ଏହି ୪ରାଶିର ଝିଅଙ୍କ ଖୋଲିଲା ଭାଗ୍ୟ, ଶନିଙ୍କ କୃପାରେ ମିଳିବ ମନ ମୁତାବକ ଜିନିଷ!
ନୂତନ ବର୍ଷ 2026 ଆରମ୍ଭ ହୋଇଛି। ସମସ୍ତେ ଭାବୁଛନ୍ତି ଯେ ସେମାନଙ୍କର ବର୍ଷ କିପରି ହେବ। ପ୍ରସିଦ୍ଧ ଜ୍ୟୋତିଷ ଡକ୍ଟର ବାସବରାଜ ଗୁରୁଜୀ ଭବିଷ୍ୟବାଣୀ କରିଛନ୍ତି ଯେ ଏହି ବର୍ଷ ବାରଟି ରାଶି ମଧ୍ୟରୁ ଚାରିଟି ରାଶିର ମହିଳାମାନଙ୍କ ପାଇଁ ଅତ୍ୟନ୍ତ…
ମନ୍ତ୍ରୀଙ୍କ ବଡ଼ ସୂଚନା, ସ୍ଲିପର କୋଚ ବସ୍ରେ ରହିବ ପାଣି ଟାଙ୍କି, ସହ ସ୍ପ୍ରିଙ୍କଲର୍, ନିୟମ ନ ମାନିଲେ…
ଭୁବନେଶ୍ୱର,୧୦।୧: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ବସ୍ ମାଲିକ ସଂଘର ବୈଠକ ପରେ ମନ୍ତ୍ରୀ ଜେନା କହିଛନ୍ତି, ସ୍ଲିପର୍ କୋଚ ବସ୍ ପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଲିପର…
ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…
ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏପରିକି ହତ୍ୟା କରିବା ପରେ ପୁତୁରା ଜଣକ…
ଦେଢଲକ୍ଷ ଯାଏ ମାଗଣା ଚିକିତ୍ସା! ସରକାରଙ୍କ ବଡ଼ ଘୋଷଣା, ଜାଣନ୍ତୁ ପୂରା ସୂଚନା…
ନୂଆଦିଲ୍ଲୀ,୧୦।୧: ପ୍ରତିବର୍ଷ ଭାରତରେ ପ୍ରାୟ 150,000 ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି। ଏହି ମୃତ୍ୟୁ ମଧ୍ୟରୁ ଅନେକ ଚିକିତ୍ସା ଅଭାବରୁ ହୋଇଥାଏ। ଯଦି ସମୟସାପେକ୍ଷ ଚିକିତ୍ସା ଯୋଗାଇ ଦିଆଯାଏ, ତେବେ ଶହ ଶହ ଜୀବନ ବଞ୍ଚାଇ ଦିଆଯାଇପାରିବ। ଚିକିତ୍ସାରେ ଏକ…
ଭାରତର ସବୁଠାରୁ ମହଙ୍ଗା ଛାଡପତ୍ର! ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କୁ ଜମା କରିବାକୁ ପଡିବ ଏତେ ହଜାର କୋଟି ଟଙ୍କାର ବଣ୍ଡ
ନୂଆଦିଲ୍ଲୀ,୧୦।୧: ଜୋହୋର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀଧର ଭେମ୍ବୁଙ୍କ ଛାଡପତ୍ରକୁ ଭାରତର ସବୁଠାରୁ ମହଙ୍ଗା ବୋଲି ବିବେଚନା କରାଯାଉଛି। କାଲିଫର୍ନିଆରେ ଚାଲିଥିବା ଛାଡପତ୍ର ମାମଲାରେ, କୋର୍ଟ ଶ୍ରୀଧର ଭେମ୍ବୁଙ୍କୁ $1.7 ବିଲିୟନ ମୂଲ୍ୟର ବଣ୍ଡ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଧର…
କଳାହାଣ୍ଡି ଉତ୍ସବ ଘୁମୁରା: ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର
କେସିଙ୍ଗା,୧।୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶନିବାର ସକାଳେ ମହାସମାରୋହରେ ୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନ ୮ଟାରେ ସହରର ଅଧିଷ୍ଠାତ୍ରୀ ଦେବତା…
ଅଭିଯୁକ୍ତଙ୍କୁ ଖସାଇ ନେବାକୁ ପୋଲିସକୁ କରିଥିଲେ ଢେଲା ମାଡ: ପରେ ଜଣଙ୍କ ପରେ ଜଣଙ୍କୁ…
ବାଲେଶ୍ୱର,୧୦।୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଅରଡବଜାର ଗଉଡ଼ସାହି ନିକଟରେ ଚଢ଼ାଉ କରାଯାଇ ଦମ୍ପତି ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୬୮ ଗ୍ରାମ ବ୍ରାଉନସୁଗର, ବୁଲେଟ ମୋଟରସାଇକେଲ, ମୋବାଇଲ ଜବତ ହୋଇଥିଲା l…
ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…
ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ…
ଖୁଲମଖୋଲା କରୁଥିଲେ ମଦ ବିକ୍ରି: ଭିଡିଓ ହେଉଥିଲା ଭାଇରାଲ, ପରେ…
ପରଜଙ୍ଗ୧୦।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡିଠାରୁ ଅଳ୍ପଦୂର ରୋଡ଼ ଗାଁମାରୁ ଜଣେ ମଦ ବେପାରୀଙ୍କୁ ଧରିଛି ଅବକାରୀ ଟିମ୍। ଏଥିସହିତ ତାଙ୍କଠାରୁ ବିଫୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ…
୨୯ କୋଟି ଟଙ୍କାର ମାଛ କିଣିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନୂତନ ବର୍ଷର ପ୍ରଥମ ନିଲାମରେ, ଏକ ମାଛ ଏତେ ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଛି ଯେ, ସେହି ମୂଲ୍ୟରେ ଭାରତରେ ଅନେକ ବିଳାସପୂର୍ଣ୍ଣ ବଙ୍ଗଳା ସହଜରେ କିଣିହୋଇଯିବ। ବ୍ଲୁଫିନ ଟୁନା ନାମକ…
ସ୍ବାମୀଙ୍କ ହତ୍ୟା ମାମଲା ଲଢିବାକୁ ଯାଇଥିବା ପତ୍ନୀଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ,୧୦।୧: ଉତ୍ତର-ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ମୃତକଙ୍କ ନାମ ରଚନା ଯାଦବ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ…
୨୦୨୬ରେ ଶନିଙ୍କ ଚଳନ, ଏହି ରାଶିଙ୍କ ପାଖରେ ରହିବନି ଟଙ୍କା, ମାଡ଼ିଆସିବ ବିପଦ!
ଗତ ବର୍ଷ, ୨୦୨୫ ମସିହାରେ, ୨୯ ମାର୍ଚ୍ଚରେ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ଚଳନ କରିଥିଲେ। ଏହି ବର୍ଷ, ୨୦୨୬ ମସିହାରେ, ଶନି ସମଗ୍ର ବର୍ଷ ପାଇଁ ମୀନ ରାଶିରେ ରହିବେ। ୭ ମାର୍ଚ୍ଚ, ୨୦୨୬ ରୁ ୧୩ ଏପ୍ରିଲ,…
Archives


