Home Left

କ୍ୟାଚ୍‌ ଧରିବା ପରେ ବି ନଟ୍‌ଆଉଟ୍‌…ଭାରତ-ପାକିସ୍ତାନ ମ୍ୟାଚ୍‌ବେଳେ ହାଇଭୋଲଟେଜ୍‌ ଡ୍ରାମା

ନୂଆଦିଲ୍ଲୀ,୧୭।୧୧: ୨୦୨୫ ମସିହାରେ ଏସିଆ କପ ରାଇଜିଂ ଷ୍ଟାର୍ସରେ ଏକ ହାଇଭୋଲଟେଜ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏକ ବଡ଼ ବିବାଦ ମଧ୍ୟ ମୁଖ୍ୟ ଖବର ପାଲଟିଥିଲା। ପାକିସ୍ତାନ ମ୍ୟାଚକୁ ୮ ଉଇକେଟ୍‌ରେ ଜିତିଥିଲା, କିନ୍ତୁ ମ୍ୟାଚ…

ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ: ୫ ଗିରଫ

ଚଣ୍ଡିଗଡ଼,୧୭ା୧୧(ପି.ଟି.): ପଞ୍ଜାବ ପୋଲିସ ୬ଟି ଅତ୍ୟାଧୁନିକ ପିସ୍ତଲ ଏବଂ ୧.୧୦ କେ.ଜି. ହେରୋଇନ୍‌ ସହ ୫ ଜଣଙ୍କୁ ଗିରଫ କରିବା ଫଳରେ ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ପରିଚାଳକମାନଙ୍କ ସହ…

୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍‌ କରିବ ଇସ୍ରୋ

କୋଲ୍‌କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍‌କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା…

ଓଡ଼ିଶା ଉପରେ ଆତଙ୍କବାଦୀଙ୍କ ନଜର: ଗୋଇନ୍ଦାକୁ ଅଧିକ ସକ୍ରିୟ

ଭୁବନେଶ୍ୱର,୧୭ା୧୧(ତ୍ରିନାଥ ମହାନ୍ତି):ଆତଙ୍କବାଦୀଙ୍କ ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶା ହାଇଆଲର୍ଟରେ ରହିଛି। ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହର ସମେତ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଉପକୂଳ ତଥା ସମୁଦ୍ରାଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି। ଦିଲ୍ଲୀ…

ବିହାର ଏନ୍‌ଡିଏରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବା ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ମେଣ୍ଟ ସହଯୋଗୀଙ୍କ ମଧ୍ୟରେ…

କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ରାଜ୍ୟପାଳ

କୋଲକାତା,୧୭ା୧୧: ପଶ୍ଚିମବଙ୍ଗ ରାଜଭବନ ପରିସରରେ ଭାଜପା ନେତାମାନଙ୍କ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ ରଖିବା ପାଇଁ ଅନୁମତି ଦିଆଯାଇଥିବା ତୃଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ ଶନିବାର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଉଭୟ ଦଳ ମୁହଁାମୁହିଁ ହୋଇଛନ୍ତି। ହୁଗ୍‌ଲି ଜିଲା…

ଏହି ଦେଶରେ ନାହାନ୍ତି କୌଣସି ସେନା ବାହିନୀ, ତଥାପି ଦେଶ ରହିଛି ସୁରକ୍ଷିତ, ଜାଣନ୍ତୁ କେମିତି…

ସାରା ବିଶ୍ୱରେ ପ୍ରାୟ ସମସ୍ତ ଦେଶ ନିଜର ସାମରିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଦେଶ ଅଛନ୍ତି, ଯେଉଁମାନଙ୍କର କୌଣସି ସାମରିକ ଶକ୍ତି ନାହିଁ? ଏହି ଦେଶ ନିକଟରେ କୌଣସି…

୨ ହାତୀ ଲଢେଇରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅଧୀନ ଏରଗେଡା ପଡ଼ିଆରେ ରବିବାର ୨ଟି ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏରଗେଡା ଗ୍ରାମର ମାଙ୍ଗରା କୁଜୁର(୪୦)। ଏ ନେଇ ମୃତକଙ୍କ ମା’…

ବିହାରରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ: ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ

ପାଟନା,୧୬ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋର୍‌ଦାର…

ହସ୍ପିଟାଲଲରୁ ଡିସ୍‌ଚାର୍ଜ ହେଲେ ଶୁବମନ

କୋଲକାତା,୧୬ା୧୧: ଭାରତ ଅଧିନାୟକ ଶୁବମନ ଗିଲ୍‌ ରବିବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହେଲେ ସେ ଗୌହାଟି ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଶୁବମନ ସ୍ପିନର ସିମନ ହାର୍ମରଙ୍କ…

ଫୁଡ୍‌ ପାର୍କ ପରିଦର୍ଶନ କଲେ ମନ୍ତ୍ରୀ

ରାୟଗଡ଼ା,୧୬।୧୧(ଆଶିଷ ରଞ୍ଜନ ପଣ୍ଡା)- ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ରାୟଗଡ଼ା ଜିଲା କୋଲନରା ବ୍ଲକ ଭୁଜବଳସ୍ଥିତ ମିଟ୍‌ସ କଲେଜ…

ପାଚିକା, ସହାୟକ ମହାସଂଘର ବଡ଼ ନିଷ୍ପତ୍ତି: ୫ରେ ବିଧାନସଭା ଆଗରେ ଆନ୍ଦୋଳନ

ପଦ୍ମପୁର, ୧୬।୧୧(ପ୍ରଶନ୍ତ କୁମାର କର): ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟକ ମହାସଂଘ ପକ୍ଷରୁ ପଦ୍ମପୁର ବ୍ଲକ୍‌ ଜଗମଣ୍ଡା ପାହାଡ଼ ଉପରେ ବ୍ଲକ ସଭାପତି ପାର୍ବତୀ ଶବରଙ୍କ ଆୟୋଜନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଉପଦେଷ୍ଟା ତ୍ରିପତି ଗମାଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri