Home Left

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଥାନା ASI

ଭୁବନେଶ୍ୱର, ୧୩। ୧୧(ତ୍ରିନାଥ ମହାନ୍ତି): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ASI ସୋମନାଥ ପଲେଇ। ଏକ ପାରିବାରିକ ବିବାଦର ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ASI ସୋମନାଥ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି।…

ନିର୍ବାଚନ ଫଳାଫଳ ପୂର୍ବରୁ ଜମିଲାଣି ଭୋଜିର ଆସର, ହେଲେ କିଏ ଚାଖିବ ବିଜୟର ସ୍ବାଦ? ଗୋଲାପ ଜାମୁନ ନା ରସଗୋଲା

ପାଟନା,୧୩।୧୧: ବିହାର ନିର୍ବାଚନ ଫଳାଫଳ ଉପରେ ଏବେ ସାରା ଦେଶର ନଜର। ଜେଲ ଯିବା ପୂର୍ବରୁ ବାହୁବଳି ନେତା ଅନନ୍ତ ସିଂହ ମୋକାମା ଆସନରୁ ବିଜୟ ଦାବି କରି ଆସୁଥିଲେ। ସେ ଦାବି କରିଥିଲେ ଯେ ଜନସମର୍ଥନ ତାଙ୍କ ସହିତ ଅଛି…

୪ ବର୍ଷ ହେଲା ହସ୍ତାନ୍ତର ହେଉନି ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି କୋମଳମତି ଶିଶୁ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣର ୪ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଫଳରେ ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ କୋମଳମତି ଶିଶୁମାନେ ବସିବାକୁ ବାଧ୍ୟ ହେଉଛନ୍ତି। ସୂଚନା ଅନୁସାରେ, ଲାଞ୍ଜିଗଡ଼ ସହର ୧ ନମ୍ବର…

ଦିଲ୍ଲୀ ବିସ୍ଫୋରଣ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ପାକିସ୍ତାନ ସହ ସାଉଦି ଆରବରୁ ଆସିଲା ଫୋନ କଲ, ଜାଣନ୍ତୁ ଡିଟେଲ୍ସ

କୋଲକାତା,୧୩।୧୧: ବଙ୍ଗଳା ବିଧାନସଭାର ବିରୋଧୀ ଦଳ ନେତା ଏବଂ ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଦାବି କରିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଦୁଇ ଦିନ ପୂର୍ବରୁ ତାଙ୍କୁ ପାକିସ୍ତାନ ଏବଂ ସାଉଦି ଆରବରୁ ଧମକପୂର୍ଣ୍ଣ ଫୋନ ଆସିଥିଲା ଏବଂ ତାଙ୍କୁ…

NDAରୁ କିଏ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ? କାଉଣ୍ଟିଂ ପୂର୍ବରୁ ବଡ଼ ଦାବି କଲାଣି ଚିରାଗ ପାସଓ୍ବାନଙ୍କ ଦଳ

ପାଟନା,୧୩।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ, ଚିରାଗ ପାସୱାନଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଏକ ବଡ଼ ଦାବି କରିଛି। ଏଲଜେପି (ରାମ ବିଳାସ) ଏମପି ଶାମ୍ଭବୀ ଚୌଧୁରୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ରାଷ୍ଟ୍ରୀୟ ଜନତା…

ୟୁନୁସଙ୍କୁ ଅଲଟିମେଟମ, ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି…, ସ୍ବଦେଶ ଫେରିବାକୁ ସର୍ତ୍ତ ରଖିଲେ ଶେଖ ହସିନା

ଢାକା,୧୩।୧୧: ବାଂଲାଦେଶର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ ତାଙ୍କ ସ୍ବଦେଶ ଫେରିବା ତିନୋଟି କାରଣ ଉପରେ ନିର୍ଭର କରେ: ଅଂଶଗ୍ରହଣକାରୀ ଗଣତନ୍ତ୍ରର ପୁନରୁଦ୍ଧାର, ଆୱାମୀ ଲିଗ ଉପରୁ ପ୍ରତିବନ୍ଧକ ଉଠାଇବା ଏବଂ ମୁକ୍ତ, ନିରପେକ୍ଷ ଏବଂ ଅନ୍ତର୍ଭୁକ୍ତିମୂଳକ…

ଭାଙ୍ଗିଗଲାଣି ଚନ୍ଦ୍ରମଣିଙ୍କ ଘରଦ୍ୱାର, କେବଳ ଭଗବାନଙ୍କ ଭରସାରେ…

ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ବୃଦ୍ଧା ଚନ୍ଦ୍ରମଣି ବେହେରାଙ୍କ ଘର। ଦୀର୍ଘବର୍ଷ ହେବ ସ୍ବାମୀ ଗୋପୀନାଥ ବେହେରା ଆରପାରିକୁ ଚାଲି ଗଲେଣି। ପୁଅ ଝିଅ କିଏ ନ ଥିବା ସ୍ବାମୀଙ୍କ ଅକାଳ ବିୟୋଗରେ…

ପ୍ରେମ ନିବେଦନ କରି ବନ୍ଧାହେଲେ କନ୍‌ଷ୍ଟେବଳ

ମାର୍ଶାଘାଇ,୧୩।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଜଣେ ବିବାହିତା ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଜୀବନରେ ମାରିଦେବା ଆଦି ଧମକ ଦେବା ଅଭିଯୋଗରେ ଜଣେ କନ୍‌ଷ୍ଟେବଲଙ୍କୁ ବୁଧବାର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ପୋଲିସ ଗିରଫ ପରେ…

ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ

ନିଶ୍ଚିନ୍ତକୋଇଲି,୧୩।୧୧(ଅଶୋକ କୁମାର ମହାପାତ୍ର ): କଟକ ଜିଲା  ମାହାଙ୍ଗା  ଥାନା ଅଧୀନ  କୁମୁଡା ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରା  ନିଲମ୍ବିତ ହୋଇଛନ୍ତି। ଗ୍ରାମାଞ୍ଚଳ ଏସ୍‌ପିଙ୍କ ଆଦେଶ ନଂ. ୨୯୮୮/୨୫ ତା ୧୩.୧୧.୨୫ ଅନୁଯାୟୀ  ଏସ୍‌ଆଇ ମନଜଙ୍କୁ ମାହାଙ୍ଗା ଥାନା ଅଧିକାରୀ …

Video: ଜାଣିଶୁଣି ସ୍କୁଟିକୁ ମାରିଲେ ଧକ୍କା, ଏବେ ବୁଦ୍ଧି ଶିଖାଇଲା ପୋଲିସ

ବେଙ୍ଗାଲୁରୁ,୧୩।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ, ଜଣେ କାର ଡ୍ରାଇଭରଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର ସହିତ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି…

ଦିଲ୍ଲୀ ବିସ୍ଫୋରଣ ପରେ ଡରିଗଲାଣି ପାକିସ୍ତାନ! ଖ୍ବାଜା ଆସିଫ କହିଲେ…

ଇସଲାମାବାଦ,୧୩।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଆତଙ୍କବାଦକୁ ପାଳନ କରୁଥିବା ପାକିସ୍ତାନର ଚିନ୍ତାକୁ ବୃଦ୍ଧି କରିଛି। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ, ଇସଲାମାବାଦ କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…

ଛତିଶଗଡ଼ ମଦ ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ED

ରାଞ୍ଚି,୧୩।୧୧: ଛତିଶଗଡ଼ର ବିବାଦୀୟ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। EDର ରାୟପୁର ଜୋନାଲ ଅଫିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri