ହୋମ୍ଗାର୍ଡ ନିଯୁକ୍ତିରେ ଅନିୟମିତତା: କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ
ଗଞ୍ଜାମ,୧୫ା୯(ଅଖିଳ ତରାଇ): ଗଞ୍ଜାମ ଜିଲାର ହୋମ୍ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ଉଠିଥିଲା। ରମ୍ଭା ଥାନା ଅଧୀନରେ ଆୟୋଜିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଉଲ୍ଲେଖିତ ପସନ୍ଦର ପଦବୀକୁ ଜାଣିଶୁଣି ବଦଳାଇ ଦିଆଯାଇଥିବା ଆଶାୟୀମାନେ ଅଭିଯୋଗ କରିଥିଲେ। ଏହି...
ଭାରତୀୟ କ୍ରିକେଟର୍ ହାତ ନ ମିଳାଇବାକୁ ନେଇ ରାଗରେ ନିଆଁବାଣ ପାକିସ୍ତାନ: ନେଲା ବଡ଼ ପଦକ୍ଷେପ
ଆବୁଧାବି,୧୫।୯:ଏସିଆ କପ ୨୦୨୫ରେ, ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରିନାହିଁ, ବରଂ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରିଛି। ଟିମ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରି ଏହା କରିଛି। ଟସ ସମୟରେ, ଭାରତର...
‘ହ୍ୟାଣ୍ଡସେକ’ ବିବାଦର କଡ଼ା ଜବାବ ଦେଲେ ସୂର୍ଯ୍ୟକୁମାର ଯାଦବ, ପାକିସ୍ତାନୀ ସମର୍ଥକଙ୍କ ମୁହଁ ବନ୍ଦ
ଦୁବଇ,୧୫।୯: ରବିବାର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଟସ ସମୟରେ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ। ଟିମ ଇଣ୍ଡିଆ ପୂରା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ବିଜୟ...
ପୋଲିସର ଏନ୍କାଉଣ୍ଟର: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ନେତା ନିହତ
ବଣାଇ,୧୫ା୯(ପ୍ରଦୀପ ତ୍ରିପାଠୀ): ଝାଡ଼ଖଣ୍ଡରେ ପୁଣି ଥରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ...
ଅଙ୍ଗନଓ୍ବାଡ଼ି କେନ୍ଦ୍ର ସମ୍ମୁଖରେ ଆଣ୍ଠୁଏ ପାଣି, କୁନିକୁନି ପିଲା ପାଠ ପଢ଼ିବାକୁ ଆସି…
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡ଼ା ପଞ୍ଚାୟତର ଏନ୍ଏଚ୍ ୨୬ ପାର୍ଶ୍ୱରେ ସ୍ଥାପିତ ହୋଇଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷାପାଣି ଜମି ରହୁଥିବାରୁ କୋମଳମତି ଛାତ୍ରୀଛାତ୍ରଙ୍କ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇ ଥିବାରୁ...
ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା, ପାକିସ୍ତାନ ଖେଳାଳି ହେଲେ ଚକିତ, ଦେଖନ୍ତୁ ଭିଡିଓ
ଦୁବାଇ,୧୫।୯: ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ, ଭାରତୀୟ ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା, କିନ୍ତୁ ପଡ଼ିଆରେ ପ୍ରବେଶ କରିବା ପୂର୍ବରୁ ହିଁ ମ୍ୟାଚ ବିବାଦରେ ଫସି ଯାଇଥିଲା। ଦୁବାଇରେ ଖେଳାଯାଇଥିବା...
ଭାରତର ବିଜୟକୁ ସେନାକୁ ସମର୍ପିତ କଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୫।୯: ଏସିଆ କପ ୨୦୨୫, ୧୪ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଭାରତର ୭ ୱିକେଟରେ ଚମତ୍କାର ବିଜୟ ପରେ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପରିବାର ସହିତ ତାଙ୍କର ଏକତା ପ୍ରକାଶ...
ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରକାଶ ପାଇବ ଭୋଟର ତାଲିକା
ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ସୋମବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି। ଅକ୍ଟୋବର ୭ ତାରିଖରେ ଦାବି ଓ ଆପତ୍ତି ନିଷ୍ପତ୍ତି ସରିବ। ଅକ୍ଟୋବର ୯ରେ...
ପାକିସ୍ତାନର ବେଇଜ୍ଜତ ପରେ ବଡ଼ ବୟାନ ଦେଲେ କୋଚ ମାଇକ ହାସନ
ନୂଆଦିଲ୍ଲୀ,୧୫।୯: ରବିବାର ଏସିଆ କପ ୨୦୨୫ରେ, ବିଜୟ ପରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲା, ଯେତେବେଳେ ସଲମାନ ଅଲି ଆଗାଙ୍କ ସମେତ ସମସ୍ତ ପାକିସ୍ତାନୀ ଖେଳାଳି ଫିଲ୍ଡରେ ଅପେକ୍ଷା କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ...
Asia Cup 2025 Points Table: ପାକିସ୍ତାନକୁ ହରାଇ ସୁପର-୪ରେ ପହଞ୍ଚିବ କି ଟିମ ଇଣ୍ଡିଆ? ଦେଖନ୍ତୁ ଅଙ୍କ ତାଲିକାରେ ଉଭୟ ଟିମ୍ର…
ନୂଆଦିଲ୍ଲୀ,୧୫।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ (ଏସିଆ କପ ୨୦୨୫) ର ୧୭ ତମ ସଂସ୍କରଣର ଷଷ୍ଠ ମ୍ୟାଚ ଖେଳାଯାଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ, ପାକିସ୍ତାନ ଭାରତକୁ ୧୨୮ ରନର ଟାର୍ଗେଟ...
ଗ୍ୟାରେଜରେ ବାଇକ୍ ଖୋଲି ଚେକ୍ କରୁଥିଲେ ମାଲିକ, ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମରେ ଥିବା ମାଝୀ ଗ୍ୟାରେଜ୍ରେ ମାଲିକ ବାଇକ୍ ଖୋଲି ଚେକ୍ କରୁଥିଲେ। ଏହି ସମୟରେ ଶଟ୍ସର୍କିଟ୍ ଯୋଗୁ ନିଆଁ ଲାଗି ବାଇକ୍ ଦୁଇଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।...
ଏନ୍ପିଏସ୍ ଶିକ୍ଷକଙ୍କୁ ଅଣଦେଖା, ତେଜୁଛି ଅସନ୍ତୋଷ
ବରଗଡ,୧୫।୯(ପ୍ରେମାନନ୍ଦ ଖମାରୀ): ନୂତନ ପେନ୍ସନଭୁକ୍ତ(ଏନ୍ପିଏସ୍) ଶିକ୍ଷକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶନିବାର ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନ୍ସନଭୁକ୍ତ ଶିକ୍ଷକ ସଂଘ, ବରଗଡ଼...
Archives


