Home Left

ନିର୍ବାଚନ ପୂର୍ବରୁ ରାଗିଗଲେ ଉପରାଷ୍ଟ୍ରପତି ପ୍ରାର୍ଥୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୯।୯: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଗଣମାଧ୍ୟମ ସମ୍ମୁଖରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଦଳ ଏବଂ ମେଣ୍ଟ ଏହି ନିର୍ବାଚନରେ ବିଜୟୀ ହେବ ବୋଲି ସେ...

ଭଦ୍ରକ କଲେଜ ଗେଟ୍‌ରେ ବ୍ୟାନର ଲଗାଯିବାକୁ ନେଇ ହୋହଲ୍ଲା: ଟାୟାର ଜାଳି ଧାରଣା

ଭଦ୍ରକ, ୯।୯(ସନାତନ ରାଉତ): ଭଦ୍ରକ କଲେଜ ମୁଖ୍ୟ ଗେଟରେ ବ୍ୟାନର ଲଗାଯିବାକୁ ନେଇ ଗତକାଲି ରାତିରୁ ହୋହଲ୍ଲା ଚାଲିଛି । ମଙ୍ଗଳବାର ସକାଳୁ ଛାତ୍ର ବିଜେଡି ସମର୍ଥିତ କେରକେରା ଛାତ୍ର କଲେଜ ଗେଟ୍‌ରେ ବାଉଁଶ ବାନ୍ଧି ଟାୟାର ଜାଳି ଗେଟ୍‌...

B.Ed. ଅପେକ୍ଷା ଛାତ୍ରୀଛାତ୍ରଙ୍କ ମଧ୍ୟରେ D.El.Ed ବଢୁଛି ଡିମାଣ୍ଡ୍‌: ଜାଣନ୍ତୁ B.Ed ନା D.El.Ed ମଧ୍ୟରେ କୋଉଟା ଭଲ

ଦ୍ୱାଦଶ ପରେ ଶିକ୍ଷକ ହେବାର ସ୍ବପ୍ନ ଦେଖୁଥିବା ଯୁବପିଢ଼ିଙ୍କ ଆଗରେ ପ୍ରଶ୍ନ ହେଉଛି ଯେ ସେମାନେ B.Ed. କରିବେ କି D.El.Ed କରିବେ। ନଉଭୟ ପାଠ୍ୟକ୍ରମରୁ ଶିକ୍ଷକ ହୋଇପାରିବେ। ତେବେ ଯୁବପିଢ଼ି B.Ed. ବଦଳରେ D.El.Ed ପସନ୍ଦ କରୁଛନ୍ତି। ଆସନ୍ତୁ...

ଘରେ ସୁଖ-ସମୃଦ୍ଧି ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ଘରେ ସୁଖ ସମୃଦ୍ଧି ବଢ଼ିବାକୁ ସମସ୍ତେ ଚାହାନ୍ତି। ନିଜ ଘରେ ଏକ ଶାନ୍ତିର ପରିବେଶ ପାଇଁ କେତେକ ବାସ୍ତୁ ଶାସ୍ତ୍ରରେ ଉଲ୍ଳେଖ କରାଯାଇଥିବା ନିୟମ ପାଳନ କରିପାରନ୍ତି। ଜାଣନ୍ତୁ କେତୋଟି ଟିପ୍ସ… ମୁଖ୍ୟ ଦ୍ୱାର ଉପରେ ଧ୍ୟାନ ଦିଅନ୍ତୁ ଘରର...

ବିଳମ୍ବିତ ରାତ୍ରିରେ କାହିଁକି ହସ୍ପିଟାଲରେ ପହଞ୍ଚିଲେ ରୋହିତ ଶର୍ମା? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଯୋର ଧରିଛି

ମୁମ୍ବାଇ,୯।୯: ସୋମବାର ବିଳମ୍ବିତ ରାତିରେ ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହା ପ୍ରଶଂସକମାନଙ୍କୁ ଚିନ୍ତିତ କରିଥିଲା। ଏହି ଭିଡିଓଟି ମୁମ୍ବାଇର କୋକିଲାବେନ ହସ୍ପିଟାଲର, ଯେଉଁଠାରେ ରୋହିତ ହସ୍ପିଟାଲ ଭିତରକୁ ଯାଉଥିବାର ଦେଖାଯାଉଛି।...

ମୁମ୍ବାଇରେ ହାଇ ଆଲର୍ଟ, ନୌସେନା ଯବାନଙ୍କ ରାଇଫଲ ନେଇ ଫେରାର ହୋଇଗଲେ ଅଜଣା ବ୍ୟକ୍ତି

ମୁମ୍ବାଇ,୯।୯: ମୁମ୍ବାଇର କୋଲାବାରେ, ଜଣେ ଅଜଣା ବ୍ୟକ୍ତି ନୌସେନା ଯବାନଙ୍କ ରାଇଫଲ ଏବଂ କାର୍ଟ୍ରିଜ ନେଇ ପଳାଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ଶନିବାର, ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ନୌସେନା ନଗରରେ ଘଟିଥିଲା। ଏହି ଘଟଣା ପରେ ସୁରକ୍ଷା...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସରକାରୀ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ମିଳିବ…

ନୂଆଦିଲ୍ଲୀ,୯।୯: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ପ୍ରାୟ ଏକ ବର୍ଷ ଧରି ଅଷ୍ଟମ ବେତନ କମିଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କମିଶନ ଗଠନରେ ବିଳମ୍ବ ଏବଂ ଅନିଶ୍ଚିତତା ମଧ୍ୟରେ ଏକ ଆଶ୍ୱସ୍ତିର ଖବର ଆସିଛି। କେନ୍ଦ୍ର ସରକାର...

ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ: ୫.୪୫ ଲକ୍ଷ ସହ ସୁନା ଗହଣା ଲୁଟିନେଲେ

ବାଲେଶ୍ୱର, ୯।୯(ବାଞ୍ଛାନିଧି ଦେ):ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି l ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ବିଭିନ୍ନ ସମୟରେ ଅପରାଧ ଘଟାଇ ଚାଲିଛନ୍ତି। ସଦର ଥାନା ଅନ୍ତର୍ଗତ ସାରଗାଁ ଗ୍ରାମରେ ବଡଧରଣର ଲୁଟ ହୋଇଛି l ଘରେ କେହି ନ...

Video: ଦେଖନ୍ତୁ ଛାତିଥରା ଦୃଶ୍ୟ, କେମିତି ଡବଲ ଡେକର ବସକୁ ଘୋଷାଡି ନେଲା ଟ୍ରେନ, ୧୦ ମୃତ ୪୦ରୁ ଅଧିକ ଆହତ

ଆଟଲାକୋମୁଲକୋ,୯।୯: ସୋମବାର ମେକ୍ସିକୋରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏକ ମାଲବାହୀ ଟ୍ରେନ ଏବଂ ଏକ ଡବଲ-ଡେକର ବସ ମଧ୍ୟରେ ଧକ୍କା ହେବା...

ଘାଟକୂଳରେ ପଡ଼ିରହିଛି ବୋଟ୍‌ ଆମ୍ବୁଲାନ୍ସ: କାନ୍ଧରେ ବୁହାହୋଇ ବୋଟ୍‌କୁ ଯାଉଛନ୍ତି ରୋଗୀ

ମହାକାଳପଡ଼ା, ୯ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ନଦୀନାଳ ଘେରା ବତିଘର ପଞ୍ଚାୟତରେ ୧୨ ହଜାର ଲୋକଙ୍କ ସ୍ବାସ୍ଥ୍ୟସେବା ଯୋଗାଇଦେବା ଅପହଞ୍ଚ ପାଲଟିଛି। ଏହି ଅଞ୍ଚଳକୁ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ରୋଗୀମାନେ ବାଧ୍ୟହୋଇ ନଦୀ...

Asia Cup 2025: IND vs PAK ମ୍ୟାଚରେ ଏହି ଅମ୍ପାୟାରଙ୍କ ଏଣ୍ଟ୍ରିକୁ ନେଇ ଟେନସନରେ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ,୯।୯: ଏସିଆ କପ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏସିଆ କପ ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହା ପୂର୍ବରୁ, ଏସିଆନ କ୍ରିକେଟ ପରିଷଦ ଅମ୍ପାୟାରଙ୍କ ତାଲିକା ପ୍ରକାଶ କରିଛି। ୧୪ସେପ୍ଟେମ୍ବରରେ ଭାରତ...

ସାମ୍ପ୍ରତିକ ସମୟର କାଳନେମୀ

ରାମାୟଣର ଏକ ଚରିତ୍ର କାଳନେମୀ ମାନେ ମାରୀଚ ନନ୍ଦନ ତଥା ଦଶାନନଙ୍କ ପାରିଷଦର ଜଣେ ମନ୍ତ୍ରୀଙ୍କ କାରନାମା ସମ୍ପର୍କରେ ସମସ୍ତେ ଜାଣିଥିବେ। ଏ ଚରିତ୍ର ନିଜର ଅବାଞ୍ଛିତ ଲୋଭ ସମ୍ବରଣ ନିମନ୍ତେ ହନୁମାନଙ୍କ ସମ୍ମୁଖରେ ସାଧୁ ବେଶରେ ଚିକଣିଆ କଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri