ମହିଳା ଆଇପିଏଲ୍ ଟିମ୍ ଘୋଷଣା କଲା ବିସିସିଆଇ: ଆଦାନୀ ଟିମ୍ ସବୁଠୁ ମହଙ୍ଗା
ନୂଆଦିଲ୍ଲୀ,୨୫।୧: ମହିଳା ଆଇପିଏଲ୍ ପ୍ରଥମ ସିଜନ ଲାଗି ବିସିସିଆଇ ବୁଧବାର ୫ ଦଳ ଘୋଷଣା କରିଛି। ଏହି ୫ ଦଳ ଅହମ୍ମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ଲକ୍ଷ୍ନୌର ରହିବେ। ଏହି ଫ୍ରାଞ୍ଚାଇଜ ଦଳଗୁଡ଼ିକ ମଧ୍ୟରୁ ଅହମ୍ମଦାବାଦ ଟିମ୍ ସବୁଠାରୁ ମହଙ୍ଗା…
ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ନୀତୀଶ
ପାଟନା,୨୫।୧: ମହାଗଠବନ୍ଧନରେ ଯୋଗଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କେନ୍ଦ୍ର ମୋଦି ସରକାରଙ୍କୁ ଲଗାତର ଟାର୍ଗେଟ୍ କରୁଛନ୍ତି। ବୁଧବାର ସେ କହିଛନ୍ତି, କେନ୍ଦ୍ର ସରକାର ଗରିବ ରାଜ୍ୟ ପ୍ରତି ଧ୍ୟାନ ଦେଉନାହାଁନ୍ତି। ପଛୁଆ ରାଜ୍ୟଗୁଡିକର ବିକାଶ ପାଇଁ କେନ୍ଦ୍ର ସର୍ବପ୍ରଥମେ…
ଝିଅଙ୍କୁ ଟ୍ରୋଲ୍ କଲେ ଶାହରୁଖ
ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି। ଆଜିକାଲି ଶାହରୁଖ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଏଠାରେ ସେ କେବଳ…
‘ଶାର୍ଦ୍ଦୁଳ ଜଣେ ଯାଦୁଗର’
ଇନ୍ଦୋର,୨୫।୧: ନ୍ୟୁଜିଲାଣ୍ଡକୁ ବିପକ୍ଷ ସିରିଜକୁ କ୍ଲିନ୍ ସୁଇପ୍ କରିବା ପରେ ଭାରତ ଏବେ ଆଇସିସି ର଼୍ୟାଙ୍କିଂର ଶୀର୍ଷ(ନଂ-୧) ସ୍ଥାନରେ ପହଞ୍ଚିଛି। ଏହାପରେ ଅଧିନାୟକ ରୋହିତ ଶର୍ମା ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିବା ସହ ମ୍ୟାଚ୍କୁ ବିରୋଧି ଟିମ୍ ହାତରୁ ଛଡ଼ାଇ…
ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ୨ ଫେରାର
ବଡ଼ବିଲ,୨୫ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି, ଦୁଇଟି ଛୁରି, ଲଙ୍କା ଗୁଣ୍ଡ ପାଉଚ ଓ ୬ଟି…
ପ୍ରଥମ ଥର ଲାଗି ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍ ହେଲେ ସିରାଜ
ନୂଆଦିଲ୍ଲୀ,୨୫।୧: ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିରାଜ ନ୍ୟୁଜିଲାଣ୍ଡର ଟେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲଉଡ୍ଙ୍କୁ ପଛରେ ପକାଇଛନ୍ତି। ଗତ ୧୨ ମାସରେ…
ଦୁଃଖ ମଧ୍ୟରେ ଖୁସି ଖବର ପାଇଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୨ ବର୍ଷର ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ଯିଏ ଗତ ବର୍ଷ ଟେଷ୍ଟ କ୍ରିକେଟରେ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଦଳରେ…
ଘର ଭିତରକୁ ପଶିଆସିଲା ସମ୍ବର, ଆଉ ତା’ ପରେ…
ମଣିଷଙ୍କ ସଂଖ୍ୟା ବଢୁଥିବାରୁ ପଶୁମାନଙ୍କ ବାସସ୍ଥାନ ହଜିଯାଉଛି। ଯେଉଁଥିପାଇଁ ମାନବ-ବନ୍ୟଜନ୍ତୁ ବିବାଦ ବାରମ୍ବାର ନଜର ଆସୁଛି। ଏଭଳି ଏକ ଘଟଣାରେ ମଧ୍ୟପ୍ରଦେଶର କାଟନିସ୍ଥିତ ଏକ ବାସଭବନ ଭିତରେ ଏକ ସମ୍ବରକୁ ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗର ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ।…
ଏହି କାରଣ ଯୋଗୁ ଶତକ ପରେ ଶତକ ମାରିଚାଲିଛନ୍ତି ଶୁବମନ ଗିଲ
ରାୟପୁର,୨୫।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୧୨ ରନ ଓପନିଂ ଭାଗିଦାରୀ କରିଥିଲେ। ଗତ ଚାରିଟି ଦିନିକିଆରେ ଏହା ଗିଲଙ୍କ ତୃତୀୟ…
‘ପଠାନ୍’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ
ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଟୁଇଟ୍ କରି…
୫ ଘଣ୍ଟା ପାଇଖାନାରେ ବନ୍ଦ ରହିଲେ ଛାତ୍ର, ପ୍ରଧାନଶିକ୍ଷୟିତ୍ରୀଙ୍କୁ ରିପୋର୍ଟ ତଲବ
ହିଞ୍ଜିଳିକାଟୁ,୨୫ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତର ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ପାଇଖାନାରେ ୫ ଘଣ୍ଟା ବନ୍ଦ ହୋଇ ରହିଥିଲେ। ସ୍କୁଲ ଶିକ୍ଷୟତ୍ରୀ ଓ କର୍ମଚାରୀ କୌଣସି ଛାତ୍ରୀଛାତ୍ର ସ୍କୁଲ ଭିତରେ ଅଛନ୍ତି…
ଦିନିକିଆରେ ନଂ-୧ ଟିମ୍ ହେଲା ଭାରତ
ନୂଆଦିଲ୍ଲୀ,୨୫।୧: ନୂତନ ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଭାରତୀୟ କ୍ରିକେଟ ଟିମ୍। ପ୍ରଥମେ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରିଥିଲା। ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ…
Archives


