ନୂଆପଡ଼ା,୫ା୧୧(ପୀତାମ୍ବର ସାହୁ):ନୂଆପଡ଼ାରୁ ୪ଥର ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ)ଙ୍କ ମୃତ୍ୟୁ ପରେ ଏବେ ହେଉଛି ଉପନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ପ୍ରଚାର…

ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ: ସମସ୍ୟା ବୃଦ୍ଧି ରୋକିବାରେ ସରକାର ଫେଲ

ଥୁଆମୂଳ ରାମପୁର,୫ା୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଗତ କିଛିଦିନ ତଳେ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧୀନ କାରବାଡ଼ି ଗ୍ରାମର ଆନ୍ଦାର ମାଝୀ (୨୫) ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ କିଛିଦିନ କାମ କରିବା…

ଭାରତକୁ ଭୟ କରୁଛନ୍ତି ନକ୍‌ଭି! ICC ବୈଠକରେ ଯୋଗ ନ ଦେବାକୁ କଲେ ଏମିତି ବାହାନା…

ନୂଆଦିଲ୍ଲୀ,୫।୧୧: ଭାରତ ପାକିସ୍ତାନକୁ ପରାସ୍ତ କରି ୨୦୨୫ ଏସିଆ କପ ଜିତିଥିଲା, କିନ୍ତୁ ଟିମ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। କାରଣ ହେଉଛନ୍ତି ଏସୀୟ କ୍ରିକେଟ ପରିଷଦ (ACC)ର ଅଧ୍ୟକ୍ଷ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ମୁଖ୍ୟ ମୋହସିନ…

ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…

ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଥାବାର୍ତ୍ତା କରୁଛନ୍ତି,…

ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ନିମୋନିଆ, ହୃଦ୍‌ଘାତ ଆଦି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଡିକ୍‌ ବହୁ ଦଶନ୍ଧି ଧରି…

ବିହାର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୫ା୧୧: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି। ପ୍ରଚାରର ଅନ୍ତିମ ଦିନରେ ଉଭୟ ଏନ୍‌ଡିଏ ଏବଂ…

୨୬ ପରେ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୫ା୧୧(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ଆପାତତଃ ସ୍ଥିର ହୋଇଛି। ଅଧିବେଶନ କାଳରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ଅତିରିକ୍ତ(ସପ୍ଲିମେଣ୍ଟାରୀ) ବଜେଟ ପ୍ରସ୍ତାବ ଆଗତ କରାଯିବା ସହିତ ଖର୍ଚ୍ଚଦାବି ଆଲୋଚନା ହେବ। ପ୍ରାୟ ମାସେ ଧରି…

ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ, କେମିତି ହେଲା ଦୁର୍ଘଟଣା, କାରଣ କହିଲା ରେଲଓ୍ବେ

ବିଳାସପୁର, ୫।୧୧: ମଙ୍ଗଳବାର ଛତିଶଗଡ଼ର ବିଳାସପୁର ଜିଲାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ସେହିପରି ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ୨୦ ଜଣ ଆହତଙ୍କ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା…

ଅଟୋରେ ଆସୁଥିଲେ ମା’ବାପା, ପୁଅ, ବାଟରେ ଘଟିଲା ଏମିତି, ଚାଲିଗଲା…

ଗଞ୍ଜାମ,୫।୧୧(ବିଦ୍ୟାଧର ସାହୁ ), ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକରୁ କିଛି ଦୂରରେ ମା ଢାବା ହୋଟେଲ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି…

ଚୋରି କରୁଥିଲେ ବାଇକ୍‌: ମାଡ଼ିବସିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର): ଗାଁରେ ପଶି ଚୋରି କରୁଥିଲେ ବାଇକ। ଉଠିପଡିଲେ ଗାଁ ଲୋକେ ଆଉ ଡକାଡକି ହୋଇ ମାଡି ବସିଧରିଲେ ତିନି ଜଣ ଲୁଟେରାଙ୍କୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁର…

ରାଜଧାନୀରେ ‘ପ୍ରମୋସନ୍ ବଦଳରେ ୱାନ୍-ନାଇଟ୍ ଷ୍ଟାଣ୍ଡ୍‌’ ଅଫର୍: ଡାକ୍ତର ଗିରଫ

ଭୁବନେଶ୍ୱର,୪।୧୧: ଜଣେ ମହିଳା ଆୟୁଷ (AYUSH) ଡାକ୍ତରଙ୍କୁ ପ୍ରେମ ନିବେଦନ କରି ଲିଫ୍ଟ ଦେବା ବାହାନାରେ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଜଣେ ପୁରୁଷ ଡାକ୍ତରଙ୍କୁ ଏୟାରଫିଲ୍ଡ ଥାନା ପୋଲିସ୍ ମଙ୍ଗଳବାର ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ଡା. କ୍ଷମା…

କାର୍ତ୍ତିକ ପୂର୍ଣ୍ଣିମାରେ ଏତେବର୍ଷ ପରେ ଲାଗିବ ସୁବର୍ଣ୍ଣ ଯୋଗ! ଏହି ୪ରାଶି ହେବେ ମାଲେମାଲ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା 2025 ରେ ଗ୍ରହ ସ୍ଥିତି ବହୁତ ଶକ୍ତିଶାଳୀ, ଯାହା ସାହସ, ପବିତ୍ରତା ଏବଂ ନୂତନତାର ଭାବନାକୁ ବୃଦ୍ଧି କରେ। ମେଷ ରାଶିରେ ଚନ୍ଦ୍ର ଉତ୍ସାହ ଏବଂ ଆତ୍ମବିଶ୍ୱାସକୁ ବଢ଼ାଏ। ବିଛା ରାଶିରେ ମଙ୍ଗଳ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri