ଦାଣ୍ଡରେ ଠିଆ ହୋଇଥିବାବେଳେ ଉପରକୁ ଲମ୍ଫ ମାରିଲା ବାର୍ହା, ଆଉ ତା’ ପରେ…
ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡୁମୁରିଆ ଗାଁରେ ସୋମବାର ସକାଳୁ ଏକ ବାର୍ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ଅଜିତ କୁମାର ମହାନ୍ତ। ସୋମବାର...
କଦଳୀ ବଗିଚା ଦଳିଚକଟି ନଷ୍ଟ କରିବା ସହ ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଘର ଭିତରେ ପଶି…
ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଭାଗଭାଗ ହୋଇ ବୁଲୁଛନ୍ତି ୨୯ ହାତୀ। ଗତ ସପ୍ତାହକ ମଧ୍ୟରେ ୫୦ରୁ ଉଦ୍ଧର୍ବ ଘର ଭାଙ୍ଗିଲେଣି ଏହି ୨୯ ଟିକିଆ ହାତୀପଲ। ରବିବାର ବିଲମ୍ବିତ ରାତିରେ ୨୯ ଟିକିଆ ହାତୀପଲ ପାଟଣା...
ମାତ୍ର ୩୬ ମିନିଟ୍ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ଆମେରିକା: ସବୁଠୁ ବିପଦପୂର୍ଣ୍ଣ ମିଶାଇଲ୍ ଆଣିଲା ଇରାନ
ତେହେରାନ,୨୮।୭: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଯୁଦ୍ଧବିରତି ପାଇଁ ଦିଆଯାଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଆକ୍ରମଣ କରିବାର କ୍ଷମତାସମ୍ପନ୍ନ ଏକ ମିଶାଇଲ୍ ତିଆରି କରିଛି। ଖୋରମଶହର-୫ ନାମକ ଏହି ମିଶାଇଲ ଇରାନର ରାଜଧାନୀ ତେହେରାନରୁ ସହଜରେ ଆମେରିକା ଉପରେ ଆକ୍ରମଣ...
କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ
ଭୁବନେଶ୍ୱର,୨୮ା୭: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଅତ୍ୟାଧୁନିକ...
BCCI ନେବ ବଡ଼ କାର୍ଯ୍ୟାନୁଷ୍ଠାନ! କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଝୁଲୁଛି ଖଣ୍ଡା
ମାଞ୍ଚେଷ୍ଟର,୨୮।୭: ମାଞ୍ଚେଷ୍ଟର ଟେଷ୍ଟର ଫଳାଫଳ ଡ୍ର ଥିଲା। ଅର୍ଥାତ୍ ୫ ଟିକିଆ ଟେଷ୍ଟ ସିରିଜ ଏବେ ୧-୨ ରହିଛି। BCCI ଖୁବଶୀଘ୍ର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି...
ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର: ହସ୍ପିଟାଲ୍ରେ ଭର୍ତ୍ତି, ମାତ୍ର ୨୦ ହଜାରେ ଟଙ୍କାରେ…
ଟିଟିଲାଗଡ,୨୮।୭(ଶରତ ମିଶ୍ର): ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି l ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।...
୨୩ ବର୍ଷ ପରେ ଏହି ବଡ଼ କାରନାମା କଲେ ରବିନ୍ଦ୍ର ଜାଡେଜା: ଭାଙ୍ଗିଦେଲେ ସବୁ ରେକର୍ଡ
ମାଞ୍ଚେଷ୍ଟର,୨୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ, ରବିନ୍ଦ୍ର ଜାଡେଜା ୨୩ ବର୍ଷ ପୂର୍ବେ କିମ୍ବଦନ୍ତୀ ଖେଳାଳି ଭିଭିଏସ ଲକ୍ଷ୍ମଣ କରିଥିବା କୃତିତ୍ୱ ହାସଲ କରିଛନ୍ତି। ଜାଡେଜା ଏହି ସିରିଜରେ ପଞ୍ଚମ ଥର ପାଇଁ ଅର୍ଦ୍ଧଶତକ...
ଡାଇବେଟିସ୍ ବଡ଼ କାରଣ ହୋଇପାରେ ଏହି କାମ: ହୋଇଯାନ୍ତୁ ସତର୍କ
ଧୂମ ପାନ ଏଭଳି ଏକ ଅଭ୍ୟାସ ଯାହା ସାମୟିକ ଆନନ୍ଦ ଦେଲେ ମଧ୍ୟ ପରୋକ୍ଷରେ କେତେକ ପ୍ରମୁଖ ରୋଗର କାରଣ ସାଜିଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ନିୟମିତ ଧୂମପାନ କରୁଥିବା ବ୍ୟକ୍ତି...
ବିମାନ ବନ୍ଦରରେ ପହଞ୍ଚିଥିବା ସୁନ୍ଦରୀ ମହିଳାଙ୍କ ଅନ୍ତବସ୍ତ୍ରରୁ ମିଳିଲା ଏମିତି ଜିନିଷ ସମସ୍ତେ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୮।୭: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଫ୍ଲୋରିଡାର ଜଣେ ମହିଳା ଖୁବ ସୁନ୍ଦର ପୋଷାକ ପିନ୍ଧି ବିମାନବନ୍ଦରରେ ପହଞ୍ଚିଥିଲେ। ଯେତେବେଳେ ସେ ଯାଞ୍ଚ ପ୍ରକ୍ରିୟା ଦେଇ ଯାଉଥିଲେ,...
ନୀରୋଗ ଜୀବନ ଅନ୍ତରାଳେ…
”ମାଟିରେ ପ୍ରକୃତିର ସବୁଠୁ ବଡ଼ ଔଷଧୀୟ ଗୁଣ ଅଛି । ଏହି ମାଟି ମଧ୍ୟରୁ ହଳଦିଆ ମାଟି ଭଲ । ଏଭଳି ମାଟି ପଟି ବ୍ୟବହାର କଲେ ତାହା ଭୋକ ବଢ଼ାଏ। ଏପରିକି ପେଟ ରୋଗରୁ ଉପଶମ ଦେବା ସହ...
ଭାଜପା ନଗର ସଭାନେତ୍ରୀଙ୍କ ପରଲୋକ: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଶୋକର ଛାୟା
ଭବାନୀପାଟଣା,୨୮।୭(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଭାଜପା ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତାଞ୍ଜଳୀ ସାହୁ(୪୮)ଙ୍କ ରବିବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ଗତ କିଛି ମାସ ହେଲା ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ରବିବାର...
ଉଚ୍ଚଶିକ୍ଷା ବିଭାଗର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଅଶ୍ଲୀଳ ଭିଡିଓ ଭାଇରାଲ୍
ଭୁବନେଶ୍ବର,୨୮।୭: ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଫଳରେ ୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ ସବୁ ଅପଲୋଡ଼ ହୋଇଛି। ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। ସେନେଇ ତଦନ୍ତ ଚାଲିଛି।
Archives


