Home Left

ସଡ଼କ ଦୁର୍ଘଟଣାରେ ମୃତ ଭିକାରୀଙ୍କ କଣ୍ଟେନରରୁ ମିଳିଲା ୪.୫ ଲକ୍ଷ ଟଙ୍କା, ରହିଛି ବହୁ ବିଦେଶୀ ମୁଦ୍ରା? କାହାକୁ ମିଳିବ ଏହା…

ଥିରୁଭାନନ୍ତପୁରମ,୮।୧: କେରଳର ଆଲାପୁଝାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଭିକାରୀଙ୍କ ମୃତ୍ୟୁ ଘଟିଛି। ଭିକାରୀଙ୍କ ଜିନିଷପତ୍ର ଯାଞ୍ଚ କରିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଥିଲା। ଭିକାରୀଙ୍କ ପାତ୍ର ଖୋଲାଯାଇଥିଲା, ଯାହା ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ପ୍ରକୃତରେ, ଆଲାପୁଝାର ଚାରୁମୁତ…

କଳାହାଣ୍ଡି ଘୁମୁରା ଉତ୍ସବ: ବାଦ୍ୟଯନ୍ତ୍ରରେ କେସିଙ୍ଗା କମ୍ପିଲା ସହର, ବ୍ଲକ ଅଧ୍ୟକ୍ଷ-ବିଡିଓଙ୍କୁ…

କେସିଙ୍ଗା,୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପକ୍ଷରୁ ୨୮ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଥିବା ବେଳେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ସଭାପତିତ୍ୱରେ ବିଦ୍ୟାପୀଠର…

‘ଭାଇ, ଏସବୁ କଣ?’ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହେଲେ ଅଶ୍ବିନ, କହିଲେ ଏତିକି….

ନୂଆଦିଲ୍ଲୀ,୮।୧: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ମନ୍ତବ୍ୟ ସମଗ୍ର କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛି । ଅଶ୍ୱିନ ଗତ ୩୦ ଦିନ ମଧ୍ୟରେ ବୈଭବଙ୍କ ଘରୋଇ ଏବଂ ଅଣ୍ଡର…

ଏମିତି ଗାଁ, ଯେଉଁଠି ସମସ୍ତେ ବାମନ, ଉଚ୍ଚତା ଜାଣିଲେ…

ଦୁନିଆରେ ଏପରି ଅନେକ ରହସ୍ୟ ଅଛି ଯାହା ଜାଣିବାକୁ ଏବଂ ଶୁଣିବାକୁ ଆଶ୍ଚର୍ଯ୍ୟଜନକ। ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଏହି ରହସ୍ୟଗୁଡ଼ିକର ସମାଧାନ କରିପାରି ନାହାନ୍ତି। ଏହି ରହସ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚାଇନାର ଏକ ଗାଁ। ଦଶନ୍ଧି ଧରି ଏହି ଗାଁରେ…

୬,୬,୬,୬,୬,୬,୬,୬,୬ ବିଜୟ ହଜାରେ ଟ୍ରଫିରେ ଛକା ବର୍ଷା କଲେ ହାର୍ଦ୍ଦିକ ପାଣ୍ଡ୍ୟା, ମାତ୍ର ୧୯ ବଲରେ…

ନୂଆଦିଲ୍ଲୀ,୮।୧: ଭାରତର ଡ୍ୟାସିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ବରୋଦା ପାଇଁ ଚଣ୍ଡିଗଡ଼ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାନୁଆରୀ ୮ ତାରିଖରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ହାର୍ଦ୍ଦିକ ମାତ୍ର ୩୧ ବଲରେ ୭୫ ରନ…

ମାସକରେ ୩ ଥର ତୁଷାରପାତ: ଘରୁ ବାହାରି ପାରୁନାହାନ୍ତି ଲୋକେ

ପଟାଙ୍ଗି,୮ା୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଅପରାହ୍ନ ପରେ ଘରୁ ବାହାରିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହିପରି ଦୃଶ୍ୟ ବ୍ଲକରେ ଦିନେ ନୁହେଁ କି ଦୁଇଦିନ ନୁହେଁ।…

ପୁଅ ଗୋଲାର କଥା ଶୁଣି କାହିଁକି କାନ୍ଦିଲେ ଭାରତୀ? କାରଣ ଜାଣିବା ପରେ ଆପଣବି….

ନୂଆଦିଲ୍ଲୀ,୮ା୧: ଭାରତୀ ସିଂ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି । କମେଡି କୁଇନ୍ ଏକ ନୂତନ ଭ୍ଲଗ୍ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅକୁ କୁଣ୍ଢାଇ କାନ୍ଦୁଥିବାର ଦେଖାଯାଉଛି । ସେ ତାଙ୍କ…

ଲୁଟ୍‌ ପରେ ଚୋରି ଅଳଙ୍କାରକୁ ଘର ପଛପଟେ ଲୁଚାଇ ରଖିଥିଲେ ଦୁର୍ବୃତ୍ତ, ଅଚାନକ ଚଢାଉ କଲା ପୋଲିସ

ଖୋର୍ଦ୍ଧା,୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସ ଏକ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ। ୨ କେଜି ୬୩୮ଗ୍ରାମ ରୂପା, ଟିଭିଏସ ଆପାଚି ବାଇକ, ୨ଟି ଲୁହାରଡ ଜବତ…

ବସକୁ ସାଇଡ ଦେଇ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍, ଡ୍ରାଇଭର…

ମୋହନା,୮ା୧( ମନ୍ମଥ ମିଶ୍ର ): ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ପିକଅପ୍ । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଡି ଚାଳକ । ସୂଚନା ଅନୁସାରେ, କେନ୍ଦୁଝର…

ମହିଳାଙ୍କ ପାଇଁ କେଉଁ ସହର ସବୁଠାରୁ ସୁରକ୍ଷିତ? ସବୁଠୁ ଆଗରେ…

ମହିଳାମାନଙ୍କ ପାଇଁ କେଉଁ ସହର ସବୁଠାରୁ ସୁରକ୍ଷିତ ଏବଂ ସର୍ବୋତ୍ତମ । ସମସ୍ତଙ୍କୁ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଇଚ୍ଛା ଥାଏ । ତେବେ ପ୍ରତ୍ୟେକ ବର୍ଷ ଏନେଇ ଏକ ରିପୋର୍ଟ ବାହାରିଥାଏ । ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଅଂଶଗ୍ରହଣ,…

ଡାକ୍ତରଙ୍କ ଦୁଇ ଘଣ୍ଟିଆ ବହିର୍ବିଭାଗ ବନ୍ଦ ଆନ୍ଦୋଳନ: ଚିକିତ୍ସା ଅପେକ୍ଷାରେ ରୋଗୀଙ୍କ ଲମ୍ବା ଲାଇନ୍‌

ବଣାଇଁ,୮ା୧(ପ୍ରଦୀପ ତ୍ରିପାଠୀ): ସାରା ରାଜ୍ୟରେ ଡାକ୍ତରମାନେ ଏବେ ଆନ୍ଦୋଳନରତ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଛନ୍ତି। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri