Home Left

ଚାଲିଗଲେ ଭଞ୍ଜନଗର ଅଞ୍ଚଳର ମାମୁ, ଫୁଲ ତୋଳି ଆସିବା ପରେ ହଠାତ୍‌…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚାକୁଣ୍ଡାପଲ୍ଲୀ ରାସ୍ତାରେ ରହୁଥିବା ସିମାଞ୍ଚଳ ପାଣିଗ୍ରାହୀ (୬୮) ରବିବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଭଞ୍ଜନଗର ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ମାମୁ ଭାବେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ବହୁ…

ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୨୫ରୁ ଉର୍ଦ୍ଧ୍ବ ଛାତ୍ର….

ଖୋର୍ଦ୍ଧା,୪।୧୨(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ଯାଳୟରେ ଅଭାବନୀୟ ଘଟଣା । ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସ (ହେପାଟାଇଟିସ-ଏ) ଆକ୍ରାନ୍ତ ହୋଇଛନ୍ତି । ରବିବାର ସେମାନଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ…

ମାଦୁରୋଙ୍କ ପରେ ଏବେ ଏହି ଦେଶର ରାଷ୍ଟ୍ରପତିଙ୍କୁ ଧମକ ଦେଲେଣି ଟ୍ରମ୍ପ

ଓ୍ବାଶିଂଟନ,୪।୧: ଆମେରିକା ଭେନେଜୁଏଲାରେ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାଦୁରୋଙ୍କୁ ନ୍ୟୁୟର୍କ ଜେଲରେ ବନ୍ଦୀ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାର୍ଯ୍ୟ ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ଉତ୍ତେଜନା ବୃଦ୍ଧି କରିଛି। ଏହି…

ଜମି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ହିଂସାକାଣ୍ଡ: ଯବାନ ମୃତ, ପୁଅ ବାପା-ମା’ ଗୁରୁତର

କେନ୍ଦ୍ରାପଡ଼ା,୪।୧: ଜମି ବିବାଦରୁ ଗଡ଼ିଲା ମୁଣ୍ଡ। ଯବାନ ପୁଅ ମୃତ୍ୟୁ ବରଣ ପରେ ବେଳେ ଗୁରୁତର ବାପା-ମା’। କେନ୍ଦ୍ରାପଡ଼ା ଜିଲାର ଏକ ଗାଁରେ ଜମିଜମା ବିବାଦକୁ ନେଇ ଏଭାଲକି ହିଂସାକାଣ୍ଡ ଘଟିଛି। ଶନିବାର ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରିଲୋ…

ବନ୍ଦ ଘରକୁ ଟାର୍ଗେଟ୍‌ କରି କରୁଥିଲେ ଚୋରି, ୨ ଚୋରଙ୍କ ପାଖରୁ ମିଳିଲା ବିଦେଶୀ ଟଙ୍କା ସହ…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଦୁଇଟି ଚୋରି ମାମଲାର ରାକେଟକୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାଉଁଶଲୁଣ୍ଡିର ବଳିଆ ନାୟକ ଓ ଖୋର୍ଦ୍ଧା ଅଞ୍ଚଳର ଗୋବିନ୍ଦ ପ୍ରଧାନ।ପୋଲିସ ସେମାନଙ୍କଠାରୁ ବିଦେଶୀ ମୁଦ୍ରା ସହ ଚୋରି…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇଟି ଟ୍ରଙ୍କରେ ୩୦ ହଜାରର ଚାର୍ଜଶିଟ ଦାଖଲ

ବ୍ରହ୍ମପୁର,୪/୧(ସୁବାସ ଚନ୍ଦ୍ର ପାଢ଼ୀ):  ଆଇନଜୀବୀ ତଥା ବିଜେପି ନେତା  ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜଶିଟ ଦାଖଲ କଲା ପୋଲିସ । ଦୁଇଟି ଟ୍ରଙ୍କରେ ଏହି ଚାର୍ଜଶିଟ ରହିଛି। ପ୍ରାୟ ୩୦ହଜାର  ପୃଷ୍ଠାର ଚାର୍ଜଶିଟ ବୋଲି ଶୁଣିବାକୁ ମିଳିଛି । ଏହି…

ଏମିତି ଦେଶ, ଯେଉଁଠି ବିବାହ ପୂର୍ବରୁ ବରକନ୍ୟାଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ, ଜାଣନ୍ତୁ ଭାରତରେ କ’ଣ ରହିଛି ନିୟମ…

ମସ୍କାଟ୍‌,୪ା୧: ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ବିବାହ ପୂର୍ବରୁ ବର ଏବଂ କନ୍ୟା ହେବାକୁ ଯାଉଥିବା ଯୋଡ଼ିଙ୍କର ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ଫିଟ୍‌ନେସ୍‌ ପ୍ରମାଣପତ୍ର ନ କରିବା ପର୍ଯ୍ୟନ୍ତ ବିବାହ…

ଟିଭି ଧାରାବାହିକ ‘Naagin’ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଭିତରେ ଦେବୀ ମାତା! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୪।୧:  ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଦେବୀ ଦୁର୍ଗା ପୂଜା ସମୟରେ ସେ ଏକ ଅଜବ ଆଚରଣ କରୁଥିବାର ଦେଖାଯାଉଛି, ଯାହା ଆଶ୍ଚର୍ଯ୍ୟଜନକ ହୋଇପାରେ। ସେ…

ଆମେରିକା କବଜାରେ ଭେନେଜୁଏଲା ତେଲ, ଭାରତ ପାଇଁ ଖୋଲିଗଲା ୧ ବିଲିୟନ ଡଲାର ରାସ୍ତା

ନୂଆଦିଲ୍ଲୀ,୪ା୧: ଭେନେଜୁଏଲାର ତେଲ କ୍ଷେତ୍ରକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବା ପରେ ଏହା ଭାରତ ପାଇଁ ଏକ ବଡ଼ ସୁବିଧା ଆଣିପାରେ। ବିଶ୍ଳେଷକ ଓ ଶିଳ୍ପ ବିଶେଷଜ୍ଞଙ୍କ ମତରେ, ଏହାଦ୍ୱାରା ଭାରତର ପାଖାପାଖି ୧ ବିଲିୟନ ଡଲାର (ପ୍ରାୟ ୮୩୦୦ କୋଟି…

ତେଲ, କୋଇଲା, ସୁନା…କାହିଁକି ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା? ଜାଣନ୍ତୁ…

ଓ୍ବାଶିଂଟନ,୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ତାଙ୍କ ନିଷ୍ପତ୍ତିଗୁଡ଼ିକ ବାରମ୍ବାର ତାଙ୍କର ବ୍ୟବସାୟିକ ବୁଦ୍ଧିକୁ ପ୍ରତିଫଳିତ କରିଛି ଏବଂ ତାଙ୍କ ନୀତିଗୁଡ଼ିକ ଏହି ନୀତି ଉପରେ ଆଧାରିତ। ବାଣିଜ୍ୟ, ଲାଭ ଏବଂ ସମ୍ବଳ ଉପରେ ନିୟନ୍ତ୍ରଣ…

DA Hike Alert: ନୂଆ ବର୍ଷରେ କେବେ ବଢ଼ିବ ମହଙ୍ଗା ଭତ୍ତା, କେତେ ବଢ଼ିବ? ଜାଣନ୍ତୁ ପୂରା ସୂଚନା…

ନୂଆଦିଲ୍ଲୀ,୪।୧: ନୂତନ ବର୍ଷ ଆରମ୍ଭ ହୋଇଛି। ଏହା ସହିତ, ସରକାରୀ କର୍ମଚାରୀମାନେ ସେମାନଙ୍କର DA ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସର୍ବଦା DA (ମହଙ୍ଗା ଭତ୍ତା) ବର୍ଷକୁ ଦୁଇଥର ବୃଦ୍ଧି କରାଯାଏ। ଜାନୁଆରୀ-ଜୁନ ଅବଧି ପାଇଁ ମାର୍ଚ୍ଚରେ ଏବଂ ଜୁଲାଇ-ଡିସେମ୍ବର…

ଭେନେଜୁଏଲାକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ

ନୂଆଦିଲ୍ଲୀ,୪।୧: ଆମେରିକା ସରକାର ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରିଛି। ଆମେରିକାର ଏହି ପଦକ୍ଷେପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କିଛି ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଶାନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri