ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର
ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ ଯାଉଥିବାବେଳେ ଅସୁସ୍ଥତା କାରଣରୁ ଅଧାରାସ୍ତାରେ ବହି ବସ୍ତାନି ସହ ଟଳି ପଡ଼ିଥିଲେ। ଖବରପାଇ...
SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ ବ୍ୟାଙ୍କ (D-SIB) ଭାବରେ ସେମାନଙ୍କର ସ୍ଥିତି ବଜାୟ ରଖିଛନ୍ତି। ଏହି ବ୍ୟାଙ୍କଗୁଡ଼ିକର ଦେଶର...
ଗୋଟିଏ ଦିନ ତିଷ୍ଠିଲା ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ: ଭାଙ୍ଗିଦେଲେ ପାକିସ୍ତାନୀ କ୍ରିକେଟର୍
ନୂଆଦିଲ୍ଲୀ,୧୩।୧୨: ଏସିଆ କପରେ ଗୋଟିଏ ଦିନ ମଧ୍ୟ ତିଷ୍ଠି ପାରି ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ। ଜଣେ ପାକିସ୍ତାନୀ ଖେଳାଳି ତାଙ୍କୁ ଅତିକ୍ରମ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ ୧୯ ବର୍ଷରୁ କମ କ୍ରିକେଟ ଏସିଆ କପର ପ୍ରଥମ...
ଏହି ବ୍ୟକ୍ତିଙ୍କ ଉପରେ ପଡେ ଶନି ମହାଦଶା, ନକରାତ୍ମକ ପ୍ରଭାବକୁ ହେବ ପ୍ରବଳ କ୍ଷତି!
ଶନିଦେବଙ୍କୁ କର୍ମଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ନଅଟି ଗ୍ରହ ମଧ୍ୟରୁ ଶନିଦେବଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଯେଉଁମାନେ ଶନିଦେବଙ୍କ ଉପରେ...
ରାଜଧାନୀ ଆକାଶରେ ବିଷ, ୧୮ଟି ଅଞ୍ଚଳରେ AQI ୪୦୦ ପାର୍
ନୂଆଦିଲ୍ଲୀ,୧୩।୧୨: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସକାଳ ଦିଲ୍ଲୀରେ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। ରାଜଧାନୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗି ରହିଥିଲା, ଆଜି ସକାଳେ ଗମ୍ଭୀର ବର୍ଗ...
ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!
ନୂଆଦିଲ୍ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା ଦେବା ଉଚିତ। ତଥାପି, ଅନେକ ଲୋକ ଏହାକୁ ଅଣଦେଖା କରନ୍ତି। ସେମାନଙ୍କର ମାସିକ...
ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର ବିୟର କରାଯାଇ ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶର ରାୟ ପ୍ରକାଶ ପାଇଛି। ଏହା...
ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ, ଗୋଡ଼ିବାରୀଠାରେ ଦେଖିବେ ଦର୍ଶକ
ଭୁବନେଶ୍ବର,୧୩।୧୨: ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ । ଗତ ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ହାତୀ...
ଭିନ୍ନମୋଡ ନେଲା ଜାମସର ପୋଖରୀକୁ ଟ୍ରକ ପଶିବା ଘଟଣା: ଦୁର୍ଘଟଣା ରଚିଥିଲେ ଡ୍ରାଇଭର
ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ):ଗତ ନଭେମ୍ବର ୧୭ ତାରିଖ ରାତିରେ ବଲାଙ୍ଗୀର-ବରଗଡ ୨୬ନଂ. ଜାତୀୟ ରାଜପଥ ପୁଇଁତଳା ଥାନା ଅନ୍ତର୍ଗତ ଜାମସର ପୋଖରୀକୁ ଏକ ମାଲ ପରିବହନ ଟ୍ରକ ପଶି ଯାଇଥିଲା। ପୋଲିସ ଖୋଳତାଡ ପରେ ଏହି ମାମଲା ଭିନ୍ନ ମୋଡ ନେଇଛି।...
ଏଇ ଭାରତରେ
ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍ଏସ୍) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଅଭିନବ ଉପାୟରେ ଜଳାଶୟ ନିର୍ମାଣ କରୁଛନ୍ତି। ଏହା ‘ଅନନ୍ତ ନେରୁ ସଂରକ୍ଷଣ...
ଶିକ୍ଷକ ହେବା କି ସହଜ କଥା
କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ ମମତାଭରା ମନ, ଅନୁସନ୍ଧିତ୍ସୁ, ପର୍ଯ୍ୟବେକ୍ଷଣ ଶକ୍ତି ସହିତ ଧୈର୍ଯ୍ୟର ଶକ୍ତି, ହୃଦୟସ୍ପର୍ଶୀ ଭାବ-ଭାଷା,...
ଯନ୍ତ୍ରଣା ଦେଉଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ : ଥମୁନି ତୁଷାରପାତ
ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଶନିବାର ତୃତୀୟ ଦିନରେ ମଧ୍ୟ ତୁଷାରପାତ ହୋଇଛି। ଶୀତର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଲକ ଅଞ୍ଚଳର ସିମନବାଡି, ବାଡାବାଙ୍ଗା, ସିଆଙ୍ଗବାଲି, ଗ୍ରୀନବାଡିର କିଳାବାଡି, ପ୍ଳିହେରୀ, କଫିବଗିଚା, କଲେଜ ପଡିଆ, ଶ୍ରୀପଙ୍କା,...
Archives


