Home Left

ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା କରିଥାଉ। ସେଗୁଡ଼ିକୁ ସାଧାରଣ ବୋଲି ଭାବିଥାଉ। ପ୍ରାୟତଃ ବଜାରରୁ କିଣୁଥିବା ସାମଗ୍ରୀର ପ୍ୟାକେଜିଂ ପ୍ରତି…

୨୩ ମିନିଟ ମଧ୍ୟରେ ପଲଟିଲା ମ୍ୟାଚ୍‌: ୪୮ ଘଣ୍ଟା ମଧ୍ୟରେ ଜିରୋରୁ ହିରୋ ହୋଇଗଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୧: ନ୍ୟୁଜିଲାଣ୍ଡର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ, କ୍ରିକେଟ ପ୍ରେମୀମାନେ ପୁଣି ଥରେ ଏକ ଚମତ୍କାର ମ୍ୟାଚ୍‌ ଦେଖିଛନ୍ତି। ଏହି ମ୍ୟାଚ୍‌ରେ ଜଣେ ଖେଳାଳି ଯିଏ ତାଙ୍କର ପୂର୍ବ ମ୍ୟାଚ ବିନା ସ୍କୋର କରିଥିଲେ, ସେ ୪୮ ଘଣ୍ଟା ମଧ୍ୟରେ…

୧୦୦ବର୍ଷ ପୂର୍ୱରୁ ୧୦ଗ୍ରାମକୁ ୧୮ଟଙ୍କା ଥିଲା ସୁନା ଦାମ୍‌, ୧୦୦ଟଙ୍କା ହେବାକୁ ଲାଗିଯାଇଥିଲା ଏତେବର୍ଷ…

ଆଜିକାଲି ଦରଦାମ୍‌ରେ ବୃଦ୍ଧି ଘଟୁଛି। ବିଶ୍ୱ ଉତ୍ତେଜନା ବୃଦ୍ଧି ପାଉଥିବାରୁ, ସୁନା ଏବଂ ରୂପାର ମୂଲ୍ୟ ଆକାଶଛୁଆଁ ହେଉଛି। ସୁନା ଏବଂ ରୂପାର ମୂଲ୍ୟ ପ୍ରତିଦିନ ନୂତନ ଉଚ୍ଚତା ଛୁଇଁବାରେ ଲାଗିଛି। ଗତ ବର୍ଷ ମଧ୍ୟ ଉଭୟ ସାମଗ୍ରୀ ପାଇଁ ଏକ…

ତତ୍ପର ଖୋର୍ଦ୍ଧା ପୋଲିସ: ବ୍ରାଉନ ସୁଗର, ଦେଶୀ ବନ୍ଧୁକ ଜବତ

ଖୋର୍ଦ୍ଧା,୧୪।୧: ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି।  ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ  ଗିରଫ କରାଯାଇଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଫାଣ୍ଡି ନିକଟରେ ଚଢ଼ାଉ କରି ୫୨ ଗ୍ରାମ ବ୍ରାଉନ ସୁଗର, ଦେଶୀ ୭…

ଖାଲି ପଡ଼ିଥିବା ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ

ଭୁବନେଶ୍ୱର,୧୪ା୧: ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଦବୀର ତଥ୍ୟ ଦେଉ ନାହାନ୍ତି। ଏହାକୁ ନେଇ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ।…

ପେଟ ପୋଷିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ : ଫେରିଲା…

ଖଡ଼ିଆଳ,୧୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ କିରିକିଟା ଗ୍ରାମର ଦାଦନ ଶ୍ରମିକ ହଳେନ୍ଦ୍ର ହଂସ (୩୦)ଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ସ୍ତ୍ରୀ ପଞ୍ଚମୀ ହଂସ ଓ ଦୁଇ ବର୍ଷର ନାବାଳକ ପୁଅ ଏକ ମାସ ପୂର୍ବେ…

ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା

ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି। କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ…

ପୋଲିସ- ପରିବହନ ବିଭାଗ ପକ୍ଷରୁ ତତ୍ପରତା: ଗୋଟିଏ ପରେ ଗୋଟିଏ ଗାଡିକୁ ଅଟକାଇ ଯାଞ୍ଚ କଲେ…

ବଲାଙ୍ଗୀର, ୧୪।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସ ସ୍ଥାନୀୟ ଭାଗିରଥି ଛକରେ ମଙ୍ଗଳବାର ସନ୍ଧ୍ୟାରେ ଯାନବାହାନ ଯାଞ୍ଚ କରିଥିଲା। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଉପସ୍ଥିତିରେ ଟାଉନ ଥାନା ପୋଲିସ ଟିମ ଗାଡିଚାଳକଙ୍କ ଆଲକୋହଲ ବ୍ରେଥ ଟେଷ୍ଟ ବା ମଦ…

କନଫର୍ମ କଲା BCB, ଭାରତ ବାହାରକୁ ମ୍ୟାଚ ସିପ୍ଟ କରିବାକୁ ମନା କଲା ICC, ଜାଣନ୍ତୁ ଏବେ କ’ଣ ହେବ

ନୂଆଦିଲ୍ଲୀ,୧୪।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ନିଶ୍ଚିତ କରିଛି ଯେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ସୁରକ୍ଷା ଚିନ୍ତାକୁ ଦର୍ଶାଇ, BCB ଭାରତରେ ୨୦୨୬ ଟି20 ବିଶ୍ୱକପ ଆୟୋଜନ କରିବାକୁ ମନା କରିଛି। ବାଂଲାଦେଶ କ୍ରିକେଟ…

ମାଡ଼ି ଆସୁଛି ଏହି ଭାଇରସ୍‌, କରିଦେବ କୋମା, ଜାଣି ରଖନ୍ତୁ…

ଭୁବନେଶ୍ୱର,୧୪ା୧: ସୋମବାର ପଶ୍ଚିମବଙ୍ଗର ଭାଇରସ୍‌ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରୀରେ ନିପା ଭାଇରସ୍‌ ଚିହ୍ନଟ ହେବା ପରେ ଏବେ ଓଡ଼ିଶାକୁ ଭୟ ଘାରିଛି। ନିପା ଭାଇରସ ଏମିତି ଏକ ରୋଗ ଯାହା ଘୁଷୁରି ଏବଂ ବାଦୁଡ଼ି ଭଳି ପ୍ରାଣୀଠାରୁ ମଣିଷ ଶରୀରକୁ…

ଧୁମଧାମରେ ପାଳନ ହୋଇଛି ଭୋଗୀ ଉତ୍ସବ:  ଚଳଚଞ୍ଚଳ ଗଜପତି 

ଗଜପତି,୧୪।୧(ଗିରିଧାରୀ ପରିଛା): ମକର ସଂକ୍ରାନ୍ତିନେଇ ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳରେ ଧୁମଧାମରେ ପାଳନ କରୁଛନ୍ତି ଗଜପତିବାସୀ। ପାରଳାଖେମୁଣ୍ଡି ସହରରେ ତେଲୁଗୁ ଭାଷାଭାଷୀର ଲୋକେ ରହୁଥିବାରୁ ଉଭୟ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ ମିଶି ଭୋଗୀ ଉତ୍ସବ ପାଳନ କରିଛନ୍ତି।…

ବୈତରଣୀ ନଦୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥ ଜୀଉ ମଠ ସଂଲଗ୍ନ ପବିତ୍ର ବୈତରଣୀ ନଦୀ ଶୈବ୍ୟା କାବେରୀ ଘାଟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସ୍ତ୍ରୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri