ଭାରତର ଶକ୍ତି ଦେଖି ଦୋହଲିଗଲାଣି ପାକିସ୍ତାନର କଲିଜା, ସେନାଠାରୁ ବଞ୍ଚିବାକୁ ଗଠନ କଲାଣି ନୂଆ ଫୋର୍ସ
ନୂଆଦିଲ୍ଲୀ/ଇସଲାମାବାଦ,୧୪।୮: ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ S-400 ପ୍ରତିରକ୍ଷା ପ୍ରଣାଳୀର ଶକ୍ତି ଦେଖି ପାକିସ୍ତାନୀ ସେନାର ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ଯେ ଏବେ ଏହା ଏକ ନୂତନ ରକେଟ ବାହିନୀ ଗଠନ କରିବାକୁ ଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ...
ବଢୁଛି ସେଲ୍ଫି ପଏଣ୍ଟ ପ୍ରତି ଆଗ୍ରହ, ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ହୋଇଛି…
ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର...
ଶିକ୍ଷକଙ୍କ ଅବସରକୁ ବିତିଲାଣି ୧୩ ବର୍ଷ, ହେଲେ ଏଯାଏ ମିଳୁନି ଏରିୟର, ତୁରନ୍ତ ସମାଧାନ ନ ହେଲେ…
କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରି ଛାତ୍ରୀଛାତ୍ରଙ୍କୁ ଅନ୍ଧାରୁ ଆଲୋକିତ କରି ମଣିଷ କରିଥିବା ଶିକ୍ଷକଙ୍କୁ ଏରିୟର ମିଳିବାରେ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ...
ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ମାକ୍ସ ପିକଅପ
ମୋହନା,୧୪।୮ ( ମନ୍ମଥ ମିଶ୍ର ): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ଗାଡ଼ି ଚଳାଇବାର ଅସୁବିଧା ସହ ଧନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ଆଜି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି...
ସ୍ବାଧୀନତା ଦିବସ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ତଦାରଖ କଲେ ବିଡିଓ
ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ହେଲିପ୍ୟାଡ୍ ପଡ଼ିଆଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବାକୁ ରହିଥିବା ବେଳେ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ତେବେ ଅଞ୍ଚଳରେ ବାରମ୍ବାର ବର୍ଷା...
ଅଟକ ଚାଷୀଙ୍କ ଅଭିନବ ପ୍ରତିବାଦ: ଆଗ ପଞ୍ଜୀକରଣ ଶେଷ କର, ପରେ ଆମକୁ ଛାଡ଼
ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ବିରୋଧ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ପୋଲିସ ସେଠାକୁ ପହଞ୍ଚି ସମସ୍ତ ଚାଷୀ ଏବଂ...
ପ୍ରେମରେ ବିଫଳ ହୋଇ ଏମିତି ଚରମ ନିଷ୍ପତ୍ତି ନେଲେ ପ୍ରେମିକ, ପରିବାର ଲୋକେ ଶୋଇଥିବାବେଳେ କଲେ ଏହି କାମ…
ରାୟଗଡ଼ା,୧୪ା୮(ଆଶିଷ ରଞ୍ଜନ ପଣ୍ଡା): ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ ୨୨ବର୍ଷୀୟ ଯୁବକ ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଡିଏଫ୍ଓ କଲୋନୀରେ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ରାକେଶ...
ଦେଶାତ୍ମକ ଭାବନାରେ ଭାଇଚାରାର ବାର୍ତ୍ତା, ହାତରେ ତ୍ରିରଙ୍ଗା ଧରି…
ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ଆଉ କିଛି ଘଣ୍ଟାର ଅପେକ୍ଷା ଦେଶ ପାଳିବ ୭୯ତମ ସ୍ବାଧୀନତା ଦିବସ। ଏହି ଅବସରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଦ୍ୟାଳୟର ଛାତ୍ରୀଛାତ୍ର...
ଅବସର ଚର୍ଚ୍ଚା ମଧ୍ୟରେ କୋହଲିଙ୍କ ଏହି ଫଟୋ ଭାଇରାଲ: ସାରା ବିଶ୍ୱରେ ହଲଚଲ
ନୂଆଦିଲ୍ଲୀ,୧୪।୮:ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଥିବା ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଦିନିକିଆ ଫର୍ମାଟରେ ଧ୍ୟାନ ଦେଉଛନ୍ତି। ଅଗଷ୍ଟରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ବାତିଲ ହେବା ପରେ, ତାଙ୍କର ପରବର୍ତ୍ତୀ...
ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଉଛି ହରଘର ତ୍ରିରଙ୍ଗା
ବଲାଙ୍ଗୀର,୧୪ା୮(ସୁନୀଲ କୁମାର ମହାନ୍ତି): ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଉଛି । ଏହି ଅବସରରେ ଭାଜପାର ନେତା କର୍ମୀ ଓ ବିଭିନ୍ନ କ୍ଲବର...
ଉତ୍ଫୁଲିତ ହୋଇ ଭାରତ ନାଁରେ କଞ୍ଚାମିଛ କହିଦେଲେ ଶେହବାଜ: ଆଣ୍ଠୁମାଡ଼ି ବସିଲା…
ନୂଆଦିଲ୍ଲୀ,୧୪।୮: ଅପରେଶନ ସିନ୍ଦୂରରେ ପରାଜୟ ପରେ ମଧ୍ୟ ପାକିସ୍ତାନରେ ଉନ୍ନତିର କୌଣସି ସଙ୍କେତ ଦେଖାଯାଉନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନର ବିଜୟର ମିଛ ଧ୍ୱନି ଗାଇଥିଲେ। ସେ କହିଛନ୍ତି, ଚାରି ଦିନିଆ ସଂଘର୍ଷରେ...
ପଞ୍ଜୀକରଣ ନୂଆ ନୀତିକୁ ବିରୋଧ, ଚାଷୀଙ୍କୁ ଉଠାଇ ନେଲା ପୋଲିସ
ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ନେଇ ବିରୋଧ ଜୋର୍ ଧରିଛି। ଏହି କ୍ରମରେ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଡାକରା ଦେଇଥିଲା। ଅନେକ ଚାଷୀ...
Archives


