Home Left

୨ ଭାରତୀୟ ଇଞ୍ଜିନିୟରଙ୍କୁ ଆଇଜି ନୋବେଲ

ନୂଆଦିଲ୍ଲୀ, ୨୨ା୯: ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ବିକାଶ କୁମାର ଓ ତାଙ୍କ ଛାତ୍ର ତଥା...

ଆମେରିକାରେ ପାଠପଢ଼ା ପ୍ରତି ଭାରତୀୟଙ୍କ ଅନାଗ୍ରହ

ନୂଆଦିଲ୍ଲୀ, ୨୨ା୯ (ପି.ଟି.): ଭାରତୀୟ ଛାତ୍ରୀଛାତ୍ରଙ୍କ ବିଦେଶରେ ପଢ଼ିବା ଆଗ୍ରହରେ ପରିବର୍ତ୍ତନ ଆସିଛି। ଆଇଡିପି ଏଜୁକେଶନ ପକ୍ଷରୁ ରବିବାର ଜାରି ରିପୋର୍ଟ ଅନୁଯାୟୀ, ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ବର୍ଷକ ମଧ୍ୟରେ ୪୬.୪%...

ଲୋକଙ୍କ ଜୀବନ ସହ ଖେଳୁଛି ଆଇପିଏଲ୍‌: ଭୟରେ ଲୋକେ

ଭବାନୀପାଟଣା,୨୨ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଥିବା ଆଇପିଏଲ୍‌ (ଇଣ୍ଡିଆନ ପଟାସ୍‌ ଲିମିଟେଡ) କମ୍ପାନୀ ସ୍ଥାନୀୟ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀ ଏହାର ପ୍ରତିବାଦ କରି ଆନ୍ଦୋଳନ କରିବା ପରେ ମଧ୍ୟ କମ୍ପାନୀ...

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରାଇଛି: ୪୦ ଥର କହିଲେଣି ଟ୍ରମ୍ପ୍‌

ନ୍ୟୁୟର୍କ/ଓ୍ବାଶିଂଟନ୍‌,୨୨ା୯: ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଦୋହରାଇଛନ୍ତି। ଏଥିସହ ସେ ୭ ଯୁଦ୍ଧ ବନ୍ଦ କରାଇଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା...

ନୂଆପଡ଼ାକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଆସିବି: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆପଡ଼ା, ୨୨ା୯ (ରବିନାରାୟଣ ଜେନା/ ମକାରୁ ବେମାଲ):ନୂଆପଡ଼ାକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଆସିବି। ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ମୋର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏଫ୍‌ସିଆଇ ଗୋଦାମ...

୧୦ ବର୍ଷରେ ଖର୍ଚ୍ଚ ୨.୫ ଗୁଣ ବଢ଼ିଛି

ନୂଆଦିଲ୍ଲୀ,୨୨ା୯ (ପି.ଟି.): କର୍ମଚାରୀଙ୍କୁ ବେତନ ଓ ପେନ୍‌ସନ ପ୍ରଦାନ ଏବଂ ସୁଧ ପୈଠ କରିବାରେ ରାଜ୍ୟଗୁଡ଼ିକର ଖର୍ଚ୍ଚ ୧୦ ବର୍ଷ ମଧ୍ୟରେ ୨.୪୯ ଗୁଣ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥତ୍କ ବର୍ଷରେ ଏ ବାବଦ ରାଜ୍ୟଗୁଡ଼ିକର ମୋଟ ଖର୍ଚ୍ଚ ୬,୨୬,୮୪୯...

ଡଙ୍ଗାରେ ବଜ୍ରପାତ: ବାପ ମୃତ, ପୁଅ ନିଖୋଜ

ମହାକାଳପଡ଼ା,୨୧ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ତନ୍ତିଆପାଳ ଗ୍ରାମର ବିଜୟ ପରିଡ଼ା (୪୭) ପୁଅଙ୍କ ସହ ସମୁଦ୍ରକୁ ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ର ମଝିରେ...

ଗରମ ଦେଖାଇଲେ ପାକିସ୍ତାନୀ ବୋଲର; ଛକା, ଚୌକା ମାରି ଥଣ୍ଡା କରିଦେଲେ ଅଭିଷେକ ଶର୍ମା

ଦୁବାଇ,୨୧।୯: ଏସିଆ କପ୍ ୨୦୨୫ ସୁପର ଫୋର ମୁକାବିଲାରେ ରବିବାର ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ପାକିସ୍ତାନୀ ପେସର ହାରିସ ରାଉଫଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ବାକ୍ୟ ବିନିମୟ ଦେଖାଗଲା। ଭାରତର ରନ୍ ଚେଜ୍ ସମୟରେ ପଞ୍ଚମ ଓଭରରେ ଉଭୟଙ୍କ...

ଭୋପାଳରେ ନୂଆଁଖାଇ ଭେଟଘାଟ: ନାଚଗୀତରେ ମସଗୁଲ ହେଲେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ରବିବାର ୧୨ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଦୁର ଭୋପାଳରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ବେଶ ଧୁମଧାମରେ ଗଣପର୍ବ ନୂଆଖାଇ ପାଳନ କରିଛନ୍ତି। କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରୁ ପ୍ରାୟ...

ଏସିଆ କପ ୨୦୨୫ ସୁପର ଫୋର: ଭାରତର ୫ଟି କ୍ୟାଚ ଛାଡ଼ିବା ପରେ ପାକିସ୍ତାନ ୧୭୨ ରନର ଲକ୍ଷ୍ୟ ଦେଲା

ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର ଫୋର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୭୨ ରନର ଲକ୍ଷ୍ୟ ଦେଇଛି। ପାକିସ୍ତାନର ଶୀର୍ଷ କ୍ରମ ବ୍ୟାଟସମ୍ୟାନ, ବିଶେଷତଃ ସାହିବଜାଦା ଫରହାନ (୫୮ ରନ) ଭାରତୀୟ ଫିଲ୍ଡରଙ୍କ ଦ୍ୱାରା ୫ଟି...

ଗଞ୍ଜାମରେ ଜମିଲାଣି ଜୁଆଖେଳ: ୨୦ ଗିରଫ

ବେଲଗୁଣ୍ଠା/ ଜଗନ୍ନାଥ ପ୍ରସାଦ,୨୧ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ/ ବିଭୂ ପ୍ରସାଦ ପଟ୍ଟନାୟକ): ପାର୍ବଣ ଋତୁର ଆଗମନରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜୁଆଖେଳ ଆସର ଜମିଲାଣି। ଏପରି ପରିସ୍ଥିତିରେ ବେଆଇନ୍‌ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର ରହିଛି।...

ପ୍ରଦୀପ ଜେନା ଭୁବନେଶ୍ବର କ୍ଲବ ସଭାପତି

ଭୁବନେଶ୍ୱର,୨୧।୯: ଭୁବନେଶ୍ବର କ୍ଲବ ନିର୍ବାଚନ ଫଳାଫଳ ଆସିଯାଇଛି। ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଲଳିତ ଦାସ ଭୁବନେଶ୍ବର କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସଭାପତି ପଦ ଲାଗି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri