ଭାରତ ବିରୋଧରେ ବିଷ ଓଗାଳିଲେ ମହମ୍ମଦ ୟୁନୁସ: ପାକିସ୍ତାନ ପରେ ବାଂଲାଦେଶ ବି…
ଢାକା,୨୫।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଗୁରୁବାର ଭାରତ-ବାଂଲାଦେଶ ସମ୍ପର୍କ ଉପରେ ଏକ ମହମ୍ମଦ ୟୁନୁସ ଦେଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ସମସ୍ୟା ରହିଛି। କାରଣ ସେମାନେ ଗତ ବର୍ଷର ଛାତ୍ର ପ୍ରତିବାଦକୁ...
ଆପଣଙ୍କ ପାଖରେ ୨ଟି କ୍ରେଡିଟ୍ କାର୍ଡ ଅଛି କି? ମିଳିବ ଏହି ୫ ଲାଭ, ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୫।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ନୂଆ ତଥ୍ୟ ଅନୁଯାୟୀ, ୨୦୨୫ ଜୁଲାଇରେ ଦେଶରେ ମୋଟ କ୍ରେଡିଟ କାର୍ଡ ଖର୍ଚ୍ଚ ୧.୯୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଜୁନ ୨୦୨୫ରେ ୧.୮୩ ଲକ୍ଷ କୋଟି ଟଙ୍କା...
ସଲମାନଙ୍କ ଦୁଃଖ, କହିଲେ ଶତ୍ରୁକୁ ବି ନ ହେଉ ଏମିତି ରୋଗ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହିତ ମଧ୍ୟ ଲଢ଼ିଛନ୍ତି। ସମ୍ପ୍ରତି, ଆମାଜନ ପ୍ରାଇମ...
ଛାତ୍ରୀଙ୍କୁ ”ବେବି” କହି ମେସେଜ କରୁଥିଲେ ବାବା, ଋଷିକେଶ ନେଇ ଦେଉଥିଲେ ନିର୍ଯାତନା
ନୂଆଦିଲ୍ଲୀ,୨୫।୯: ନୂଆଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆନ ମ୍ୟାନେଜମେଣ୍ଟର ନିର୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ନିର୍ଯାତନ, ଜବରଦସ୍ତି ଓ ଧମକ ଅଭିଯୋଗରେ ତଦନ୍ତ ଜୋରଦାର ହୋଇଛି। ୫୨ ବର୍ଷୀୟ ଏହି ଆଧ୍ୟାତ୍ମିକ ନେତା, ଯିଏ ଓଡ଼ିଶାରେ...
ସ୍ବାମୀ ଶୋଇଥିବାବେଳେ ବୟଫ୍ରେଣ୍ଡଙ୍କ ସହ ଭିଡିଓ କଲ୍ରେ କଥା ହେଉଥିଲେ ସ୍ତ୍ରୀ: ହଠାତ୍ ହୋଇଗଲା ଏମିତି ଭୁଲ୍, ଶେଷରେ…
ଲକ୍ଷ୍ନୌ,୨୫।୯: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ମହିଳା ଠକାମୀର ଶିକାର ହୋଇଛନ୍ତି। ସେ ତାଙ୍କ ସ୍ବାମୀଙ୍କଠାରୁ ବିରକ୍ତ ହୋଇଯାଇ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହିତ ବନ୍ଧୁତା କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ନିର୍ଯାତନାର ସମସ୍ତ ବିବରଣୀ ତାଙ୍କ ସହିତ...
ରୋଷେଇ ଚାଲିଥିବାବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଆଉ ତା’ ପରେ…
ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମାକଲପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ରୋଷେଇ ଚାଲିଥିବାବେଳେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମାକଲପୁର ପୋଷ୍ଟ୍ ଅଫିସ ପଛ ପାଖରେ ଏକ ବିଲ୍ଡିଂରେ ରୋଷେଇ ଚାଲିଥିବା ସମୟରେ ନିଆଁ...
‘EVMର କାଉଟିଂ ପୂର୍ବରୁ ଶେଷ ହେବ ପୋଷ୍ଟାଲ ବାଲଟର ଗଣତି, କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ECI ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ (ECI) ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପୋଷ୍ଟାଲ ବାଲଟ ଗଣନା ସହିତ ଜଡିତ। କମିଶନ ଏବେ ଘୋଷଣା କରିଛନ୍ତି ଯେ ବିଳମ୍ବ ଏବଂ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ପୋଷ୍ଟାଲ ବାଲଟ...
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ,୨୫।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରୁଷିଆ ସହିତ ଯୁଦ୍ଧ...
ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ, ଏଥର କୋର୍ଟରେ ଲଢେଇ
ମୁମ୍ବାଇ,୨୫।୯: ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖେଡେ ନେଟ୍ଫ୍ଲିକ୍ସ ସିରିଜ୍ ‘ଦି ବା***ଡସ୍ ଅଫ୍ ବଲିଉଡ୍’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି। ଆର୍ଯ୍ୟନ ଖାନ ନିର୍ଦେଶିତ ଏହି ସିରିଜ୍ରେ ତାଙ୍କୁ ଭୁଲ...
ଏହି ଖେଳାଳିଙ୍କ ପ୍ରତି ଅନ୍ୟାୟ କରିଦେଲେ ଗମ୍ଭୀର, BCCIକୁ ତୀବ୍ର ସମାଲୋଚନା
ନୂଆଦିଲ୍ଲୀ,୨୫।୯: ବେଙ୍ଗଲର ଷ୍ଟାର କ୍ରିକେଟର ଅଭିମନ୍ୟୁ ଇସ୍ୱରନ ଗତ ତିନି ସିଜନ ଧରି ଭାରତୀୟ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଦଳରେ ଥିଲେ, କିନ୍ତୁ ଖେଳିବାର...
ଯୁବରାଜ ସିଂହଙ୍କ ପତ୍ନୀ ହେଜେଲଙ୍କୁ ନେଇ ଚମକାଇବା ଭଳି କଥା କହିଲେ ପିତା ଯୋଗରାଜ
ନୂଆଦିଲ୍ଲୀ,୨୫।୯: ଯୋଗରାଜ ସିଂହ ପ୍ରାୟତଃ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି, କିମ୍ବା ସେ ବିନା ଦ୍ୱିଧାରେ ଖୋଲାଖୋଲି ଭାବରେ ତାଙ୍କ ମନ କଥା କୁହନ୍ତି। ହେଲେ, ତାଙ୍କ କଥା ଅନେକ ସମୟରେ ବିବାଦ ସୃଷ୍ଟି କରେ।...
ଯୌତୁକରେ ବକ୍ସ ଖଟ ନେଇଥିଲେ ନବବଧୂ, ଏହା ଭିତରୁ ବାହାରିଲେ ପ୍ରେମିକ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ନୂଆନୂଆ ଭିଡିଓ ଭାଇରାଲ ହେଉଥିବାବେଳେ କେତେକ ଘଟଣା ସମାଜର ଅନ୍ଧକାର ପାର୍ଶ୍ୱକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ନଜିର ରହିଛି। ନିକଟରେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଖୁବ୍ ହଇଚଇ ସୃଷ୍ଟି କରିଛି। ଏଥିରେ ଦେଖାଯାଇଛି ଜଣେ...
Archives


