୫୨ ବର୍ଷ ହେବ ମୋ ପାଖେ ନାହିଁ ଘର: ରାହୁଲ
ନୂଆଦିଲ୍ଲୀ,୨୬।୨: ୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନ ଅର୍ଥାତ୍ ରବିବାର ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୪ ମାସର ‘ଭାରତ ଯୋଡୋ ଯାତ୍ରା’ ବିଷୟରେ ବର୍ଣ୍ଣନା କରି ରାହୁଲ କହିଥିଲେ, ଲକ୍ଷ…
ଏହି ଦେଶରେ କମୁଛି ସମୁଦ୍ର ଜଳ, କାରଣ ଖୋଜୁଛନ୍ତି ବୈଜ୍ଞାନିକ
ବଢୁଥିବା ସମୁଦ୍ର ଜଳ ଯୋଗୁ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି। ଏପରିକି ଅନେକ ସହରରେ ବୁଡ଼ିଯିବାର ଅବସ୍ଥା ମଧ୍ୟ ହୋଇଯାଇଛି। ନିକଟରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ତା’ ରିପୋର୍ଟରେ କହିଛି, ଗତ ୧୦୦ ବର୍ଷ ମଧ୍ୟରେ ଆମେରିକାର ସମୁଦ୍ର ପତ୍ତନ…
ହଟ୍ଟକେଶରଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି
ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ବାଘମାରୀ ଅଟ୍ରୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟ୍ଟକେଶର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ଦାନବାକ୍ସ ଚୋରି ହୋଇଛି। ଦୁଇ ଦୁର୍ବୃତ୍ତ ମନ୍ଦିର ଭିତରୁ ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କୟଦ ହୋଇଛି। ମନ୍ଦିର କମିଟି ଅଭିଯୋଗ…
ଶରଧାପୁରରେ ପଶିଲା ପିଟିସି ଗୁଳି
ଅନୁଗୋଳ ଅଫିସ,୨୬।୨: ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି)ର ଫାୟାରିଂ ରେଞ୍ଜରେ କ୍ୟାଡେଟ୍ମାନେ ଶନିବାର ବନ୍ଧୁକ ଚାଳନା ଅଭ୍ୟାସ ବେଳେ ଘଟିଛି ଅଘଟଣ। ନିକଟରେ ଥିବା ଶରଧାପୁର ଗାଁ ମଣ୍ଡାପାଳ ସାହିର ଜଣେ ଯୁବକଙ୍କ ଗୋଡ଼ରେ ବାଜିଛି କ୍ୟାଡେଟ୍ଙ୍କ ଗୁଳି। ତେବେ…
ଜଳୁଛି ଜଙ୍ଗଲ,ବଢୁଛି ଉତ୍ତାପ
ଚିକିଟି,୨୬।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ଅଞ୍ଚଳରେ ଚଳିତବର୍ଷ ଫେବୃୟାରୀରୁ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଖରା ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଛି। ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଅଧୀନରେ ଥିବା ରତନେଇ ଓ ଧାନ୍ୟରାଶିଆ ଜଙ୍ଗଲରେ ନିଅଁା ଦେଖିବାକୁ…
ବର୍ଷାଜଳ ଅମଳ ପ୍ରକଳ୍ପ ଦିଗହରା
କେନ୍ଦୁଝର,୨୬।୨(ସ୍ବ.ପ୍ର.): କୋଭିଡ୍ ମହାମାରୀ ୨୦୨୦ ସମୟରେ ସହରାଞ୍ଚଳ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର (ମୁକ୍ତା) ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ କେନ୍ଦୁଝର…
ଭକ୍ତ ବିଦୁରଙ୍କ ପାଇଁ ଓଳକଣା ମେଳଣ
ଡେରାବିଶ,୨୬।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଓଳକଣା ମେଳନ ପଡ଼ିଆ ନିକଟ ଡେରାବିଶ ବ୍ଲକ ଅଧୀନ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗଁାରେ ପୂଜା ପାଉଥିବା ଭକ୍ତ ବିଦୂର ଏକ ଅନନ୍ୟ ପରମ୍ପରାର ପ୍ରତୀକ। ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର…
ଦାଦନ ଖଟି ଯିବାକୁ ସଜବାଜ
ମହାକାଳପଡ଼ା,୨୬।୨(ଡି.ଏନ.ଏ.): ମୁଣ୍ଡଝାଳ ତୁଣ୍ଡରେ ମାରି ଶ୍ରମିକମାନେ ଗାଁ ରାସ୍ତାରେ ମାଟି କାମ କରିଥିଲେ ମଧ୍ୟ ୧ ମାସ ପରେ ବି ମଜୁରୀ ପାଇ ନାହାନ୍ତି। ଏଥିପାଇଁ ସେମାନଙ୍କ ପରିବାର ଆର୍ଥିକ ଅଟନଟ ମଧ୍ୟରେ ଦିନ କାଟୁଛନ୍ତି ା ଏ ସଂକ୍ରାନ୍ତରେ ବିଭାଗୀୟ…
ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ
କେନ୍ଦ୍ରାପଡ଼ା ଅଫିସ, ୨୬।୨: କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଥାନା ଅମରାବତୀ ଗ୍ରାମର ଚିଙ୍ଗୁଡ଼ି ଘେରିରେ ଲାଗିଥିବା ପାଣିଉଠା ମୋଟରରେ ମୟୁରଭଞ୍ଜ ଜିଲାର ଶ୍ରମିକ କଂଗ୍ରେସ ମୁଣ୍ଡାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି ା କେବଳ କଂଗ୍ରେସ ନୁହନ୍ତି, ଗତ ୩ ବର୍ଷରେ ନିମ୍ନମାନର…
ଭଲ କାମ କଲେ ପୁରସ୍କାର, ଖରାପରେ ଦଣ୍ଡ
ଜଗତ୍ସିଂହପୁର ଅଫିସ, ୨୬।୨: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ବେସରକାରୀ ଭଳି ଏଣିକି ସରକାରୀ ବିଦ୍ୟାଳୟରେ ନୋଟ୍ ସିଟ୍ ଦିଆଯିବା ବ୍ୟବସ୍ଥା ହେବ। ପିଲାମାନଙ୍କୁ ଦିଆଯାଉଥିବା ଡ୍ରେସ ଓ ସାଇକେଲ ବାବଦରେ ଅଧିକ ଅର୍ଥ ବରାଦ…
ବନ୍ଦହେବାକୁ ଯାଉଛି ଏମ୍ଏମ୍ଟିସି
ପାରାଦୀପ,୨୬।୨(ସ୍ବ.ପ୍ର.): କେନ୍ଦ୍ର ସରକାର ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ଦେଶରେ ଚର୍ଚ୍ଚା ଜୋର ଧରିଛି। ଏବେ ଆଉ ଏକ ସରକାରୀ ଉପକ୍ରମ ଓଡ଼ିଶାରେ ବନ୍ଦ ହେବାକୁ ଯାଉଛି। ତାହା ହେଲା ଏମ୍ଏମ୍ଟିସି (ମିନେରାଲ ମେଟାଲ ଟ୍ରେଡିଂ…
ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
କେପ୍ଟାଉନ୍,୨୬ା୨: ରବିବାର କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସରେ ଖେଳାଯିବ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ ଫାଇନାଲ। ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ବିଗତ ଏକ ବର୍ଷ ମଧ୍ୟରେ ଘରୋଇ ଦଳ କ୍ରିକେଟରେ ବେଶ୍…
Archives


