ଧରିତ୍ରୀରେ ଖବର ପ୍ରକାଶ ପରେ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ନିର୍ମାଣ
ଦାରିଙ୍ଗବାଡି,୨୪।୯ (ଅରୁଣ ସାହୁ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଗୁରୁତ୍ୱ ଦେଇ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସହ ପୁଷ୍ଟିକର ଖାଦ୍ୟରେ ମାଣ୍ଡିଆ ଲଡ଼ୁ ଆଦି ପ୍ରଦାନ କରୁଛନ୍ତି।...
ମୋଦିଙ୍କ ବିରୋଧରେ ଉସ୍କାଉଥିଲେ: ପନ୍ନୁଙ୍କ ବିରୋଧରେ ବଡ଼ ଆକ୍ସନ ନେଲା NIA
ନୂଆଦିଲ୍ଲୀ,୨୪।୯: ଜାତୀୟ ତଦନ୍ତ ସଂସ୍ଥା (NIA) ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ, ପନ୍ନୁ ଚଳିତ ବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଲକିଲ୍ଲାରେ...
ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କୁ ଝୁରୁଛି ଗଞ୍ଜାମ ମାଟି, ଅମର ଆତ୍ମାର ସଦ୍ଗତି କାମନା କରି…
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମାଷ୍ଟର ପଙ୍କଜ ବାରିକଙ୍କ ଅକାଳ ବିୟୋଗ ଘଟିଛି । ପୁଇଁତୋଳା ଚାରିସାହି ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ ଭାବେ ଗ୍ରାମର ବହୁ...
କିଛି କହିବା ଉଚିତ
କୌଣସି ଘଟଣା ବା ପ୍ରସଙ୍ଗ ଉପରେ କିଛି କହିବା ବା କିଛି ନ କହି ଚୁପ୍ ରହିବା, ଏ ଯୋଡିଏ ବିକଳ୍ପରୁ ଆମକୁ ଗୋଟିଏ ବିକଳ୍ପକୁ ଧରିବାକୁ ହେବ! ତେବେ ଆମେ ଦୈନନ୍ଦିନ ଜୀବନରେ ପ୍ରାୟ ଗୋଟିଏ ପ୍ରକାରର ସମସ୍ୟାକୁ...
ମାକ୍ସ ମୁଲାର: ବିଚାରର ଦୁଇଦିଗ
ଛାୟାକାନ୍ତ ଷଡ଼ଙ୍ଗୀ ଯେଉଁ କେତେଜଣ ଇଂରେଜ ଭାରତ ପାଇଁ କିଛି ଚିନ୍ତା କରୁଥିଲେ, ସେମାନଙ୍କ ମଧ୍ୟରେ ଥମାସ୍ ବେବିଙ୍ଗଟନ୍ ମାକ୍ଲେ ଅନ୍ୟତମ। ସେ ଜଣେ ଆଇନ ପରାମର୍ଶଦାତା ଭାବରେ ୧୮୩୪ ମସିହାରେ ଭାରତ ଆସିଲେ ଓ ଭାରତରେ ଇଂଲିଶ ଶିକ୍ଷା...
ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା
ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର...
ଘର ଲୋକ ଛାଡ଼ି ପଳାଇଲେ… ବିଜେଡି ଏବେ କରିବ କ’ଣ
ଯାଜପୁର,୨୪ା୯(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ରୋଚକ ରାଜନୈତକ ଘଟଣା ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ସମୟରେ ଅନ୍ୟ ଜିଲାରେ ପ୍ରାର୍ଥୀ ହୋଇ ହାରିଥିବା ବିଜେଡିର ଜଣେ ଜଣାଶୁଣା ନେତା ଗତ ୨୦ ତାରିଖରେ କୋରେଇ ନିର୍ବାଚନମଣ୍ଡଳୀର...
ହନୁମାନଙ୍କୁ ମିଛ ହିନ୍ଦୁ ଦେବତା କହି ବିବାଦରେ ଆମେରିକା ନେତା
ହ୍ୟୁଷ୍ଟନ୍,୨୪ା୯: ଆମେରିକାର ଜଣେ ରିପବ୍ଲିକାନ୍ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ...
ଗାଈ ସହ ଅପ୍ରାକୃତ ଯୌନକ୍ରିୟା ଅଭିଯୋଗ: ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ଼
ବାଲେଶ୍ୱର,୨୪।୯(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅମାନବୀୟ ଘଟଣା ଘଟିଛି। ନିଜର ହିତାହିତ ଜ୍ଞାନ ଭୁଲି ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଉକ୍ତ...
ବିଜେଡିର ବଡ଼ ସମସ୍ୟା: ଭାଗନେବା ନା ନେବାନି
ଭୁବନେଶ୍ୱର, ୨୪।୯(ସୁନିତ୍ ମିଶ୍ର): ବିଧାନସଭାରେ ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ ବାରମ୍ବାର ପ୍ରତିବାଦ କରୁଛି। ସେଥିଲାଗି ଅନେକ ବିଷୟରେ ଆଲୋଚନା କରିବାରେ ବିରୋଧୀ ଦଳର ସଦସ୍ୟମାନେ ସକ୍ଷମ ହୋଇପାରୁ ନାହାନ୍ତି। ଏହାକୁ ନେଇ ବିଧାୟକ ଦଳ ଭିତରେ ଦ୍ୱନ୍ଦ୍ୱ ଆରମ୍ଭ...
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୨୮ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
କୋରାପୁଟ,୨୨।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ୨୮ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲାପାଳ ଛୁଟି ବାତିଲ କରିଛନ୍ତି। ହେଡ କ୍ୱାର୍ଟର୍ସ ନ ଛାଡ଼ିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...
ରାଜ୍ୟର ପ୍ରଥମ କ୍ରିଟିକାଲ କେୟାର ବ୍ଲକରେ ବାହାରୁ ପଡ଼ିଛି ତାଲା, ଭିତରୁ ସବୁ ଯନ୍ତ୍ରପାତି ଗାଏବ, ବର୍ଷେ ନ ପୂରୁଣୁ…
ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ପଦବୀ ଖାଲି ପଡିଛି । ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ଏବଂ...
Archives


