ଘର ସମ୍ମୁଖରେ ଅଶୋକ ଗଛ ଲଗାଇଛନ୍ତି କି? ଜାଣନ୍ତୁ ଏହା ରହିବା ଶୁଭ ନା ଅଶୁଭ, ନଚେତ…
ବାସ୍ତୁ ଅନୁସାରେ ଘର ସାମ୍ନାରେ ଅଶୋକ ଗଛ ଥିବା ନଚେତ ଲଗାଇବା ବହୁତ ଶୁଭ। କାରଣ ଏହି ଗଛ ସକରାତ୍ମକ ଉର୍ଜା ଆଣିଥାଏ। ଏଥିସହ ଏହି ଗଛ ସୁଖ, ସମୃଦ୍ଧି ଏବଂ ଖୁସିର ପ୍ରତୀକ। ତେବେ ଯଦି ଏହାର ଦିଗ...
ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଆଡ଼ମିଶନ ଆରମ୍ଭ
ଭୁବନେଶ୍ୱର,୧୯।୮: ଓଡ଼ିଶାର ସ୍କିଲ୍ଡ-ଇନ-ଓଡ଼ିଶା ଅଧୀନରେ ପ୍ରମୁଖ ଦକ୍ଷତା ବିକାଶ ଅନୁଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି) ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଅନଲାଇନ ଆବେଦନ ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧, ୨୦୨୫। ଯୋଗ୍ୟ...
ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ପରେ….
ବାଙ୍କୀ,୧୯।୯: ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ବ୍ୟକ୍ତି।ସେଠାରେ ପେଟ୍ରୋଲ ପକାଇ ଫେରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାଙ୍କୀରେ। ଭଗିପୁର ଅଞ୍ଚଳରେ ପେଟ୍ରୋଲ ସରିଯିବା ପରେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ...
ଉପରାଷ୍ଟ୍ରପତି ନିର୍ବାଚନ: ଜଣାପଡିଲା ବିଜେଡିର ବଡ଼ ପ୍ଲାନ!
ନୂଆଦିଲ୍ଲୀ,୧୯।୮: ବିରୋଧୀ ଇଣ୍ଡିଆ ମେଣ୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି (ଅବସରପ୍ରାପ୍ତ) ବି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହାକୁ ଭାଜପା ଏକ ରାଜନୈତିକ ଚାଲ୍ ଭାବରେ ଦେଖୁଛି, ଯାହା ତାମିଲନାଡୁ ଭାଜପା ନେତା ଏବଂ...
ରାଷ୍ଟ୍ରପତିଙ୍କ ମଞ୍ଜୁରୀ: ଆଇନରେ ପରିଣତ ହେଲା ଜାତୀୟ କ୍ରୀଡ଼ା ଶାସନ ବିଲ୍
ନୂଆଦିଲ୍ଲୀ,୧୯ା୮: ଭାରତୀୟ କ୍ରୀଡ଼ା ପ୍ରଶାସନରେ ସଂସ୍କାର ଆଣିବା ଉଦ୍ଦେଶ୍ୟ ସହିତ ପ୍ରସ୍ତୁତ ଜାତୀୟ କ୍ରୀଡ଼ା ଶାସନ ବିଲ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ସୋମବାର ମିଳିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ...
ସୁଲତା ଆଣିଲେ ସାଂଘାତିକ ଅଭିଯୋଗ, ମହିନ୍ଦ୍ରା ଗ୍ରୁପର କର୍ମଚାରୀ ତାଙ୍କ ସହ…
ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮; ବିଜେଡି ଏମପି ସୁଲତା ଦେଓଙ୍କ ସହ ଅସଦାଚରଣ ଏବଂ ସୋସିଆଲ ମିଡିଆରେ ତାଙ୍କୁ ବଳାତ୍କାର ଏବଂ ହତ୍ୟା ଧମକ ଦେବା ପାଇଁ ମହିନ୍ଦ୍ରା ଗ୍ରୁପର ଜଣେ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। କମ୍ପାନୀ ଏବେ ନିଜ କର୍ମଚାରୀ...
ଯୁକ୍ତ-୨ ଖାଲି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ତାରିଖ ଘୋଷଣା
ଭୁବନେଶ୍ୱର,୧୯।୮: ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀର ଖାଲି ଆସନ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ଼ମିଶନର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ଆଡ଼ମିଶନ ପ୍ରକ୍ରିୟା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଅଗଷ୍ଟ...
କେନ୍ଦ୍ରାପଡାରେ ଲୋକଙ୍କ ଆଗରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡ଼ା,୧୮।୮: କେନ୍ଦ୍ରାପଡ଼ା ଜିଲାର ଆଳି ବ୍ଲକ ଅନ୍ତର୍ଗତ ମାଳତିପାଟଣା ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବୃଦ୍ଧ ଗାଈ ଚରାଉଥିବା ସମୟରେ କୁମ୍ଭୀର ତାଙ୍କୁ ଆକ୍ରମଣ କରି ନଦୀକୁ ଟାଣି ନେଇଥିବା ସୂଚନା ମିଳିଛି।...
କୋର୍ଟରେ ସ୍ବାମୀ କରୁଥିଲେ ଦ୍ବିତୀୟ ବିବାହ: ହଠାତ୍ ପହଞ୍ଚିଗଲେ ସ୍ତ୍ରୀ, ଆଉ ପରେ..
ପଟ୍ଟାମୁଣ୍ଡାଇ,୧୯।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ SDJM କୋର୍ଟ ପରିସରରେ ମଙ୍ଗଳବାର ଏକ ହାଇ ଭୋଲଟେଜ୍ ହଙ୍ଗାମା ଦେଖିବାକୁ ମିଳିଛି। ଲୁଚି ଛପି ଦ୍ବିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ଧରି ନିସ୍ତୁକ ମାଡ଼ମାରିଛନ୍ତି ତାଙ୍କ ସ୍ତ୍ରୀ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର...
ବୋହୂଙ୍କ ଶୁଦ୍ଧି କ୍ରିୟା ପାଇଁ ସହାୟତାର ହାତ ବଢାଇଲେ ସ୍ଥାନୀୟ ସରପଞ୍ଚ
କର୍ଲାମୁଣ୍ଡା,୧୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଜୈନେକ ୮୦ ବର୍ଷିଆ ବୃଦ୍ଧାଙ୍କ ବୋହୂଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ବୃଦ୍ଧା ମହିଳାଙ୍କ ପାଇଁ ଅର୍ଥ ସମସ୍ୟା ଦେଖା ଦେଇଥିଲା।...
ବୁଧବାର ଏହି ୧୧ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ୱାର୍ନିଂ
ଭୁବନେଶ୍ୱର,୧୯।୮: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ। ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୧ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର,...
ହସ୍ପିଟାଲରୁ ନବୀନଙ୍କୁ ନେଇ ଆସିଲା ବଡ଼ ଖବର; ଜଣାପଡିଗଲା…
ଭୁବନେଶ୍ୱର,୧୯।୮: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ହସ୍ପିଟାଲରୁ ଆସିଛି ବଡ଼ ଖବର। ସ୍ବାସ୍ଥ୍ୟାବସ୍ଥା ନେଇ ଜଣାପଡିଛି ବଡ଼ କବର। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ରବିବାର...
Archives


