ପାଟପୁରରେ ଏମ୍ପି ଖେଳ ମହୋତ୍ସବ
ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ସ୍ତରୀୟ ଏମ୍ପି ଖେଳ ମହୋତ୍ସବ ଶୁକ୍ରବାର ପାଟପୁର କଲେଜ ମିନି ଷ୍ଟାଡିୟମ ଓ ଗୌତମୀ ହାଇସ୍କୁଲ ଖେଳ ପଡ଼ିଆ ପରିସରରେ ଆରମ୍ଭ ହୋଇଛି। ପାଟପୁର ମିନି ଷ୍ଟାଡିୟମ ଠାରେ ବିଡିଓ ଜିତେନ୍ଦ୍ର…
ମାତ୍ର ୪୨ଖଣ୍ଡ ଭୋଟରେ ଜିତି କେମିତି ବିଧାୟକ ହୋଇଥିଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ରୋଚକ କଥା
ଭୁବନେଶ୍ୱର,୨୮।୧୧: ଓଡ଼ିଶା ଗସ୍ତରେ ଆସି ଆଜି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି । ଇତିହାସରେ ପ୍ରଥମ ଥର ଦେଶର ରାଷ୍ଟ୍ରପତି, ଓଡ଼ିଶା ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିଥିଲେ ।…
ଭଞ୍ଜ ଟ୍ରଫି ୨୦୨୫: ହାଇଦ୍ରାବାଦକୁ ହରାଇ ଫୁଲବାଣୀ ସେମିରେ
ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି ୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଶୁକ୍ରବାର ଗ୍ରୁପ ବିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଫୁଲବାଣୀ ଜେଡି କ୍ଲବକୁ ହାଇଦ୍ରାବାଦ ତେଲେଙ୍ଗାନା ପୋଲିସ ସ୍ପୋର୍ଟସ…
ମୋଦି ଜୀ ଆପଣ ଚୁପ କାହିଁକି? କିଛି ଆକ୍ସନ ପ୍ଲାନ ପ୍ରସ୍ତୁତ କରନ୍ତୁ…, କାହିଁକି ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ,୨୮।୧୧: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧, ୨୦୨୫ରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ…
ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ
ନୂଆଦିଲ୍ଲୀ,୨୮।୧୧: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର ସହିତ କିମ୍ବା ଏକ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି। ଏହି…
ଏସିଆରେ ‘ମେଜର ପାଓ୍ବାର’ ହେଲା ଭାରତ, ୨୭ ଦେଶ ମଧ୍ୟରେ ଦେଖାଇଲା ନିଜର ଶକ୍ତି, ପାଖ ମାଡ଼ି ପାରିଲାନି ପାକିସ୍ତାନ
ନୂଆଦିଲ୍ଲୀ,୨୮।୧୧: ଏସିଆରେ ଭାରତର ଶକ୍ତି ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହା ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିୟ ଥିଙ୍କ ଟ୍ୟାଙ୍କ, ଲୋଇ ଇନଷ୍ଟିଚ୍ୟୁଟ, ଏହାର ବାର୍ଷିକ ଏସିଆ ପାୱାର ଇଣ୍ଡେକ୍ସ ପ୍ରକାଶ କରିଛି,…
ଆକାଉଣ୍ଟରେ ଟଙ୍କାଟେ ନ ଥିଲେ ବି ଉଠାଇପାରିବେ ୧୦ହଜାର ଟଙ୍କା! ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୨୮।୧୧: ଆପଣ କେବେ ଭାବିଛନ୍ତି କି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କାଟେ ନ ଥିଲେ ମଧ୍ୟ ଆପଣ ଟଙ୍କା ଉଠାଇପାରିବେ? ଆଜ୍ଞା ହଁ ଏପରି ସମ୍ଭବ ବୋଲି ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ସୁବିଧା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା…
RCB ପରେ ଏବେ ବିକ୍ରି ହେବାକୁ ଯାଇଛି ଆଉ ଏକ ଫ୍ରାଞ୍ଚାଇଜ, ଟିମ ମାଲିକଙ୍କ ଭାଇ କଲେ ବଡ଼ ଦାବି
ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ବହୁତ ଦୂରରେ ନାହିଁ। ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କ ଦଳକୁ ପ୍ରସ୍ତୁତ କରିବା ଆରମ୍ଭ କରିବେ। କିନ୍ତୁ ଏହା ପୂର୍ବରୁ, ଗୋଟିଏ କଥା ପ୍ରାୟ…
ଅଗ୍ନି ବିପତ୍ତି ସମ୍ପର୍କିତ ଶିକ୍ଷା ବିଭିନ୍ନ ପ୍ରକାର ନିଆଁକୁ କିପରି ରୋକିବେ…
ଦାରିଙ୍ଗବାଡି,୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ସଭାଗୃହ ମଧ୍ୟରେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ପ୍ରକାର ନିଆଁକୁ ଆୟତ୍ତ ଓ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା ଏଥିରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର…
ବିବାହ ପୂର୍ବର ସବୁ ପୋଷ୍ଟଗୁଡ଼ିକ ଡିଲିଟ କଲେ ସ୍ମୃତି ମନ୍ଧାନା! ଇନଷ୍ଟାଗ୍ରାମରେ ମୁଛଲଙ୍କୁ କଲେ କି ଅନଫଲୋ? ଜାଣନ୍ତୁ…
ନୂଆଦିଲ୍ଲୀ,୨୮।୧୧: ସ୍ମୃତି ମନ୍ଧାନାଙ୍କ ବିବାହ ପୂର୍ବରୁ ପୋଷ୍ଟଗୁଡ଼ିକ ଇନଷ୍ଟାଗ୍ରାମରୁ ଗାଏବ ହୋଇଯିବା ପରେ ପ୍ରଶଂସକମାନେ କ୍ରୋଧିତ ହୋଇଥିଲେ, ଯାହା ଫଳରେ କ୍ରିକେଟର ଏବଂ ତାଙ୍କ ମଙ୍ଗେତର, ସଂଗୀତକାର ପଲାଶ ମୁଛଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଗୁଜବ ସୃଷ୍ଟି ହୋଇଥିଲା। କିଛି…
ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ଚାଷୀଙ୍କ ପାଇଁ…
ଭୁବନେଶ୍ୱର,୨୮।୧୧: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ…
ଗରିବୀ ପାଇଁ ନବଜାତ ଶିଶୁକୁ ସମ୍ପର୍କୀୟଙ୍କୁ ଟେକି ଦେଇଥିଲେ ମା’ବାପା, ଖବରପାଇ ଅଚାନକ ପହଞ୍ଚିଲା…
ବଲାଙ୍ଗୀର, ୨୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ ବେଲପଡା ବ୍ଳକର ଏକ ଗାଁ ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ…
Archives


