Home Left

ମାସିକ କାଳାଷ୍ଟମୀ-ଜନ୍ମାଷ୍ଟମୀରେ ‘ସୁକର୍ମ ଯୋଗ’ର ଅଦ୍ଭୁତ ମିଶ୍ରଣ, ଏହି ୩ ରାଶିର ଜୀବନରେ ମାଡି ଆସିବ…

ଜାନୁଆରୀ ୧୦, ୨୦୨୬, ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ମାସିକ କାଳାଷ୍ଟମୀ ଏବଂ ମାସିକ କୃଷ୍ଣ ଜନ୍ମାଷ୍ଟମୀର ସଂଯୋଗକୁ ଚିହ୍ନିତ କରେ। ଏହା ବ୍ୟତୀତ, ଶୁଭ “ସୁକର୍ମ ଯୋଗ” ମଧ୍ୟ ସୃଷ୍ଟି ହେଉଛି, ଯାହା ଏହି ସମୟରେ…

ବୃଦ୍ଧାଶ୍ରମରୁ ଦୁର୍ବୃତ୍ତ ଚୋରି କରିନେଲେ ବିଭିନ୍ନ ସାମଗ୍ରୀ, ପୋଲିସର ତନାଘନା

ଛତ୍ରପୁର,୯ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀସ୍ଥିତ ଯଶୋଦା ଫାଉଣ୍ଡେଶନ ଆଣ୍ଡ ଟ୍ରଷ୍ଟ ଆନୁକୂଲ୍ୟରେ ଥିବା ‘କସ୍ତୁରବା ବୃଦ୍ଧାଶ୍ରମ ଗୃହରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଟ୍ରଷ୍ଟି ସାଗରିକା ପଣ୍ଡା ଲିଖିତ ଭାବେ ଛତ୍ରପୁର…

‘ଆମେରିକା-ଭାରତ ଟ୍ରେଡ ଡିଲକୁ ନେଇ ଟ୍ରମ୍ପଙ୍କ ସହ ୮ଥର କଥା ହୋଇଛନ୍ତି ମୋଦି’, ଆମେରିକାକୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯।୧: ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ସମ୍ପର୍କରେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ବିବୃତ୍ତିକୁ ନେଇ ଏକ ଉଷ୍ମ ବିତର୍କ ଚାଲିଛି। ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବାଣିଜ୍ୟ ଚୁକ୍ତି ସମ୍ପର୍କରେ…

ଚା’ ବଗିଚା ପାଇଁ ୨୨୦୦ ଏକର ଜାଗା ଚିହ୍ନଟ, ଆଜି ଜିଲାସ୍ତରୀୟ ବୈଠକରେ…

କେନ୍ଦୁଝର,୯ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଗତକାଲି କୋଲକାତାସ୍ଥିତ ଟି’ ବୋର୍ଡ ଇଣ୍ଡିଆର ୨ ଜଣିଆ ସଦସ୍ୟ ଉକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା…

ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ, ଜାତୀୟ ରାଜପଥରେ ମୃତଦେହ ରଖି…

ବଲାଙ୍ଗୀର,୯ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଶାନ୍ତିପଡ଼ାର ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ)ଙ୍କ ମୃତଦେହ ଶୁକ୍ରବାର ସଦରଥାନା ପଥରଚେପା ପୋଖରୀରୁ ୫ ଦିନ ପରେ ଉଦ୍ଧାର କରାଯାଇଥିଲା। ମୃତଦେହକୁ ୫୭ନଂ ରାଜ୍ୟ ରାଜପଥ ଶାନ୍ତିପଡ଼ା ଛକ ରାସ୍ତା ରଖି ପରିବାର ଲୋକେ…

PUCCକୁ ନେଇ ହାଇକୋର୍ଟଙ୍କ ବଡ଼ ନୋଟିସ

କଟକ,୯।୧: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦେଲେ ହାଇକୋର୍ଟ। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।…

ଛୁଟି ବଢ଼ିଲା: ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ସ୍କୁଲ ଆସିବେନି ଛାତ୍ରୀଛାତ୍ର

ଚଣ୍ଡିଗଡ଼,୯ା୧: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ବେସରକାରୀ  ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସ୍କୁଲଗୁଡ଼ିକର ସମୟ ଏବଂ ଶୀତକାଳୀନ ଛୁଟି…

ହିମାଚଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

ନାହନ,୯।୧: ହିମାଚଳ ପ୍ରଦେଶରେ ଏକ ବସ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ ଗଭୀର ଗର୍ତ୍ତରେ ଖସିପଡ଼ିଛି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରାପ୍ତ ସୂଚନା…

IPLରୁ ବିଦା ହୋଇଥିବା ମୁସ୍ତାଫିଜୁର ରହମାନ କୋଟି କୋଟିର ମାଲିକ, ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୯।୧: ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ୍‌ ଦିଆଯାଇଛି। BCCI ନିର୍ଦ୍ଦେଶ ପାଳନ କରି, କୋଲକାତା ନାଇଟ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ବାଦ୍‌ ଦେଇଛି। ଏହି ନିଷ୍ପତ୍ତି ଅତ୍ୟନ୍ତ ବିବାଦୀୟ ଥିଲା। IPL ବାଦ୍‌ ଦେବା ଯୋଗୁ ମୁସ୍ତାଫିଜୁର…

ପକ୍ଷୀପ୍ରେମୀଙ୍କ ପାଇଁ ଖୁସି ଖବର: ଭତ୍ରାଡ୍ୟାମରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଡିସେମ୍ୱରରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁ ଆରମ୍ଭରୁ ପ୍ରାୟ ୧୨ରୁ ଅଧିକ ବିଦେଶୀ ପ୍ରଜାତିର ପରିବ୍ରାଜକ ପକ୍ଷୀଙ୍କ ଠିକଣା ପାଲଟିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଭତ୍ରାଡ୍ୟାମ। ଏବେ ଉକ୍ତ ଡ୍ୟାମରେ…

‘ଜୟ ଶାହ କେବେ ବ୍ୟାଟ ଧରି ନଥିଲେ’, ପୂର୍ବତନ ବିସିବି ସଦସ୍ୟଙ୍କ ବୟାନ ସାରା ବିଶ୍ୱକୁ ଚକିତ କରିଦେଲା, ଭାରତ ସହ ପାକିସ୍ତାନକୁ ମଧ୍ୟ…

ନୂଆଦିଲ୍ଲୀ,୯।୧: ବିଶ୍ୱ କ୍ରିକେଟରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ତିକ୍ତ। ବିସିସିଆଇ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବହିଷ୍କାର କରିଥିଲା, ଯାହା ଫଳରେ ଏକ ବଡ଼ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବାଂଲାଦେଶ ବିସିସିଆଇ ବିରୋଧରେ ପ୍ରତିବାଦ…

ପୋଲିସ ଗାଡ଼ିରେ ନାହିଁ ପିୟୁସି

କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି ଉପରେ ରହିଥିବା ଜରିମାନା ଭରୁଛନ୍ତି। ଏପରିସ୍ଥଳେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଓ ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri