ଉଗ୍ରରୂପ ନେଲା ଦୁଇଜଣଙ୍କ ଝଗଡ଼ା, ଧସ୍ତାଧସ୍ତି ସମୟରେ…
ବୈଶିଙ୍ଗା,୩୦ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଗ୍ରାମରେ ଶୁକ୍ରବାର ଦୁଇ ଜଣଙ୍କ ଝଗଡ଼ା ଶନିବାର ସନ୍ଧ୍ୟାରେ ପ୍ରତିଆକ୍ରମଣର ରୂପ ନେଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇ ଜଣେ ବୈଶିଙ୍ଗା ଡାକ୍ତରଖାନାରେ ଆଉ ଜଣେ ରୂପ୍ସା...
ଗାଡ଼ି ଭିତରେ ଯୁବତୀଙ୍କୁ ବଳାତ୍କାର କଲେ ୬ ଯୁବକ, ଚିତ୍କାର କରିବାରୁ…
ଉଦଳା,୩୦ା୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ରାସ୍ତାକଡରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଉଦଳା ଥାନାରେ...
‘ଭାରତକୁ ଚାଇନା ସହ ଯିବାକୁ ବାଧ୍ୟ କରାଯାଉଛି,’ ଟ୍ରମ୍ପଙ୍କ ଉପରେ ରାଗିଲେ ପୂର୍ବତନ NSA
ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ତାଙ୍କ ନିଜ ଦେଶରେ ବିରୋଧ କରାଯାଉଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜ୍ୟାକ ସୁଲିଭାନ କହିଛନ୍ତି ଯେ...
IOCLରେ ନିଯୁକ୍ତିର ବଡ଼ ସୁଯୋଗ: ITI, ଡିପ୍ଲୋମା, ଗ୍ରାଜୁଏଟ୍ମାନେ କରିପାରିବେ ଆବେଦନ; ୫୩୭ ପଦ ପାଇଁ ବାହାରିଲା…
ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ତା’ର ପାଇପଲାଇନ ଡିଭିଜନରେ ବିଭିନ୍ନ ରାଜ୍ୟରେ ୫୩୭ଟି ଆପ୍ରେଣ୍ଟିସ ପଦବି ପାଇଁ ଆବେଦନ ଆହ୍ବାନ କରୁଛି। ଏହି ନିଯୁକ୍ତି ଅଭିଯାନରେ ଟେକ୍ନିକାଲ ଓ ନନ-ଟେକ୍ନିକାଲ ଟ୍ରେଡରେ ସୁଯୋଗ ରହିଛି। ଆବେଦନ ପ୍ରକ୍ରିୟା...
ରାଜ୍ୟର ଶ୍ରେଷ୍ଠ ପୁରସ୍କାର ପାଇବ କୋରାପୁଟ ପୌରାଞ୍ଚଳ
କୋରାପୁଟ,୩୦ା୮(ଅମିତାଭ ବେହେରା): ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ ବୋଲି କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ...
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହୁଥି ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ
ଜେରୁଜେଲମ,୩୦।୮: ୟେମେନର ରାଜଧାନୀ ସାନାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ହୁଥି ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ହୋଇଛି। ୟେମେନର ହୁଥି ବିଦ୍ରୋହୀମାନେ ଶନିବାର (ଅଗଷ୍ଟ ୩୦, ୨୦୨୫) ଆକ୍ରମଣରେ ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଇରାନ-ସମର୍ଥିତ...
ନିଜ ଗାଡ଼ି ଉପରେ କଟିଛି କେତେଟା ଚାଲାଣ? ଗୋଟିଏ କ୍ଲିକ୍ରେ ଏଭଳି ଜାଣନ୍ତୁ…
ନୂଆଦିଲ୍ଲୀ,୩୦।୮: ଅନେକ ଲୋକ ଅଜଣାତରେ ଟ୍ରାଫିକ ନିୟମ ଭାଙ୍ଗି ଦିଅନ୍ତି। ପରେ ସେମାନଙ୍କୁ ଜଣା ପଡ଼େ ନାହିଁ ଯେ ସେମାନଙ୍କ ଗାଡ଼ି ଉପରେ କେତେବେଳେ ଚାଲାଣ କଟି ସାରିଛି। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ଘଟିଛି, ତେବେ ଏବେ...
ମା’ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ, ସରୋଗେସି ମାଧ୍ୟମରେ…
ଚଣ୍ଡିଗଡ଼,୩୦।୮: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଆରତୀ ସିଂହ ରାଓଙ୍କ ଘରେ ଏବେ ଖଉସିର ଲହରି। ଏହି ଖୁସି ତାଙ୍କ ମାଆ ହେବାର, ହଁ, ଆରତୀ ସରୋଗେସି ମାଧ୍ୟମରେ ସିଙ୍ଗଲ ମଦର ହୋଇଛନ୍ତି ଏବଂ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ...
କେଉଁଠି ଅଛନ୍ତି ବିରାଟ କୋହଲି, ଦେବେ ନାହିଁ କି ଫିଟନେସ ଟେଷ୍ଟ? ବିରାଟଙ୍କ ଅନୁପସ୍ଥିତି ଉଠାଇଲାଣି ପ୍ରଶ୍ନ
ନୂଆଦିଲ୍ଲୀ,୩୦।୮: ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ କେବଳ ODI ଖେଳୁଛନ୍ତି ଏବଂ ଯଦି ଦେଖାଯାଏ, ତେବେ ଉଭୟଙ୍କ ODI କ୍ୟାରିୟର ଉପରେ ପ୍ରଶ୍ନ ଉଠାଯାଉଛି। ଗତ ବର୍ଷ, ଉଭୟେ ଏକାଠି T20 ଆନ୍ତର୍ଜାତୀୟରୁ ଅବସର ନେଇଥିଲେ ଏବଂ...
୭ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ: ବନ୍ଧା ହେଲେ ପୂର୍ବତନ ପିଇଓ
କଳିଙ୍ଗନଗର,୩୦ା୮(ଶୁଭାଶିଷ ରାଉତ): ୭ ଲକ୍ଷ ୩୫୦୦୦ ହଜାର ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗ। କେସ୍ ନମ୍ବର ୨୬/୨୫ରେ...
ଆଲୁମିନିୟମ ବାସନରେ ଖାଉଛନ୍ତି କି? ହୋଇପାରେ କିଡନୀ ଫେଲ୍, ଜାଣନ୍ତୁ କ’ଣ କୁହନ୍ତି…
ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ଆଲୁମିନିୟମ ବାସନରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଭଲ।...
ଉପରାଷ୍ଟ୍ରପତିଙ୍କ ପେନସନ ଆବଦେନକୁ ନେଇ ଉଠୁଛି ପ୍ରଶ୍ନ, ଜାଣନ୍ତୁ ରାଜସ୍ଥାନ ସହ କ’ଣ ରହିଛି ସମ୍ପର୍କ
ନୂଆଦିଲ୍ଲୀ,୩୦।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ପୂର୍ବତନ ବିଧାୟକ ଭାବରେ ପେନସନ ପାଇବା ପାଇଁ ରାଜସ୍ଥାନ ବିଧାନସଭା ସଚିବାଳୟରେ ପୁନଃ ଆବେଦନ କରିଛନ୍ତି। ସଚିବାଳୟର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଶୀଘ୍ର ଅନୁମୋଦନ...
Archives


