ଧରାପଡ଼ିଲା ଆମେରିକା-ପାକିସ୍ତାନର ୫୪ ବର୍ଷ ପୁରୁଣା ଷଡଯନ୍ତ୍ର! ପୁରୁଣା ଫଟୋ ଶେୟାର କରି କଡ଼ା ଜବାବ ଦେଲା ଭାରତୀୟ ସେନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇବାକୁ ଲଗାତାର ଧମକ ଦେଉଛନ୍ତି। ଏହି ସମୟରେ, ସେନା ପୁଣିଥରେ ସମସ୍ତଙ୍କ ସାମ୍ନାରେ ଆମେରିକାର ପ୍ରକୃତ ଚେହେରାକୁ ପ୍ରଦର୍ଶିତ କରିଛି। ଠିକ ୫୪ ବର୍ଷ ପୂର୍ବେ, ଆମେରିକା ପାକିସ୍ତାନ...
ରାଜ୍ୟରେ ମହିଳା ଅସୁରକ୍ଷିତ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର
କେସିଙ୍ଗା,୫।୮(ତୁମେଶ୍ୱର ସାହୁ): ବିଜୁ ଯୁବ ଛାତ୍ର ଜନତା ଦଳ କଳାହାଣ୍ଡି ,କେସିଙ୍ଗା ଶାଖା ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଥାନାର ଆଇଆଇସିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସହରସ୍ଥିତ ଆମ୍ବେଦକର ଛକ ଠାରୁ ସମସ୍ତ ବିଜୁ ଯୁବ...
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ନିଯୁକ୍ତ ହେବେ ୭୦,୦୦୦ CISF ଯବାନ
ନୂଆଦିଲ୍ଲୀ,୫।୮: ଭାରତର ଅର୍ଥନୈତିକ ଉନ୍ନତିକୁ ସମର୍ଥନ କରିବା ଓ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଲାଗି ଗୃହ ମନ୍ତ୍ରଣାଳୟ (ଏମଏଚଏ) ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ସଂଖ୍ୟା ୧.୬୨ ଲକ୍ଷରୁ ବୃଦ୍ଧି କରି ୨.୨ ଲକ୍ଷକୁ ଅନୁମୋଦନ କରିଛି।...
କାନ୍ଦିଲେ ଗୌତମ ଗମ୍ଭୀର, ସାମ୍ନାକୁ ଆସିଲା ଭିଡିଓ
ନୂଆଦିଲ୍ଲୀ,୫।୮: ଶୁବମନ ଗିଲଙ୍କ ଯୁବ ଭାରତୀୟ ଦଳ ଇଂଲଣ୍ଡ ଯାଇ ଇତିହାସ ସୃଷ୍ଟି କରିଛି। ଅଗଷ୍ଟ ୪ରେ ଓଭାଲ ଟେଷ୍ଟର ଶେଷ ଦିନରେ ଭାରତୀୟ ଦଳ ମାତ୍ର ୬ ରନରେ ଆୟୋଜକ ଦଳକୁ ପରାସ୍ତ କରିଥିଲା। ଯାହା ସହିତ ପାଞ୍ଚ...
ରେକର୍ଡ ଭାଙ୍ଗିଲେ ଅମିତ ଶାହା! ପଛରେ ପଡ଼ିଗଲେ ଲାଲ କୃଷ୍ଣ ଆଡଭାନୀ
ନୂଆଦିଲ୍ଲୀ,୫।୮: ମଙ୍ଗଳବାର ଅମିତ ଶାହା ଭାରତର ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଏହା ଉଲ୍ଲେଖ କରିଥିଲେ ଏବଂ ଅମିତ ଶାହାଙ୍କୁ ପ୍ରଶଂସା କରିଥିଲେ। ୩୦...
ପାଣି ନେବା ପରେ ଗଡଗଡିଆ ଘାଟରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା, ପଲିଥିନ: ମହାନଦୀରେ ପ୍ରଦୂଷଣ ବୃଦ୍ଧି
କଟକ,୫।୮: ରବିବାର କାଉଡିଆମାନେ ବିଭିନ୍ନ ଶୈବପୀଠକୁ ଜଳ ନେଇଯିବା ପରେ ସୋମବାର ଅପରାହ୍ନରେ କଟକର ଗଡଗଡିଆ ଘାଟ ତଥା ମହାନଦୀ ତୁଠରେ କୁଢ଼ କୁଢ଼ ଅଳିଆ, ଆବର୍ଜନା ଓ ପଲିଥିନ ପଡ଼ି ରହିଥିବା ଦେଖାଯାଇଛି। ଏହି ପରିସ୍ଥିତି ମହାନଦୀରେ ପ୍ରଦୂଷଣ...
କାହିଁକି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଜ୍ୟୋତି ମାଲହୋତ୍ରାଙ୍କ ପିତା, କହିଲେ ‘ଆଉ କେବେ ପାକିସ୍ତାନ ଯିବନି ଝିଅ’
ନୂଆଦିଲ୍ଲୀ,୫।୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜେଲରେ ଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ସୋମବାର (୪ ଅଗଷ୍ଟ, ୨୦୨୫) ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜ୍ୟୋତିଙ୍କ ନ୍ୟାୟିକ ହାଜତକୁ ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି।...
୨୦୨୫ରେ ଇଂଲଣ୍ଡ ଟୁର ପରେ ଜାଣନ୍ତୁ ଟିମ୍ ଇଣ୍ଡିଆର ଆଗାମୀ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ,୫ା୮: ଇଂଲଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ କ୍ରିକେଟ ଦଳର ରୋମାଞ୍ଚକର ପାଞ୍ଚ ଟେଷ୍ଟ ସିରିଜ ୨-୨ରେ ଡ୍ର ହୋଇଛି। ଆଠ ବର୍ଷ ପରେ ଏକ ସିରିଜରେ ସମସ୍ତ ମ୍ୟାଚ ଶେଷ ଦିନ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏହି ସିରିଜରେ ଅନେକ ଖେଳାଳି...
ଇଡି ଅଫିସ୍ରେ ଅନିଲ ଅମ୍ବାନୀ: ୧୭୦୦୦ କୋଟି ଟଙ୍କାର ଋଣ ଠକେଇର ଦେବେ ଜବାବ
ନୂଆଦିଲ୍ଲୀ,୫।୭: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ୧୭୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ ସମ୍ପର୍କରେ ପଚରାଉଚରା କରାଯିବ। ଇଡିର କଥିତ ମନି ଲଣ୍ଡରିଂ ତଦନ୍ତ ଅଧୀନରେ ଅନିଲଙ୍କୁ...
ଟୁଇଟରେ ଶୁବମନ ଗିଲଙ୍କ ପାଇଁ କାହିଁକି କିଛି ବି ଲେଖିଲେନି ବିରାଟ, ୟୁଜର୍ସ କହିଲେ ଏମିତି କଥା
ନୂଆଦିଲ୍ଲୀ,୫।୮: ବିରାଟ କୋହଲି ପୁଣିଥରେ ଖବର ଶିରୋନାମାରେ ଅଛନ୍ତି। ଏଥର ସେ ତାଙ୍କ ଖେଳ ଯୋଗୁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଖବର ଶିରୋନାମାରେ ଅଛନ୍ତି। ୩୬ ବର୍ଷୀୟ କ୍ରିକେଟର ଅଗଷ୍ଟ ୪ ତାରିଖରେ ତାଙ୍କ ଅଫିସିଆଲ ଏକ୍ସ...
ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ୟୁକ୍ରେନ: ରୁଷିଆ ସହ ଯୁଦ୍ଧରେ…
କ୍ୱିଭ୍,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆରୁ ତେଲ କିଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ରାଗିଛନ୍ତି ଏବଂ ଜରିମାନା ଦେବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଭାରତକୁ ଲଗାତାର ଧମକ ଦେଉଛନ୍ତି ଏବଂ ଦାବି କରୁଛନ୍ତି ଯେ,...
ବ୍ରେକ୍ଅପ୍ ଭଳି ଯନ୍ତ୍ରଣା…ଦଳକୁ ବିଜୟ କଲାପରେ ବି କାହିଁକି ଏମିତି କହିଲେ ସିରାଜ
ଓଭାଲ,୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଏବଂ ଶେଷ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ଭାବରେ ଶେଷ ହୋଇଛି। ମହମ୍ମଦ ସିରାଜ ଶେଷ ଉଇକେଟ ନେଇ ଟିମ ଇଣ୍ଡିଆକୁ ୬ ରନରେ ବିଜୟୀ କରାଇଥିଲେ। ଏହି ବିଜୟ...
Archives


