ରେଲଓ୍ବେରେ ବାହାରିଲା ୪୦୦୦ ପଦବୀ ପାଇଁ ବମ୍ଫର ନିଯୁକ୍ତି: ହେବନି ପରୀକ୍ଷା, କେବଳ ଦଶମ ପାସ କରିଥିଲେ…
ନୂଆଦିଲ୍ଲୀ,୨୧।୧୧: ରେଳବାଇରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଉତ୍ତର ରେଳବାଇ ନୂତନ ଅଧିବେଶନ ପାଇଁ ୪,୦୦୦ରୁ ଅଧିକ ଆପ୍ରେନ୍ଟିସ୍ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଘୋଷଣା କରିଛି।…
ପାଖେଇ ଆସିଲା ପିଏମ୍ ଆବାସ ଯୋଜନା ପଞ୍ଜୀକରଣର ଶେଷ ତାରିଖ, ଜାଣନ୍ତୁ ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ,୨୧।୧୧: ନିଜର ଘର କରିବା ସମସ୍ତଙ୍କର ସ୍ବପ୍ନ। କିନ୍ତୁ ଅନେକ ଲୋକଙ୍କ ପାଖରେ ଘର ନିର୍ମାଣ କରିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଏପରି ପରିସ୍ଥିତିରେ, ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସାହାଯ୍ୟର ଉତ୍ସ ପାଲଟିଥାଏ। ଏହି ଯୋଜନା…
ରାଜ୍ୟ କ୍ୟାବିନେଟ ବୈଠକ: ହୋଇପାରେ ବଡ଼ ଘୋଷଣା
ଭୁବନେଶ୍ୱର,୨୧।୧୧: ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛଇ। ୯ଟି ଏଜେଣ୍ଡା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଶୀତକାଳୀନ ଅଧିବେଶନ ସହ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ। ବୈଠକରେ ପରିବହନ…
ଶ୍ମଶାନ ଘାଟରେ ନବଜାତ କନ୍ୟାକୁ ଛାଡ଼ିଗଲେ ମା’: ପରେ ଜଣାପଡ଼ିଲା…
ଜୟପୁର,୨୧।୧୧: ରାଜସ୍ଥାନର ରାଜଧାନୀ ଜୟପୁରର ଚାନ୍ଦପୋଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଶ୍ମଶାନ ବାହାରେ ଗୋଟିଏ ନିଷ୍ପାପ ଶିଶୁକୁ ଛାଡ଼ି ଜଣେ ମା’ ପଳାଇଥିବାବେଳେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କୁ ଉଦ୍ଧାର କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ,…
ଭିଏତନାମରେ ପ୍ରବଳ ବର୍ଷା ଫଳରେ ଭୟଙ୍କର ବନ୍ୟା, ଗଲାଣି ୪୧ ଜଣଙ୍କ ଜୀବନ, ରେସକ୍ୟୁ ଜାରି
ହାନୋଇ,୨୧।୧୧: ଭିଏତନାମ ବର୍ତ୍ତମାନ ପ୍ରକୃତିର ପ୍ରକୋପ ଦେଖି ଚାଲିଛି। ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ ଭିଏତନାମରେ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଏପର୍ଯ୍ୟନ୍ତ୪୧ଜଣଙ୍କ ଜୀବନ ନେଇଛି, ଯେତେବେଳେ ହଜାର ହଜାର ଘର ବୁଡ଼ି ଯାଇଛି। ପ୍ରଭାବିତ ଅଞ୍ଚଳରେ…
ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଉତ୍ତେଜନା
ନୀଳଗିରି,୨୧ା୧୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଜଣେ ଘରମାଲିକଙ୍କ ଅମାନବୀୟ କାର୍ଯ୍ୟ ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଛି। ଫୁଲଗଛରେ ଘରମାଲିକ କରେଣ୍ଟ ଲଗାଇଥିଲେ। ଯୁବକ ଜଣକ ଫୁଲ ତୋଳିବାକୁ ଆସି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା…
ଆସୁଛି ଲଘୁଚାପ, ଦେଖାଗଲାଣି ପ୍ରଭାବ: ଶୀତ ଗାଏବ
ଦାରିଙ୍ଗବାଡି, ୨୧।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଗତ ୨ ଦିନ ହେଲା ଶୀତ କମିଛି କୁହାଯାଉଛି। ଲଘୁଚାପ ଆସୁଥିବାବେଳେ ଗୁରୁବାର ମଧ୍ୟାହ୍ନଠାରୁ ପାଗ କେତେବେଳେ ମେଘୁଆ ତ ଆଉ କେତେବେଳେ ହାଲକା ଖରାର ପ୍ରଭାବ ରହୁଛି।…
VIDEO: କଳ୍ପନା ବାହାରେ, ଦେଖନ୍ତୁ ହମାସର ସିକ୍ରେଟ ସୁଡ଼ଙ୍ଗ, ୭ କିଲୋମିଟର ଲମ୍ବା , ୨୫ ମିଟର ଗଭିର, ୮୦ଟି କୋଠରୀ
ଜେରୁଜେଲମ,୨୧।୧୧: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ସମ୍ପ୍ରତି ଏକ ଗୁପ୍ତ ସୁଡ଼ଙ୍ଗ ଆବିଷ୍କାର କରିଛି। ଗାଜା ଷ୍ଟ୍ରିପର ଏହି ଗୁପ୍ତ ସ୍ଥାନକୁ ହମାସର ଶୀର୍ଷ କମାଣ୍ଡରମାନେ ବ୍ୟବହାର କରୁଥିଲେ। ଏହା ସେହି ସ୍ଥାନ ଯେଉଁଠାରେ ହମାସର ଯୋଦ୍ଧାମାନେ ସେମାନଙ୍କର ଲେଫ୍ଟନାଣ୍ଟ ହଦର…
ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ: ସହରରେ ବିଗିଡିଲାଣି ଆଇନ ଶୃଙ୍ଖଳା
ବଲାଙ୍ଗୀର,୨୧।୧୧: ବଲାଙ୍ଗୀର ସହର ଭିତରେ ଗୋଷ୍ଠୀ ସଂଘର୍ଷ। ଜଣେ ଯୁବକ ହେଲେ ଗୁରୁତର। ବଲାଙ୍ଗୀର ଆନନ୍ଦନଗର ପଡ଼ାରେ ଦୁଇଟି ଗ୍ରୁପରେ ପ୍ରାୟ ଦଶ ଜଣ ଯୁବକ ମାଡ଼ ପିଟ ହେଇଥିଲେ। ଦୁଇ ଗୋଷ୍ଠୀ ଭିତରୁ ଭାସ୍କର ପରିଛା ନାମକ ଜଣେ ଯୁବକଙ୍କୁ…
ନୀତୀଶଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପରେ ଚିରାଗ ପାସୱାନଙ୍କ ବିସ୍ଫୋରକ ବୟାନ, ରାଜନୀତିରେ ପଡିଗଲା ଚହଳ
ନୂଆଦିଲ୍ଲୀ,୨୧।୧୧: କେନ୍ଦ୍ର ମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ବିହାର ବିଧାନସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଚିରାଗ ପାସୱାନ କହିଛନ୍ତି ଯେ ୨୦୨୦ ନିର୍ବାଚନ ଏକାକୀ ଲଢ଼ିବା ନିଷ୍ପତ୍ତି…
ଶୁବମନ ଗିଲଙ୍କୁ ନେଇ ରାତାରାତି ହୋଇଗଲା ବଡ଼ ନିଷ୍ପତ୍ତି: ଟିମ୍ ମ୍ୟାନେଜମେଣ୍ଟ ନେଲା…
ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଅଧିନାୟକ ଶୁବମନ ଗିଲଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯାଇଛି। ସେ ଗୌହାଟିରୁ ମୁମ୍ବାଇ ମଧ୍ୟ ପହଞ୍ଚିଛନ୍ତି, ଯେଉଁଠାରେ ସେ ଦୁଇ କିମ୍ବା ତିନି ଦିନ ମଧ୍ୟରେ ଡାକ୍ତର ଦିନଶା ପାରଦିୱାଲାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। କୋଲକାତାରେ ପ୍ରଥମ…
ଓଡ଼ିଶାରେ ଟି-୨୦ ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିବ ବଡ ଦାୟିତ୍ୱ
ମୁମ୍ବାଇ,୨୧।୧୧: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଗାମୀ ୨୦୨୫-୨୬ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ରେ ମୁମ୍ବାଇ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍…
Archives


