Home Left

ତାରାତାରିଣୀ, ଦକ୍ଷିଣକାଳୀଙ୍କ ପୀଠରେ ମହାଷ୍ଟମୀ: ମହାଗୌରୀ, ମହାକାଳୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୯ା୯( ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ସୋମବାର ମହାଷ୍ଟମୀ ପୂଜା ଚାଲିଛି। ଏହାକୁ ଦେଖିବା ସହ ଆର୍ଶିବାଦ ଭିକ୍ଷାଲାଗି ଜିଲା ତଥା ଜିଲାବାହାରୁ ବହୁ ଭକ୍ତଙ୍କ ଭିଡ ଲାଗିଛ। ମା’ଙ୍କ ସକାଳ ସ୍ନାନ...

ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ ଆରମ୍ଭ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଶାରଦୀୟ ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ସୋମବାର ଶୁଭାରମ୍ଭ ହୋଇଛି। ଏଥିପାଇଁ ସହର ଉତ୍ସବ ମୁଖର ହୋଇଛି। ବିଳମ୍ବିତ ସନ୍ଧ୍ୟାରେ...

୬୬ ବର୍ଷରେ ରିଷିଡ଼ା ସାର୍ବଜନନୀ ଦୁର୍ଗାପୂଜା

ରିଷିଡ଼ା,୨୯ା୯ (ସୁଶାନ୍ତ ମଲ୍ଲିକ: କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ଫାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ।...

ରାତି ପାହିଲେ ମା’ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଭବାନୀପାଟଣା ସହର ଚଳ ଚଞ୍ଚଳ

 ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ରାତି ପାହିଲେ ଅର୍ଥାତ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ସହରରେ ମହାସମାରୋହରେ ପାଳନ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି  ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲା। ଏଥିରେ ଲକ୍ଷାଧିକ ଭକ୍ତ...

ଉପନିର୍ବାଚନ ପାଇଁ ପ୍ରଶାସନର ତତ୍ପରତା: ପ୍ରଶାସନ ଓ ରାଜନୈତିକ ଦଳ ସହ କମିଶନରଙ୍କ ଆଲୋଚନା

ନୂଆପଡ଼ା,୨୯ା୯ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲା ପ୍ରଶାସନ ତପତ୍ରତା ପ୍ରକାଶ କରିଛି। ରବିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବଜର୍ଭର ସଚିନ ରାମଚନ୍ଦ୍ର ଯାଦବ ନୂଆପଡ଼ା ଗସ୍ତ କରି ଜିଲାପାଳ, ଏସ୍‌ପି, ପ୍ରଶାସନିକ ଅଧିକାରୀ,...

ଆର୍‌ଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳିତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ):  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ଭଞ୍ଜନଗର ଶାଖା ପକ୍ଷରୁ ରବିବାର ଏବଂ କୁଲାଡ ଶାଖା ପକ୍ଷରୁ ସୋମବାର ଆରଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳନ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମରେ ସଂଘରେ ଯୋଗ ଦେଇଥିବା ଶତାଧିକ...

ଦିଗପହଣ୍ଡିର ଗୌରବ ଓଏଏସ ଉତ୍ତୀର୍ଣ୍ଣ କାଳୁଙ୍କୁ ଭେଟିଲେ ବିଧାୟକ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଥିବା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ଚାଷୀ ପୁଅ କାଳୁ ରାଉତଙ୍କୁ ସୋମବାର ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।...

 ଗୋଡ଼ାଇଲା ହାତୀ: ଦୌଡ଼ିଲେ ବନକର୍ମଚାରୀ 

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି।ସୋମବାର ସନ୍ଧ୍ୟାରେ ଗୋଟିଏ ଦନ୍ତା ହାତୀ...

ତେରେସିଂହାର ମା’ ବସ୍ତ୍ରେନ ମନ୍ଦିର ପ୍ରତିଷ୍ଠା

କର୍ଲାମୁଣ୍ଡା,୨୯।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମା’ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ସୋମବାର ହୋଇ ଯାଇଛି । ଏଥିରେ ସହଦେବ ନାଗ ଓ ତାଙ୍କ ପତ୍ନୀ ଉର୍ମିଳା ନାଗ କର୍ତ୍ତା ଦାୟିତ୍ୱରେ ରହିଥିବା...

ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି ୨୪ ଘଣ୍ଟା ଖୋଲା ରହିବ ଦୋକାନ

ଭୁବନେଶ୍ୱର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ଫ୍ୟାକ୍ଟ୍ରୀ ଆଇନ, ୧୯୪୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହି ସଂଶୋଧନ ଅନୁଯାୟୀ, ୨୦ ବା...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: କଲେଜ ନିକଟ ରାସ୍ତା କଡ଼ରୁ ମିଳିଲା ମୃତଦେହ

ପାଟଣା,୨୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ମାଟିଆଗୁନି ରାସ୍ତାର କଲେଜ ନିକଟ ରାସ୍ତା କଡ଼ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ...

ଘୁମୁସର ଉତ୍ତର ବନଖଣ୍ଡରେ ୫୨ ହାତୀ: ଲୋକେ ସେଲ୍‌ଫି ନେବାକୁ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି। ରବିବାର ରାତିରେ ହାତୀ ନିଧିଆପଲ୍ଲୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri