Home Left

ସାଇବର ଠକେଇର ଶିକାର ହେଲେ ଯୁବକ: ଆପେ ଆପେ ଆକାଉଣ୍ଟରୁ ଚାଲିଗଲା ୫୬ ହଜାର ଟଙ୍କା

ରାୟଗଡା, ୧୭।୧୧ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ପୋଲିସ ପକ୍ଷରୁ ସାଇବର ଅପରାଧରୁ ସୁରକ୍ଷା ପାଇଁ ମାସବ୍ୟାପୀ ସଚେତନତା ଚାଲିଛି। ହେଲେ ଅନ୍ୟପଟେ ଗ୍ରାମାଞ୍ଚଳର ଲୋକେ ସାଇବର ଅପରାଧୀଙ୍କ ଶିକାର ପାଲଟିଛନ୍ତି । ନିକଟରେ ଭୁବନେଶ୍ୱରର ଜଣେ ବୃଦ୍ଧ ଦମ୍ପତିଙ୍କୁ ଡିଜିଟାଲ…

ଇକୋ ଟୁରିଜମ୍‌ କଟେଜର ଉଦ୍‌ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ…

ପାରଳାଖେମୁଣ୍ଡି,୧୭ା୧୧(ଗିରିଧାରୀ ପରିଚ୍ଛା): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଗଜପତି ଜିଲା ରାୟଗଡ଼ ବ୍ଲକର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଦିନିକିଆ ଗସ୍ତରେ ଆସି ବନ ବିଭାଗ ଦ୍ୱାରା ନିର୍ମିିତ ଇକୋ ଟୁରିଜମ୍‌ କଟେଜର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ମହେନ୍ଦ୍ରଗିରିର…

ନୂଆପଡ଼ା ନିର୍ବାଚନ: ଭାଜପା ପ୍ରଭାରୀ କହିଲେ ପାଖ ମାଡ଼ି ପାରିଲେନି…

ଭୁବନେଶ୍ୱର, ୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍‌ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ଭାଜପା ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି,ନୂଆପଡ଼ାରେ ଆମର ବୃହତ ବିଜୟ ହୋଇଛି। ଆମେ ଯେତିକି ଲିଡ୍‌ରେ…

ଶେଖ ହାସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି, ଏବେ କ’ଣ କରିବେ ମୋଦି

ଢାକା,୧୭।୧୧: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ ସୋମବାର ତାଙ୍କୁ ତୁରନ୍ତ ଭାରତକୁ ହସ୍ତାନ୍ତର କରିବାକୁ ଆନୁଷ୍ଠାନିକ ଭାବେ ଦାବି କରିଛି। ଢାକା କହିଛି ଯେ ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ…

ନବୀନ ନୂଆପଡ଼ା କାହିଁକି ଯାଇଥିଲେ, ଦଳଳ ଭିତିରି କଥା ଖୋଲି କହିଦେଲେ ….

ଭୁବନେଶ୍ୱର, ୧୭।୧୧: ନୂଆପଡ଼ା ଉପନିର୍ବାଚନ ହାରିବା ପରେ ମୁହଁ ଖୋଲିଲେ ବିଧାୟକ ଗଣେଶ୍ବର ବେହେରା । କହିଦେଲେ ଭିତିରି କଥା। ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ନ ଥିଲେ କହିଥାନ୍ତେ ବୁଝାମଣା ହୋଇଛି।ଯେଉଁମାନେ ନୂଆପଡ଼ା ଯାଇଛନ୍ତି ସେମାନେ ଜାଣିଛନ୍ତି ନବୀନଙ୍କ ଲୋକପ୍ରିୟତା…

ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବଡ଼ ବୟାନ: ‘ଛାଡି ଚାଲିଗଲେ ସ୍ତ୍ରୀ ଆଉ ପୁଅ’

ଚଣ୍ଡୀଗଡ଼,୧୭।୧୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଭିନେତା ଯୋଗରାଜ ସିଂହ ନିଜ ଜୀବନର ଗଭୀର ଏକଲାପଣ ଏବଂ ଭାବନାତ୍ମକ ଦୁଃଖ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ପୂର୍ବରୁ ଭାରତ ପାଇଁ ଫାଷ୍ଟ ବୋଲର ଏବଂ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଭାବରେ…

ପାକିସ୍ତାନଠୁ ହାରିବା ପରେ ଭାରତ ଉପରେ ବିଷ ଓଗାଳିଲେ ନକ୍‌ଭି, କହିଦେଲେ ଏମିତି କଥା…

ନୂଆଦିଲ୍ଲୀ,୧୭।୧୧: ରବିବାର ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଏ ଦଳ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ପାକିସ୍ତାନୀ ଦଳ ୪୦ ବଲ ବାକି ଥାଇ…

‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି

ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ…

IPL ୨୦୨୬ ନିଲାମରେ ଅନସୋଲ୍ଡ ରହିପାରନ୍ତି ଏହି ୫ ଷ୍ଟାର୍‌ ଖେଳାଳି, ଲିଷ୍ଟରେ…

ନୂଆଦିଲ୍ଲୀ,୧୭।୧୧: ସମସ୍ତ ୧୦ଟି ଦଳ IPL ୨୦୨୬ ପାଇଁ ମୋଟ ୧୭୩ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି। ସମସ୍ତଙ୍କ ନଜର ଏବେ ନିଲାମ ଉପରେ ରହିବ, ଯାହା ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଯାଉଛି। ନିଲାମରେ ସର୍ବାଧିକ ୭୭ ଜଣ…

ନୂଆପଡ଼ା ଫଳାଫଳ ପରେ ମୁହିଁ ଖୋଲିଲେ ବିଜେଡି ନେତା ସମ୍ବିତ: କ’ଣ ପାଇଁ ତୃତୀୟ ସ୍ଥାନକୁ ଆସିଲୁ…

ଭୁବନେଶ୍ୱର,୧୭।୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ସୋମବାର ମୁହଁ ଖୋଲିଛନ୍ତି। ବିଜେଡିର ଉପନିର୍ବାଚନ ପରିଚାଳନାକୁ ନେଇ ସମ୍ବିତ ନାପସନ୍ଦ କରିଛନ୍ତି। ଏପରିକି ନିର୍ବାଚନ ମଣ୍ଡଳୀ ବାହାର ପ୍ରାର୍ଥୀ ଚୟନକୁ ନେଇ ସମ୍ବିତ ପ୍ରଶ୍ନ ଉଠାଇଛନ୍ତି। କ’ଣ…

ପୁଅ ଅବଦୁଲ୍ଲା ଆଜମଙ୍କ ସହ ପୁଣି ଜେଲ ଯିବେ ଆଜମ ଖାନ , ଏହି ମାମଲାରେ କୋର୍ଟ ଶୁଣାଇଲେ ୭ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ଏସପି ବିଧାୟକ ଅବଦୁଲ୍ଲା ଆଜମଙ୍କ ସହ ଜଡିତ ଦୁଇଟି ପାନ କାର୍ଡ ମାମଲାରେ ସୋମବାର (୧୭ ନଭେମ୍ବର) କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏମପି-ଏମଏଲଏ ମାଜିଷ୍ଟ୍ରେଟ କୋର୍ଟ ଉଭୟ ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ…

ଖେଳୁଖେଳୁ ପୋଖରୀରେ ପଡ଼ିଗଲେ ୨ ଶିଶୁ, ଚାଲିଗଲା ଦୁଇ ଜୀବନ

ତିହିଡ଼ି,୧୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଜାଫରାବାଦ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ସୋମବାର ମଧ୍ୟାହ୍ନରେ ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ୨ଜଣ ଜାଫରାବାଦ ଗ୍ରାମର ବୁଲୁ ବାରିକଙ୍କ ପୁଅ ଅନନ୍ତଦେବ (୩)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri