ଆସିଥିଲେ ଦାରିଙ୍ଗବାଡିକୁ ବୁଲି: ବୋଲେରୋରେ ଲାଗିଗଲା ନିଆଁ, ଆଉ ତା’ପରେ…
ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥି…
ମୁଁ କ୍ଷମା ମାଗୁଛି, ପ୍ରାୟଶ୍ଚିତ ପାଇଁ କରିବି ଏହି କାମ..ପରାଜୟ ପରେ ବଡ଼ ନିଷ୍ପତ୍ତି ନେଲେ ପ୍ରଶାନ୍ତ କିଶୋର
ପାଟନା,୧୮।୧୧: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୂରଜ ବିହାର ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ବରଣ କରିଛି। ପରାଜୟ ପରେ ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ଆଗକୁ ଆସିଛନ୍ତି। ସେ କ୍ଷମା ମାଗିଛନ୍ତି…
ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଉଥିଲେ ଯୁବକ, ବାଇକରୁ ପଡିଯିବା ପରେ ପଛପଟୁ ଆସୁଥିବା ଟ୍ରକ୍…
ଧର୍ମଶାଳା, ୧୮।୧୦ (ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥର ପାଖ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସୁକିନ୍ଦା ଅଞ୍ଚଳର ଯୁବକ ପଲସର୍…
୧୨ଘଣ୍ଟିଆ ବନ୍ଦ ଡାକରା: ପାଟଣାରେ ପ୍ରଭାବ
ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଡାକରାକୁ ସମର୍ଥନ ଜଣାଇ ମଙ୍ଗଳବାର ସକାଳ ୬ ଟାରୁ ପାଟଣା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ବିଶ୍ୱ ହିନ୍ଦୁପରିଷଦ, ଆରଏସଏସ ଓ ଭାଜପା…
୪୦ ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ: ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ
ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସାପ୍ତାହିକ ହାଟ ର ଅଧିକା ଚାହିଦା ଓ ଫାଇଦା ରହିଛି। ବିଶେଷ କରି ପନିପରିବା ଚାଷୀଙ୍କ ମଧ୍ୟରେ ଦଲାଲଙ୍କ ପ୍ରଭାବ ରହୁଥିବାରୁ ଚାଷୀ ତାର ଅମଳ ପନିପରିବାକୁ ଉଚିତ…
ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ
ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦ ବର୍ଷ ମଧ୍ୟରେ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଅନ୍ୟପକ୍ଷେ ହାତୀ ମୃତ୍ୟୁର…
ଜନ୍ମମାଟିରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର
ବଲାଙ୍ଗିର/ସଇଁତଲା,୧୮।୧୧(ସୁନିଲ ମହାନ୍ତି,ରାଖାଲ ପ୍ରସାଦ ଶତପଥୀ): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋମବାର ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ସାରା ଓଡ଼ିଶା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ତାଙ୍କ ମରଶରୀରକୁ ଏକ ଆସୁଲାନ୍ସରେ ନିଜ ଜନ୍ମ…
ଦିନକରେ ଏତିକି ଅଣ୍ଡା ଖାଆନ୍ତି କେଏଲ୍ ରାହୁଲ: ଡାଏଟ୍ ପ୍ଲାନ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଗୌହାଟୀ,୧୮।୧୧: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ପଡ଼ିଆରେ ଯେତିକି ଶୃଙ୍ଖଳିତ, ତାଙ୍କ ଖାଦ୍ୟ ମଧ୍ୟ ସେତିକି ଯୋଜନାବଦ୍ଧ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବ୍ୟସ୍ତ ରାହୁଲ ସମ୍ପ୍ରତି ତାଙ୍କ ପୂରା ଦିନର ଖାଦ୍ୟ ଯୋଜନା ଶେୟାର କରିଛନ୍ତି।…
ରୋହିଣୀ ଆଚାର୍ଯ୍ୟ ମାମଲାରେ ମୁହଁ ଖୋଲିଲେ ଲାଲୁ, କହିଲେ କେମିତି କରିବେ ପାରିବାରିକ କଳିର ସମାଧାନ
ପାଟନା,୧୮।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ତେଜସ୍ବୀ ଯାଦବ ଏବଂ ରୋହିଣୀ ଆଚାର୍ଯ୍ୟଙ୍କ ବିବାଦ ମଧ୍ୟରେ ଗତକାଲି ଆରଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲାଲୁ ଯାଦବ ପ୍ରଥମ ଥର ପାଇଁ ତାଙ୍କ ଏବଂ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ…
ଶୁବମନ ଗିଲଙ୍କୁ ବିମାନରେ ବସିବା ମନା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ
ଗୌହାଟୀ,୧୮।୧୧: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିବା ପ୍ରାୟ ନିଶ୍ଚିତ। ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ରୁ ଗୌହାଟୀରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ସେ ଟିମ ଇଣ୍ଡିଆ ସହିତ ଗୌହାଟୀ ଯାତ୍ରା କରିବେ ନାହିଁ। ଡାକ୍ତରମାନେ…
‘ପ୍ରତ୍ୟେକ ଇଭିଏମରେ ୨୫,୦୦୦ ଭୋଟ ପୂର୍ବରୁ ପଡ଼ିସାରିଛି’, ଆରଜେଡି ନେତାଙ୍କ ବୟାନକୁ ନେଇ ବିହାର ରାଜନୀତିରେ ହଇଚଇ
ପାଟନା,୧୮।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ, ସୋମବାର (ନଭେମ୍ବର ୧୭) ପାଟନାରେ RJDର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେଜସ୍ବୀ ଯାଦବଙ୍କୁ ବିଧାୟକ ଦଳର ନେତା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ପୁନଃନିର୍ବାଚିତ କରାଯାଇଥିଲା।…
ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ଏନ୍ଆଉଣ୍ଟରରେ ଟଳିପଡ଼ିଲେ ଟପ୍ ମାଓବାଦୀ ହିଡମା
ଅମରାବତୀ,୧୮।୧୧: ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏକ ବଡ଼ଧରଣର ଏନ୍କାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ୬ଜଣ ଟପ୍ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଏନ୍କାଉଣ୍ଟରରେ ଟପ୍ ମାଓବାଦୀ ନେତା ମାଡଭି ହିଡମା ଏବଂ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା…
Archives


