Home Left

“ମୋ ଉପରେ ଥିଲା ଶାଗୁଣା ପରି ନଜର”, ବାବାଙ୍କ ବିରୋଧରେ ୨୦୧୬ରେ ମାମଲା କରିଥିଲେ ମହିଳା

ନୂଆଦିଲ୍ଲୀ,୨୬ା୯: ୨୦୧୬ରେ ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ ସରସ୍ୱତୀ ବା ସ୍ୱାମୀ ପାର୍ଥସାରଥୀ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ବାବାଙ୍କର “ଶାଗୁଣା ପରି ନଜର” ତାଙ୍କ ଉପରେ ଥିଲା। ୬୨ ବର୍ଷୀୟ...

ଜଳସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ବେଖାତିର

ନୂଆପଡ଼ା,୨୬ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ତିଖାଳିଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ୍‌ ବିସ୍ଥାପିତ ନାମରେ କେଳେଙ୍କାରି ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କୋମନା ବ୍ଲକ ବେଲଗଁା, ହରିପୁର, ଲମ୍ବିପାଣି,...

ଓଡ଼ିଶାକୁ ଦେଶର ଶୀର୍ଷ ତିନି ସ୍ୱଚ୍ଛ ରାଜ୍ୟ ମଧ୍ୟରେ ପହଞ୍ଚାଇବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୨୬।୯: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟବାସୀଙ୍କୁ ଓଡ଼ିଶାକୁ ଦେଶର ଶୀର୍ଷ ତିନି ସ୍ୱଚ୍ଛ ରାଜ୍ୟ ମଧ୍ୟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଅଂଶଗ୍ରହଣ କରି...

ବେନିୟମ ବାଣ କାରବାର, ଲକ୍ଷାଧିକ ଟଙ୍କାର ବାଣ ଜବତ: ୭ ଜୁଆଡି ଗିରଫ

ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ)-ଦଶହରା ପୂର୍ବରୁ କାଳୀପୂଜା ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ପୂର୍ବ ଅପେକ୍ଷା ଜୁଆ ଖେଳ ବହୁତ ବଢ଼ିଥାଏ। ସେହିଭଳି ଏହି ସମୟରେ ବେନିୟମ ବାଣ ଦୋକାନ ମଧ୍ୟ ଶହ ଶହ ଖୋଲି ଥାଏ। ବେନିୟମ ବାଣ ଦୋକାନ ଦ୍ୱାରା ବାଣ...

ଚାଷୀଙ୍କ ମୁହଁରେ ହସ ଫୁଟାଇଲା ରେତ ଜଳସେଚନ ପ୍ରକଳ୍ପ: ମରୁଡ଼ି ଅଞ୍ଚଳ ହେଲା ଶସ୍ୟଶ୍ୟାମଳା

ଭବାନୀପାଟଣା,୨୬ା୯ (ଉତ୍ତମ କୁମାର ଦାଶ):ଜଳସେଚନ ଅଭାବରୁ ଦିନେ ଯେଉଁ ଅଞ୍ଚଳରେ ମରୁଡି ଭଳି ସ୍ଥିତି ଉପୁଜୁଥିଲା ଆଜି ସେହି ଅଞ୍ଚଳରେ ଜଳ ସେଚନ ପରେ ଚାଷ ଜମି ଶସ୍ୟଶ୍ୟାମଳା ହୋଇଛି। ଏହାର ଶ୍ରେୟ ନେଉଛି ରେତ ଜଳସେଚନ ପ୍ରକଳ୍ପ। ଏହି...

ମା’ ସମଲେଶ୍ବରୀଙ୍କ ସ୍କନ୍ଧମାତା ବେଶ, ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

ବରଗଡ଼,୨୬।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜା ଉତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ଶୁକ୍ରବାର ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ...

ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲେ ବାପା: ଜଣାପଡ଼ିବା ପରେ ମିଳିଲା…

ଭୁବନେଶ୍ୱର,୨୬ା୯ (ସତ୍ୟଜିତ୍‌ ରାଉତ): ନାବାଳିକା ଝିଅକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ଆଡ୍‌ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର (ପୋକ୍ସୋ) କୋର୍ଟର ବିଚାରପତି ସରୋଜ କୁମାର ସାହୁ ମହିଳା ଥାନାରେ...

ବାଲିଯାତ୍ରା ପ୍ଲଟ ଆବଣ୍ଟନ: ଆଜିଠୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିପାରିବେ ଆବେଦନ

କଟକ,୨୬ା୯(କାର୍ତ୍ତିକ ସାହୁ):ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିଲାମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଅତିରିକ୍ତ...

ଆଜି ଅବପାତର ରୂପ ନେବ ଲଘୁଚାପ: ୩ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୨୬ା୯(ବନ୍ଦନା ସେଠୀ):ବଙ୍ଗୋପସାଗରରେ ଏବେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଶୁକ୍ରବାର ଏହା ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ...

ବିଗୁଡୁଛି ଆଇନ ଶୃଙ୍ଖଳା: ସ୍ବେଚ୍ଛାସେବୀଙ୍କୁ ସଂଘବଦ୍ଧ ଆକ୍ରମଣ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ନିଶା କାରବାରରୁ ଅପରାଧ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗୁରୁବାର ଦିନ ଦ୍ବିପ୍ରହରରେ ଜିଲାର ଜଣେ ଆଗଧାଡିର ସ୍ବେଚ୍ଛାସେବୀ ତଥା ସଂକଳ୍ପ ପରିବାରର ସଭାପତି...

ଯନ୍ତ୍ରଣା ବଢ଼ାଉଛି ଜଗନ୍ନାଥ ସଡ଼କ, କଷ୍ଟ ଦେଉଛି ରାସ୍ତା ଗର୍ତ୍ତ

ଧର୍ମଶାଳା ୨୫।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ୧୬ ଜାତୀୟ ରାଜପଥ ବୁଦ୍ଧଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। ୪ ଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ କାମ ଆରମ୍ଭ ହୋଇଥିଲେ...

ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ

କେସିଙ୍ଗା,୨୫ା୯(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri