Home Left

ପୁରୀରୁ ନାବାଳିକା ଉଦ୍ଧାର: ଜେଲ ଗଲେ ଅପହରଣକାରୀ

ବ୍ରହ୍ମପୁର ଅଫିସ,୧୬ା୨: ବ୍ରହ୍ମପୁର ନିମଖଣ୍ଡି ପୋଲିସ ଅପହରଣ କରାଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସେହିପରି ଅପହରଣକାରୀ ଯୁବକଙ୍କୁ ମଧ୍ୟ ସେଠାରୁ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ସଦର ଥାନା ଅଞ୍ଚଳର ସୁରଜ ସାହୁ(୨୧)। ଗୁରୁବାର ପୋଲିସ ଉଭୟ…

ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଧରିଲା ପୋଲିସ

ସୋରଡ଼ା,୧୬।୨: ଗଞ୍ଜାମ ଜିଲା ସୋରଡ଼ା ପୋଲିସକୁ ଗୁରୁବାର ଏକ ସଫଳତା ମିଳିଛି। ପୋଲିସ ଗୋଡ଼ାଇ ଗୋଡ଼ାଇ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଭ୍ୟାନ୍‌ରେ ୧୪ଟି ବସ୍ତାରେ ୩୫୦ କେଜି ଗଞ୍ଜେଇ ଥିବା ଜଣାପଡିଛି। ଏହାର ଆନୁମାନିକ…

ତ୍ରିନାଥ ମନ୍ଦିରରେ ବୁଲାଇଲେ କଳାକନା

ବ୍ରହ୍ମପୁର ଅଫିସ,୧୬।୨: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଶ୍ରୀକୃଷ୍ଣନଗରରେ ଥିବା ତ୍ରିନାଥ ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ ୯୦/୨୩) ରୁଜୁ କରି ଘଟଣାର ତଦନ୍ତ ଜାରି…

ଦିନ ଦ୍ୱିପ୍ରହରେ ମହିଳାଙ୍କଠାରୁ ଝାମ୍ପିନେଲେ ଲକ୍ଷେ ଟଙ୍କା

ଢେଙ୍କାନାଳ ଅଫିସ,୧୬।୨: ଦିନ ଦ୍ୱିପ୍ରହରେ ବଜାର ଉପରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ଟଙ୍କା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ। ଦୁଇ ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ଆଖି ପିଛୁଳାକେ ମହିଳାଙ୍କଠାରୁ ଲକ୍ଷେ ଟଙ୍କା…

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୧୬।୨: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମନଗର ହଲଦ୍ୱାନୀ ଯାଉଥିବା ବେଳେ ଲଛିଓ୍ବାଲା ଟୋଲ ପ୍ଲାଜା ନିକଟରେ ହରିଶ ହଠାତ୍‌ ବିଚଳିତ…

୩ ଦିନ ହେବ ନିଖୋଜ ଥିଲେ ବ୍ୟବସାୟୀ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଛତିଆ,୧୬l୧(ଡି.ଏନ.ଏ.): ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳର ଯୁବ ବ୍ୟବସାୟୀ ହିମାଂଶୁ ଦାସଙ୍କ ଝୁଲନ୍ତା ମୃତଦେହ କଟକ ଯାଜପୁର ସୀମାନ୍ତ ଜଙ୍ଗଲରୁ ଟାଙ୍ଗୀ ପୋଲିସ ଜବତ କରିଛି। ମୃତକ ଦାସ ଦୀର୍ଘଦିନ ଧରି ଛତିଆ ବଜାରରେ ଏକ ଷ୍ଟେଶନାରୀ ଦୋକାନ କରିଥିଲେ। ହେଲେ…

ଯକ୍ଷ୍ମା ରୋଗୀଙ୍କୁ ଔଷଧ ପହଞ୍ଚାଇଲା ଡ୍ରୋନ୍‌

ଡେରାଡୁନ,୧୬।୨: ଭାରତରେ ଡ୍ରୋନ୍‌ର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଡ୍ରୋନ ସାହାଯ୍ୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏକ ନୂତନ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ଔଷଧ ପଠାଇବା ଆରମ୍ଭ ହୋଇଛି। ଯକ୍ଷ୍ମା…

ବ୍ଲକ, ଏନ୍‌ଏସି ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭଞ୍ଜନଗର,୧୬।୨(ଡି.ଏନ.ଏ)-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପରେ ହିତାଧିକାରୀଙ୍କ ୧୦ କେଜି ଚାଉଳରୁ ୫ କେଜି କଟିବା ପ୍ରତିବାଦରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ବିଜେଡି ପକ୍ଷରୁ ଗୁରୁବାର ବ୍ଲକ ଏବଂ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି…

ଗଜପତି ଜିଲା ବାଲ୍ୟବିବାହମୁକ୍ତ

ପାରଳାଖେମୁଣ୍ଡି, ୧୬ା୨(ଡି.ଏନ୍‌.ଏ): ଗଜପତି ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା, ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର ଓ ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେରେ ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଗୁରୁବାର…

ଶେରଗଡ଼ ବିଜେଡିର ହରତାଳ

ଶେରଗଡ଼, ୧୬ା୨(ଡି.ଏନ.ଏ.): ଧାନ କିଣା ନୀତି ଓ ଚାଉଳ କାଟ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଏ ନେଇ ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ବିଜେଡି ପକ୍ଷରୁ ହରତାଳ, ବିକ୍ଷୋଭ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

କ୍ରିକେଟରଙ୍କୁ ଆକ୍ରମଣ ମାମଲା: ମହିଳା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ,୧୬।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ପୋଲିସ ଅଭିଯୁକ୍ତ ସପନା ଗିଲ ଗିରଫ ହୋଇଛନ୍ତି। ଗୁରୁବାର ଓଶିୱାଡା ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବୁଧବାର ମୁମ୍ବାଇ ବିମାନବନ୍ଦର ଏକ ତାରକା ହେଟେଲରେ ପୃଥ୍ବୀ ଶ’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri