ଦାଉ ସାଧିଲା ଦଇବ, ଏକାସାଙ୍ଗେ ଚାଲିଗଲା ବାପ-ପୁଅଙ୍କ ଜୀବନ
ରୂପ୍ରାରୋଡ୍,୨୨ା୯(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ଥାନା ନୂଆ ଦେହେଲିଠାରେ ନର୍ଲା ପଟୁ ଆସୁଥିବା ପିକଅପ୍ ନମ୍ବର AP39TC7705 ଧକ୍କା ଦେବାରୁ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ନମ୍ବର OD17 C0762ରେ ଗୋଟେ ପରିବାରର ୪ ଜଣ ଯାଉଥିବା...
ମୁଣ୍ଡବ୍ୟଥା ହେଉଛି କି…ଆପଣାନ୍ତୁ ଏହି ସରଳ ଉପାୟ
ଆଜିକାଲି ପ୍ରାୟ ମୁଣ୍ଡବ୍ୟଥା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଖାଦ୍ୟପେୟ ଠିକ୍ ସମୟରେ ନ ଖାଇଲେ, ଆବଶ୍ୟକ ମୁତାବକ ପାଣି ନ ପିଇଲେ ଏହାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଏଥିରୁ ଉପଶମ ପାଇବା ଲାଗି କେତୋଟି ସରଳ...
ଆସନ୍ତାକାଲି ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ,୨୨ା୯: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କାଲି ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ। ସ୍ଥାୟୀ ରତ୍ନଭଣ୍ଡାରକୁ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ। ଏଥିପାଇଁ କାଲି ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ...
ପଡ଼ିଆରେ ଝଗଡାକୁ ନେଇ ମୁହଁ ଖୋଲିଲେ ଅଭିଷେକ ଶର୍ମା: କାହିଁକି ଏମିତି ଘଟିଲା…
ନୂଆଦିଲ୍ଲୀ,୨୨।୯: ଭାରତ-ପାକିସ୍ତାନ ସୁପର ଫୋର୍ ମୁକାବିଲାରେ ଭାରତୀୟ ଇନିଂସର ପଞ୍ଚମ ଓଭର ସମୟରେ, ଅଭିଷେକ ଶର୍ମା ଏବଂ ହାରିସ ରୌଫଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଏତେ ବିଗିଡ଼ିଗଲା ଯେ, ଅମ୍ପାୟାର ଗାଜି ସୋହେଲଙ୍କୁ ଉଭୟଙ୍କୁ ଅଟକାଇବାକୁ ହସ୍ତକ୍ଷେପ କରିବାକୁ...
ପାକିସ୍ତାନ ଖେଳାଳିଙ୍କୁ ଗନ୍ ସେଲିବ୍ରେଶନ ପଛର ଭିଲିଆନ୍ ହେଉଛନ୍ତି ଏହି ବ୍ୟକ୍ତି
ନୂଆଦିଲ୍ଲୀ,୨୨।୯: ଏସିଆ କପର ୧୭ତମ ସଂସ୍କରଣର ସୁପର ୪ ରାଉଣ୍ଡ ଚାଲିଛି। ରବିବାର ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୬ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୭୧ ରନ କରିଥିଲା। ଦଳ ପକ୍ଷରୁ ସର୍ବାଧିକ ସ୍କୋରର୍ ଥିଲା...
ମୁନିରଙ୍କ କାମ ଦେଖି ବିଶ୍ୱାସ କରିପାରିଲେନି ଶେହବାଜ, ପାକିସ୍ତାନ ଉପରେ ଆକ୍ରମଣରେ ୩୦ରୁ ଅଧିକ ମୃତ୍ୟୁ
ଇସଲାମାବାଦ,୨୨।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ, ଯେଉଁଠାରେ ବିଶ୍ୱ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ପାଇଁ ନିଯୁକ୍ତି ଅଭିଯାନର ଅଂଶ ଭାବରେ ଗତ ସପ୍ତାହରେ ପାକିସ୍ତାନୀ ପୋଲିସ ସୁରକ୍ଷାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା, ଗତକାଲି ରାତିରେ ପାକିସ୍ତାନୀ ସେନା ସେହି...
ବାଣ ବିସ୍ଫୋରଣ ଘଟଣା: ଗୋଦାମରେ ପୋଲିସର ଚଢ଼ାଉ, ଫେରାର ମାରିଲେ ଅଭିଯୁକ୍ତ
ହରଭଙ୍ଗା,୨୨ା୯(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ପୁରୁଣାକଟକ ବଜାର ନିକଟସ୍ଥ ଜିଆକଟା ଗ୍ରାମରେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିବା ଫଳରେ ୨ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇପଡ଼ିଥିଲେ। ପୋଲିସ ବାଣ ଗୋଦାମ...
ଦଶହରାରେ ଛେଚିବ ବର୍ଷା: ଆସୁଛି ଦୁଇ ଦୁଇଟି ବଡ଼ ଲଘୁଚାପ
ଭୁବନେଶ୍ୱର,୨୨।୯: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଆଉ ମାତ୍ର ୯ ଦିନ ରହିଲା ଦଶହରା। କିନ୍ତୁ ଏଥର ଦଶହରାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଗ ପଛ ହୋଇ ଆସୁଛି ଦୁଇ ଦୁଇଟି ବଡ଼ ଲଘୁଚାପ। ଏହାର ପ୍ରଭାବରେ ପ୍ରବଳ...
ନିଜ ଖେଳାଳିଙ୍କୁ ବେଇଜ୍ଜତ କରୁଛି ପାକିସ୍ତାନ, ସୋଏବ ଅଖତରଙ୍କ ବୟାନକୁ ନେଇ ବଢୁଛି ଚର୍ଚ୍ଚା
ଇସଲାମାବାଦ,୨୨।୯: ଏକପାଖିଆ ଏସିଆ କପ ସୁପର ୪ ମ୍ୟାଚ ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି, ସାହିବଜାଦା ଫରହାନଙ୍କ ପଚାଶ ରନ ପାଇଁ ଦଳ ୫ ୱିକେଟ ହରାଇ ୧୭୧ ରନ କରିଥିଲା। ପାକିସ୍ତାନ ଭାରତୀୟ...
PoK ଉପରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ, ଅପରେଶନ ସିନ୍ଦୂର-୨କୁ ନେଇ ସେନାର ପ୍ଲାନ କହିଲେ ରାଜନାଥ
ନୂଆଦିଲ୍ଲୀ,୨୨।୯: ଅପରେଶନ ସିନ୍ଦୂର ପାର୍ଟ-୨ ସମ୍ପର୍କରେ ପ୍ରଶ୍ନ ଉଠିବା ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତକୁ ପାକ ଅଧିକୃତ କଶ୍ମୀରରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ। ସୋମବାର ମରକ୍କୋରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଆଲୋଚନା ସମୟରେ,...
ଚର୍ବି କମାଇବାକୁ ଚାହୁଁଥିଲେ… ଖାଦ୍ୟରେ ସାମିଲ କରନ୍ତୁ…
ଟମାଟୋରେ ଅନେକ ଉପକାରୀ ଗୁଣ ରହିଛି। ଆପଣ ଚର୍ବିଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ଟମାଟୋ ସାମିଲ କରନ୍ତୁ। ଏହା ଶରୀରରେ ଚର୍ବି ପରିମାଣ କମାଇବାରେ କେତେକାଂଶରେ ସାହାଯ୍ୟ କରିଥାଏ...
ବଢୁଛି ହାର୍ଟଆଟାକ୍ ଆଶଙ୍କା: ଜାଣନ୍ତୁ କେମିତି ରଖିବେ ହାର୍ଟକୁ ସୁସ୍ଥ
ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପାଖାପାଖି ୧ କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ମୃତ୍ୟୁ ହୃଦ୍ରୋଗ ଯୋଗୁ ଘଟୁଛି। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ...
Archives


