ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସୁଚିସ୍ମିତା, ବିଜୟ ହାସଲ ପରେ ଭାଜପା ଶିବିରରେ…
ଧର୍ମଶାଳା, ୨୦।୧୧ (ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ଉପନିର୍ବାଚନ ଭୋଟିଂ ସରିଯାଇଛି। ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ବିଜୟ ହାସଲ କରିଛନ୍ତି ଏହି ପଞ୍ଚାୟତର କ୍ଷେତ୍ରପାଳ ଗ୍ରା:ପର ସମିତି ସଭ୍ୟା ସୁଚିସ୍ମିତା ଦାସ ।…
ମରିବୁ ପଛେ ଛାଡ଼ିବୁ ନାହିଁ କହିଲେ କୁନ୍ମୁନ୍ଙ୍କ ପରିବାର
ଗଞ୍ଜାମ,୨୦ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୩ ଗୌଡ଼ ସାହିରେ କୁନ୍ମୁନ୍ଙ୍କ ପରିବାର ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। କୁନ୍ମୁନ୍ଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଏକ ମାତ୍ର ଝିଅ। ବିଭିନ୍ନ ଗାଁ ବୁଲି ମୁଲିଆ ଭାବେ ଘର…
ମନ୍ତ୍ରୀଙ୍କ ବଡ଼ ସୂଚନା: ପିଲାଙ୍କୁ ଶୀଘ୍ର ମିଳିବ ୟୁନିଫର୍ମ
ଭୁବନେଶ୍ୱର,୨୦।୧୧: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବକୁ ନେଇ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ଯୋଗାଇ…
ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାତ୍ର ଏତିକି ଟଙ୍କାରେ ଭୁବନେଶ୍ୱରରେ ଘର ଯୋଗାଇବେ ସରକାର
ଭୁବନେଶ୍ୱର,୨୦।୧୧: ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର। ଏନେଇ ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ ।ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି…
ଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ନୂଆପଡ଼ା,୨୦ା୧୧ (ମକାରୁ ବେମାଲ): ଜାତୀୟ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲା ଓ ଦୌରା ଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆସନ୍ତା ଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ…
ପୁଣି ମା’ହେବାକୁ ଯାଉଛନ୍ତି ସୋନମ କପୁର, ଫଟୋ ଶେୟାର କରି କଲେ ଘୋଷଣା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏକ ଅନନ୍ୟ ଉପାୟରେ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ତାଙ୍କର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସୋନମ କପୁର ଗୋଲାପୀ ପୋଷାକରେ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ…
ଅମାବାସ୍ୟା ରାତିକୁ ଡରନ୍ତି ଏହି ରାଜ୍ୟର ଲୋକ, ଜାଣନ୍ତୁ ରହସ୍ୟ
ପୂର୍ଣ୍ଣିମା ପରି, ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଅମାବାସ୍ୟାର ଏକ ବିଶେଷ ସ୍ଥାନ ଅଛି। କିଛି ଅଞ୍ଚଳରେ, ବିଶେଷକରି ଉତ୍ତର ଭାରତରେ, ଅମାବାସ୍ୟାରେ ସ୍ନାନ, ଧ୍ୟାନ ଏବଂ ଶୁଭ କାର୍ଯ୍ୟ କରାଯାଏ। ତଥାପି, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ,…
ଟେନିସ ହଲ୍ ଅଫ୍ ଫେମ୍ରେ ସାମିଲ ହେବେ ଫେଡେରର
ପ୍ୟାରିସ୍,୨୦ା୧୧: ସ୍ବିଜରଲାଣ୍ଡର ଟେନିସ୍ କିମ୍ବଦନ୍ତୀ ରୋଜର ଫେଡେରରଙ୍କୁ ଆସନ୍ତା ବର୍ଷ ଅଗଷ୍ଟରେ ନ୍ୟୁପୋର୍ଟଠାରେ ଇଣ୍ଟରନ୍ୟାଶନାଲ ଟେନିସ୍ ହଲ୍ ଅଫ୍ ଫେମ୍ (ଆଇଟିଏଚ୍ଏଫ୍)ରେ ସାମିଲ କରାଯିବ। ଏ ନେଇ ଆଇଟିଏଚ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଫେଡେରରଙ୍କ ନାମରେ ୨୦ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ…
ରାଜଧାନୀରେ ଶୀତ ଗାଏବ: ୨ ଦିନରେ ୬.୬ ଡିଗ୍ରୀ ତାପମାତ୍ରା ବୃଦ୍ଧି
ଭୁବନେଶ୍ୱର,୨୦।୧୧: ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏବେ ରାଜଧାନୀରୁ ଏବେ ଶୀତ ଗାଏବ ହୋଇଯାଇଛି। ରାତିରେ ତାପମାତ୍ରା…
ନୀତୀଶ ସରକାରଙ୍କ ଶପଥ ଗ୍ରହଣ ମଧ୍ୟରେ ଭାଜପା ଶିବିରରୁ ଆସିଲା ବଡ଼ ଖବର, ରାଜନୀତିରେ ପଡିଗଲା ଚହଳ
ନୂଆଦିଲ୍ଲୀ,୨୦।୧୧: ବିହାରରେ ନୀତୀଶ କୁମାର ସରକାରଙ୍କ ଶପଥ ଗ୍ରହଣ ମଧ୍ୟରେ, ଭାରତୀୟ ଜନତା ପାର୍ଟି (ଭାଜପା) ଶିବିରରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଭାଜପାର ବିହାର ୟୁନିଟର ଅଧ୍ୟକ୍ଷଙ୍କୁ ଖୁବ ଶୀଘ୍ର ବଦଳାଯାଇପାରେ। ପ୍ରକୃତରେ, ବର୍ତ୍ତମାନର ବିହାର ଭାଜପା ଅଧ୍ୟକ୍ଷ ଦିଲୀପ କୁମାର…
ଗାଡ଼ି ଛିଡ଼ା କରି ଚକା ଯାଞ୍ଚ୍ କରୁଥିଲେ ଡ୍ରାଇଭର୍, ପଛପଟୁ ପିଟିଲା ଟ୍ରକ୍: ଆଉ ତା’ପରେ…
କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଫାଣ୍ଡି ଅଧୀନ ଝୁମ୍ପୁରା ବାଇପାସ ଟାଙ୍ଗରାଣୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୧୪ ଚକିଆ ଟ୍ରକ…
ଦେଇପାରିଲେନି ୧୭ କୋଟି ଜରିମାନା: ଚଢ଼ାଉ କରୁଛି ଇଡି, ସିଲ୍ ହୋଇଯିବ
ବୈଶିଙ୍ଗା,୨୦।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ଇଡି ପକ୍ଷରୁ ବଡ଼ ଧରଣର ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମର ପ୍ରଦୀପ ବିନ୍ଧାଣିଙ୍କ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ସହିତ ତାଙ୍କ…
Archives


