ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ୍: ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ..
ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ପ୍ରକ୍ର୍ରିୟା ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍ପେଣ୍ଡ୍ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍ପେଣ୍ଡ୍…
ନୂଆପଡ଼ା ଉପନିର୍ବାଚନ: ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟିଂ
ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରୁଖୁରୁରେ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଛି। ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ…
ରାଗିଗଲେ ହେମାମାଳିନୀ: କହିଲେ, ଯାହା ଘଟୁଛି ତାହା ଅକ୍ଷମଣୀୟ
ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ପରିବାର ଚିନ୍ତିତ ଅଛନ୍ତି। ସୁପରଷ୍ଟାରଙ୍କ ପରିବାର ଅନୁଯାୟୀ, ଧର୍ମେନ୍ଦ୍ର ଜୀବିତ ଏବଂ ସୁସ୍ଥ ଅଛନ୍ତି। ତାଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣି ଝିଅ ଇଶା ଦେଓଲ ଏକ ପୋଷ୍ଟରେ…
ଦିଲ୍ଲୀ ବିସ୍ଫୋରଣ ପରେ ଉପକୂଳରେ ହାଇ ଆଲର୍ଟ
ମହାକାଳପଡ଼ା, ୧୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ଓଡ଼ିଶାର ସମ୍ବେଦନଶୀଳ ସ୍ଥାନଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ଉପକୂଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ…
ଜୀବିତ ଅଛନ୍ତି ଧର୍ମେନ୍ଦ୍ର: ଝିଅ କହିଲେ ଦୟାକରି…
ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ନିକଟରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଝିଅ ଇଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି। ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ…
ସରପଞ୍ଚଙ୍କ ମହାନତା: ଦିବ୍ୟାଙ୍ଗଙ୍କୁ ବଢାଇଲେ ସହାୟତାର ହାତ
ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେଉଛନ୍ତି। ଏଥିପାଇଁ କାର୍ଯ୍ୟାଦେଶ ସହ ଅଗ୍ରିମ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି। ହେଲେ ଏହା ଅନେକ ସମୟରେ ବାଟମଣା ହେଉଥିବା…
ଏଣିକି Zomato, Swiggyରେ କାମ କରୁଥିବା ଲୋକଙ୍କୁ ମିଳିବ ପେନସନ: ସରକାରଙ୍କ ଏହି ଯୋଜନାରେ କରନ୍ତୁ ପଞ୍ଜିକରଣ, ମିଳିବ ଏସବୁ ସୁବିଧା…
ନୂଆଦିଲ୍ଲୀ,୧୧।୧୧: ପରିବର୍ତ୍ତିତ ଦୁନିଆ ସହିତ, ଲୋକଙ୍କ କାମ କରିବାର ଧାରା ମଧ୍ୟ ପରିବର୍ତ୍ତନ ହେଉଛି। ଆଜିର ଯୁବପିଢ଼ି ସେମାନଙ୍କ କ୍ଷମତା ଅନୁସାରେ ଫ୍ରିଲାନ୍ସ କିମ୍ବା ଗିଗ କାମରେ ନିୟୋଜିତ ହେଉଛନ୍ତି। ଫ୍ରିଲାନ୍ସ କିମ୍ବା ଗିଗ କାମ କୌଣସି ପ୍ରତିବନ୍ଧକ ପ୍ରଦାନ କରେ…
ଜୟ ଢୋଲକିଆଙ୍କ ବୁଥ୍ରେ EVMରେ ତ୍ରୁଟି: ଆରମ୍ଭ ହୋଇପାରିଲାନି ଭୋଟିଂ
ନୂଆପଡ଼ା,୧୧।୧୧(ମକାରୁ ବେମାଲ): ଆଜି ନୂଆପଡ଼ା ଉପନିର୍ବାଚନକୁ ଅନୁଷ୍ଠିତ ହୋଇଛି। ଏଠାରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଖରିଆର ରୋଡ ମୋଙ୍ଗରାପାଲିରେ EVMରେ ତ୍ରୁଟି ଦେଖାଯାଇଛି। ମୋଙ୍ଗରାପାଲିର ୬୬ ନଂ ବୁଥରେ EVMରେ ସମସ୍ୟା ରହିଛି। ଫଳରେ ଏଯାଏ ଭୋଟିଂ ଆରମ୍ଭ…
ବିଦ୍ୟାଳୟରେ ପଶି କୁନି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଲେ ୨ ଯୁବକ: ପୋଲିସର କାର୍ଯ୍ୟାନୁଷ୍ଠାନରେ ତେଜିଲା ଅସନ୍ତୋଷ
ଗଞ୍ଜାମ, ୧୧।୧୧(ଅଖିଳ ତରାଇ): ରମ୍ଭା ସହରର ଲକ୍ଷ୍ମୀପୁର ସେବାଶ୍ରମ ବିଦ୍ୟାଳୟରେ ଅବାଧ ପ୍ରବେଶ କରି କୁନି ଛାତ୍ରୀଛାତ୍ରମାନଙ୍କୁ ମାରପିଟ୍ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଦୁଇ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସର…
ମୋଦିଙ୍କ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ, ଭାରତ ଉପରେ…
ଓ୍ବାଶିଂଟନ୍, ୧୧।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ପୁନଃସ୍ଥାପିତ କରିବାର ଦାୟିତ୍ୱ ଏବେ ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ଉପରେ ରହିବ। ଭାରତରେ ନୂତନ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ଶପଥ ଗ୍ରହଣ ସମାରୋହରେ ଅଧ୍ୟକ୍ଷତା…
CSK ଛାଡି ଏହି ଟିମ୍କୁ ଯିବେ ରବିନ୍ଦ୍ର ଜାଡେଜା! ହୋଇଗଲା ବଡ଼ ଡିଲ୍, IPL ନିଲାମ ପୂର୍ବରୁ ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୧।୧୧: ସଞ୍ଜୁ ସାମସନଙ୍କ ବଦଳରେ ରବିନ୍ଦ୍ର ଜାଡେଜା ଏବଂ ସାମ କୁରାନ ଚେନ୍ନାଇ ସୁପର କିଙ୍ଗସ ଛାଡି ରାଜସ୍ଥାନ ରୟାଲ୍ସକୁ ଯାଇପାରନ୍ତି। କ୍ରିକବଜ ଅନୁଯାୟୀ, ଏହି ତିନି ଖେଳାଳି ବାଣିଜ୍ୟ ପାଇଁ ରାଜି ହୋଇ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ତଥାପି, ବାଣିଜ୍ୟ…
ବେଆଇନ ଭାବେ ମାଛ ଧରୁଥିବାବେଳେ ଆନ୍ଧ୍ରପ୍ରଦେଶର ଦୁଇ ଡଙ୍ଗାକୁ ଧରିଲା ମତ୍ସ୍ୟବିଭାଗ, ତାଗିଦ ପରେ…
ଛତ୍ରପୁର, ୧୧।୧୦ (ଦିଲ୍ଲୀପ ସାମଲ) ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଧିକାଂଶ ସମୟରେ ବଡ ବଡ ଡଙ୍ଗା ଓ ଟ୍ରଲର ଆସି ଏଠାରେ ବଡ ବଡ ଜାଲରେ ମାଛ ମାରୁଥିବା ନେଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ବହୁବାର ଅଭିଯୋଗ…
Archives


