Home Left

ଦିଲ୍ଲୀରେ ଅମିତ ଶାହାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତକୁ ଜୋରଦାର କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଗୃହ ସଚିବ,…

କାହିଁକି ନାଚିଲେ ହିଟମ୍ୟାନ? ଭିଡିଓ ଆସିଲା ସାମ୍ନାକୁ, ଜାଣନ୍ତୁ କାହା ପାଇଁ ଏମିତି କଲେ ରୋହିତ

ନୂଆଦିଲ୍ଲୀ,୧୧।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କେବଳ ପଡ଼ିଆରେ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ ନୁହେଁ ବରଂ ତାଙ୍କର ଖୁସମିଜାଜ ଏବଂ ବିନଦାସ୍‌ ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ସମ୍ପ୍ରତି ତାଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ…

ଟିଭି ପାଖରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌…

ପରିବାର ସହ ଏକାଠି ସମୟ କଟାଇବା ସହ ମନୋରଞ୍ଜନର ମାଧ୍ୟମ ଭାବରେ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ ଟିଭି। ହେଲେ ଅଜାଣତରେ ବେଳେବେଳେ ଆମେ ଟିଭି ପାଖରେ ଏଭଳି କିଛି ଜିନିଷ ରଖିଦେଇଥାଉ, ଯାହା ଖରାପ ପ୍ରଭାବ ପକାଇଥାଏ। ତେଣୁ ଟିଭି…

ସର୍ଗିଫୁଲ ମହୋତ୍ସବ: ସାମ୍ନାକୁ ଆସିବ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା

ଦାରିଙ୍ଗବାଡି,୧୧।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ମଙ୍ଗଳବାର ବ୍ଲକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ…

ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ମତଦାନ

ନୂଆପଡ଼ା,୧୧ା୧୧(ମକାରୁ ବେମାଲ): ମଙ୍ଗଳବାର ସକାଳ ୭ଟାରୁ ଚାଲିଛି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟର ମତଦାନ କରିସାରିଛନ୍ତି। ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ…

ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନରେ ଗାଧାନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ବିଶ୍ୱର ଅନେକ ଦେଶର ଲୋକ ଗଧ କ୍ଷୀର ସାବୁନକୁ ବହୁ ସଂଖ୍ୟାରେ କିଣୁଛନ୍ତି। ଏହି ସାବୁନରେ ଏପରି କ’ଣ ଅଛି, ଯାହା ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ଦେଶରେ ଚାହିଦା ବୃଦ୍ଧି ପାଇଛି। ଜାଣନ୍ତୁ ଏହି ଖାସ୍‌ ସାବୁନ ବିଷୟରେ……

ଫୁଲ ତୋଳିବାକୁ ଉଠିଥିଲେ ମହିଳା: ପଡିଗଲେ ହାତୀ ସମ୍ମୁଖରେ, ଆଉ ତା’ପରେ…

ରାଉରକେଲା,୧୧।୧୧(ସଂଗୀତା ଜେନା) ମଙ୍ଗଳବାର ଭୋର ସମୟରେ ରାଉରକେଲା କୋଏଲ ନଗର ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ପଶି ଜଣେ ମହିଳାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ମୃତକ ହେଉଛନ୍ତି କୋଏଲ ନଗର…

ଦିଲ୍ଲୀ ବିସ୍ଫୋରଣ ଘଟଣା: ଅଭିଯୁକ୍ତଙ୍କ ଭାଉଜ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଛନ୍ତି। ୨୪ ଜଣ ଆହତ ହୋଇଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଏହାର ମାଷ୍ଟରମାଇଣ୍ଡ ଡାକ୍ତର ଉମର ଥିଲେ। ଆକ୍ରମଣ ପରେ…

ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଅମିତ ଶାହା ନେଲେ ବଡ଼ ନିଷ୍ପତ୍ତି: ଡାକିଲେ…

ନୂଆଦିଲ୍ଲୀ,୧୧।୧୧: ଦେଶର ରାଜଧାନୀ ଦିଲ୍ଲୀ ପୁଣି ଥରେ ବିସ୍ଫୋରଣ ହୋଇଛି। ଲାଲକିଲ୍ଲା ଅଞ୍ଚଳରେ ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦିଲ୍ଲୀ ବିସ୍ଫୋରଣ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର…

ସାଙ୍ଗମାନଙ୍କ ସହ ନିଆଁରେ ସେକି ହେଉଥିଲେ ୨ୟ ଶ୍ରେଣୀ ଛାତ୍ରୀ, ସାର୍ଟରେ ଲାଗିଲା ନିଆଁ, ତା’ପରେ…

ପାଟଣା,୧୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବାସିକ ଛାତ୍ରାବାସର ଜଣେ ୨ୟ ଶ୍ରେଣୀ ଛାତ୍ରୀ ସୋମବାର ରାତିରେ ନିଆଁ ପୁଇଁ ହେଉଥିବା ବେଳେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର…

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ପେନସନ କରିବା ପାଇଁ ନଭେମ୍ବର ୩୦ ସୁଦ୍ଧା କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୧।୧୧: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ନିୟମ ସଂଶୋଧନ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଯଦି ଉଭୟ ପିତାମାତା ୭୫% ବର୍ଦ୍ଧିତ ପେନସନ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରତିବର୍ଷ ଏକ ଲାଇଫ୍‌ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ।…

୧୮ ବେଆଇନ ବାଲି ବୋଝେଇ ଗାଡି ଜବତ: ଡ୍ରାଇଭର ଫେରାର

ହାଟଡିହୀ,୧୧l୧୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ପରିବହନ କରୁଥିବା ୧୮ଟି ବାଲି ଗାଡିକୁ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଜବତ କରିଛନ୍ତି l ସେଥିମଧ୍ୟରୁ ୧୭ଟି ହାଇୱା ଏବଂ ଗୋଟିଏ ଟ୍ରାକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri