Home Left

ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ କଟକଣା ଜାରି ସତ୍ତ୍ୱେ ତାହାକୁ କେହି ମାନୁନାହାନ୍ତି। ଶ୍ରୀମନ୍ଦିର ପରିସର ଅନେକ ସ୍ଥାନରେ ପାନ…

ରାଜଧାନୀରେ ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧।୨(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲା ଚିତ୍ତରଞ୍ଜନ ଥାନା ଅଞ୍ଚଳର ସୌରଭ…

ଇଭି ଗ୍ରାହକଙ୍କୁ ମିଳିପାରେ ବଡ଼ ଫାଇଦା

ନୂଆଦିଲ୍ଲୀ,୧।୨: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ଅଟୋମୋବାଇଲ କ୍ଷେତ୍ର ଉପରେ ବିଶେଷ ନଜର ଦିଆଯାଉଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ଇଲେକ୍ଟ୍ରିକ୍‌ ଯାନ (ଇଭି)କୁ ନେଇ ବଜେଟରେ…

ଆଜି ସାମ୍‌ସଙ୍ଗ୍‌ ଏସ୍‌ ସିରିଜର ଶୁଭାରମ୍ଭ

ନୂଆଦିଲ୍ଲୀ,୧।୨: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ତା’ର ନୂଆ ଏସ୍‌ ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିବ ବୋଲି ସୂଚନା ମିଳିଛି। ଏପରିକି ଚଳିତ ବର୍ଷ ଫେବୃୟାରୀ ୧ରେ ସାମ୍‌ସଙ୍ଗ୍‌ ତା’ର ନୂଆ ଗ୍ୟାଲାକ୍ସି ଏସ୍‌ ସିରିଜର ଶୁଭାରମ୍ଭ କରିବ…

ନିବେଶକଙ୍କ ସ୍ବାର୍ଥକୁ ଏଲ୍‌ଆଇସିର ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଲକ୍ଷାଧିକ ଟଙ୍କା ଆଦାନୀ ଗ୍ରୁପ୍‌ରେ ଲାଗିଥିବା(ନିବେଶ ହୋଇଥିବା)କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ପକ୍ଷରୁ ନିକଟରେ ଏକ ପ୍ରେସ୍‌ ବିବୃତି ଜାରି କରାଯାଇ…

ସହରର ଆଉ ୩୩ ସ୍ଥାନର ରୂପ ବଦଳିବ

ଭୁବନେଶ୍ୱର,୧।୨ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ସହରର ସ୍ବଚ୍ଛତା ସହିତ ସୌନ୍ଦର୍ଯ୍ୟକରଣ ଉପରେ ବିଏମ୍‌ସି ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲା। ସହରର କାନ୍ଥବାଡ଼ ସହିତ ଓଭରବ୍ରିଜ୍‌, ରାସ୍ତାଘାଟ, ମୁଖ୍ୟ ଛକ ଆଦି ବିଭିନ୍ନ…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧।୨: ଦେଶର ପ୍ରମୁଖ ତଥା ପ୍ରିମିୟର କ୍ୟାମେରା ବ୍ରାଣ୍ଡ୍‌ ସୋନିର ନୂତନ ଉତ୍ପାଦ ‘ଏଫ୍‌ଆର୍‌-୭’ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସିନେମା ଲାଇନରେ ସଦ୍ୟତମ ସଂଯୋଜନା ସହ ଏକ ବହୁମୁଖୀ ରିମୋଟ୍‌ କଣ୍ଟ୍ରୋଲ ଏବଂ ସିନେମାଟିକ୍‌ ଷ୍ଟୁଡିଓ, ଲାଇଭ୍‌ ପ୍ରଡକ୍ସନ…

ଜିଓ ଟ୍ରୁ-୫ଜି ବଲାଙ୍ଗୀର, ନାଲ୍‌କୋରେ ଶୁଭାରମ୍ଭ

ଭୁବନେଶ୍ୱର,୧।୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଓଡ଼ିଶାର ବଲାଙ୍ଗୀର (ବଲାଙ୍ଗୀର ଟାଉନ) ଓ ଅନୁଗୋଳ (ନାଲ୍‌କୋ ଟାଉନ) ଜିଲାରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ମଧ୍ୟ ଆଉ ୩୪ଟି…

ରାଜସ୍ବ ଆଦାୟ ଲକ୍ଷ୍ୟଠାରୁ ଦୂରରେ ବିଏମ୍‌ସି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ରାଜସ୍ବ ଆଦାୟ ଲକ୍ଷ୍ୟରେ ଏଥର ପଛରେ ପଡ଼ି ପାରେ ବିଏମ୍‌ସି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଏମ୍‌ସି ମୋଟ ୨୭୭.୭୪ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛି। ୧୨୦.୨୪ କୋଟିର ହୋଲ୍ଡିଂ ଟିକସ ଥିବାବେଳେ ଅନ୍ୟାନ୍ୟ ରାଜସ୍ବ ବାବଦକୁ…

ଡାଟା ଶକ୍ତିର ବ୍ୟବହାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧।୨: ଆମାଜନ୍‌ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌)ର ଆଉ ଏକ ନୂତନ ରିସର୍ଚ୍ଚ ରିପୋର୍ଟର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତରେ ଡାଟା ଶକ୍ତିର ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ନିଜର ବାର୍ଷିକ ବ୍ୟବସାୟ ରାଜସ୍ବକୁ ୧୩.୬% ଯାଏଁ ବୃଦ୍ଧିକରି ପାରିବେ ବୋଲି…

ଜାନୁୟାରୀରେ ୧.୫୬ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୧।୨: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି। ଏହାର ପ୍ରତିଫଳନ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ପରିଲକ୍ଷିତ ହେଉଛି। ଏପରିକି ୨୦୨୩ ଜାନୁୟାରୀର ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ମଙ୍ଗଳବାର ଅର୍ଥ…

୭ ଦିନ ରିମାଣ୍ଡ ପାଇଁ ଆବେଦନ

ଝାରସୁଗୁଡ଼ା ଅଫିସ,୧।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ ପୋଲିସ ଗିରଫ କରି ସୋମବାର ରାତିରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ସେଠାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri