ଏମିତି ରାସ୍ତା, ଯାହା କେବଳ ମଣିଷଙ୍କ ହାଡ଼ରେ ତିଆରି, ଏହାର ଇତିହାସ ଶୁଣିଲେ…
ଆପଣ ହୁଏତ ବିଶ୍ୱର ବିଭିନ୍ନ ରାସ୍ତା ବିଷୟରେ ଶୁଣିଥିବେ। କିଛି ରାସ୍ତା ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ ଆଉ କିଛି ରାସ୍ତା ଅତ୍ୟନ୍ତ ଭୟଙ୍କର ପାଇଁ ବି ଜଣାଶୁଣା। ମାତ୍ର କେବେ ଶୁଣିଛନ୍ତି କି ଲକ୍ଷ ଲକ୍ଷ ଲୋକଙ୍କ ହାଡ଼ ତଳେ…
ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟ୍ଓ୍ବା: ଆଜି ସନ୍ଧ୍ୟାରେ ଲାଣ୍ଡଫଲ
ପୁଡୁଚେରୀ,୩୦।୧: ବାତ୍ୟା ଡିଟ୍ଓ୍ବା ଶ୍ରୀଲଙ୍କାରେ ପ୍ରଳୟ ରଚିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ରୋହିତ, ବିରାଟ ଉପରେ ସଭିଙ୍କ ନଜର
ରାଞ୍ଚି,୩୦ା୧୧: ସ୍ଥାନୀୟ ଜେଏସ୍ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ନିୟମିତ ଅଧିନାୟକ ଶୁବମନ ଗିଲ ଓ ଉପଅଧିନାୟକ ଶ୍ରେୟସ ଆୟାରଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ସିରିଜ୍ରେ ଦଳର ନେତୃତ୍ୱ ଭାର…
ଭୋଜି ଖାଇବାକୁ ଯାଇଥିଲେ ଯୁବକ, ଗୋଡାଇ ଗୋଡାଇ ହାଣିଲେ…
ଦିଗପହଣ୍ଡି,୩୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗ୍ରାମ ନୂଆ ସାହି ଛକ ନିକଟରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ ପାଟପୁର ଥାନା…
ନିମୋନିଆ ରେ ସଂକ୍ରମିତ ହୋଇ ଗୁରୁତର ଗୀତାଞ୍ଜଳି: ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଭାଇ ସହାୟତା ପାଇଁ…
ଦାରିଙ୍ଗବାଡି, ୩୦।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।…
ଶ୍ରୀଲଙ୍କାରେ ପ୍ରଳୟ ରଚିଲା ବାତ୍ୟା ଡିଟ୍ଓ୍ବା: ୧୫୧ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
କଲମ୍ବୋ,୨୯ା୧୧ ବାତ୍ୟା ଡିଟ୍ଓ୍ବା ଜନିତ ପ୍ରବଳ ବର୍ଷାରେ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ ଆଶ୍ରୟ ସ୍ଥଳରେ…
ବିଜ୍ଞାନ ପ୍ରକଳ୍ପ ଦେଲା ସଫଳତା: ରାଜ୍ୟସ୍ତରରେ ଅଂଶ ଗ୍ରହଣ କରିବେ ୨ ଅର୍ଚ୍ଚିତା
ଦାରିଙ୍ଗବାଡି,୩୦।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ…
ଗୁଡ୍ ନ୍ୟୁଜ୍: ବାପା ହେବେ ରଣଦୀପ୍
ମୁମ୍ବାଇ: ଅଭିନେତା ରଣଦୀପ୍ ହୁଡା ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ସ୍ତ୍ରୀ ଲିନ ଲାଇଶ୍ରାମଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରି ଖୁବ୍ଶୀଘ୍ର ମାତାପିତା ହେବାକୁ ଯାଉଥିବା କହିଛନ୍ତି। ଫଟୋରେ ଦମ୍ପତି ଜଙ୍ଗଲରେ ଏକ…
ନିଷ୍କ୍ରିୟ ଜମାଖାତାର ଅର୍ଥରାଶି
ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ବ୍ୟାଙ୍କଗୁଡ଼ିକର ଗୁରୁ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବ୍ୟାଙ୍କିଙ୍ଗ ସେବା ଦିନକୁ ଦିନ ଏପରି ବ୍ୟବସ୍ଥିତ ହେଉଛି ଯେ ଯାହାଦ୍ୱାରା ଲୋକମାନେ ହାତପାହାନ୍ତାରେ ନିଜ ମୋବାଇଲ ଦ୍ୱାରା ସମସ୍ତ ଦେଣନେଣ କରିପାରୁଛନ୍ତି। ତେବେ ବ୍ୟାଙ୍କରେ ଅର୍ଥ କାରବାର ସମୟରେ…
ଗଣତନ୍ତ୍ରର ସଂଜ୍ଞା ଓ ସ୍ବରୂପ
ଆମର ପ୍ରାଥମିକ ଶିକ୍ଷା ସମୟରେ ଗଣତନ୍ତ୍ରର ସଂଜ୍ଞାରେ କୁହାଯାଇଥାଏ ଯେ ଏହା ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଶାସନ। ଏହା ମଧ୍ୟ କୁହାଯାଏ ଯେ ସୁଶାସନଠାରୁ ସ୍ବଶାସନ ଭଲ। ସ୍କୁଲଗୁଡ଼ିକରେ ସ୍ବାଧୀନତା ଓ ଗଣତନ୍ତ୍ର ଦିବସରେ ଯେଉଁମାନଙ୍କ ବଳିଦାନ…
ମନ୍ତ୍ରୀଙ୍କ ବଡ଼ ବୟାନ: ଅଯୋଗ୍ୟ କଟିବାରୁ ୨୧୦ କୋଟି ବଞ୍ଚିଛି
ଭୁବନେଶ୍ୱର,୩୦ା୧୧(ସୁନିତ୍ ମିଶ୍ର): ମୁଲତବୀ ପ୍ରସ୍ତାବରେ ବିରୋଧୀ ଆଣିଥିବା ଅଭିଯୋଗକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖଣ୍ଡନ କରିଛନ୍ତି। ସେ ଏହାର ଜବାବରେ କହିଛନ୍ତି, ଇ-କଓ୍ବୋଇସି ସର୍ଭେ ଆଳରେ ଗତ ଜୁନ୍ଠାରୁ ଜଣେ ହେଲେ ଯୋଗ୍ୟ ବ୍ୟକ୍ତିଙ୍କ…
ପ୍ରତିଶୋଧାତ୍ମକ ପଦକ୍ଷେପ
ଗତ ମାସରେ ଏସିଆରୁ ପାକିସ୍ତାନ ଓ ଇରାକ ସହିତ ଭାରତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନ୍ଏଚ୍ଆର୍ସି)କୁ ନିର୍ବାଚିତ ହୋଇଥିଲା। ୟୁଏନ୍ଏଚ୍ଆର୍ସି କହେ, ସାରା ବିଶ୍ୱରେ ମାନବାଧିକାରର ପ୍ରୋତ୍ସାହନ ଓ ସୁରକ୍ଷାକୁ ସୁଦୃଢ଼ କରିବା ଏହାର ଦାୟିତ୍ୱ। ୟୁଏନ୍ଏଚ୍ଆର୍ସିକୁ ନିର୍ବାଚିତ ହେବା ପାଇଁ ଭାରତ…
Archives


