RAC ଟିକେଟ ବାତିଲ ପରେ ଟଙ୍କା ଫେରସ୍ତ ଦେବ କି ରେଳ ବିଭାଗ: ଜାଣନ୍ତୁ କ’ଣ ଅଛି ନିୟମ
ନୂଆଦିଲ୍ଲୀ,୧୫।୧: ଭାରତୀୟ ରେଳ ବିଭାଗ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପରିବହନ କରିଥାଏ। ଏହାର ସୁଲଭ, ସୁବିଧାଜନକ ଏବଂ ସୁରକ୍ଷିତ ଯାତ୍ରା ଯୋଗୁ ଅଧିକାଂଶ ଲୋକ ପରିବହନର ଅନ୍ୟ ପଦ୍ଧତି ଅପେକ୍ଷା ଟ୍ରେନକୁ ପସନ୍ଦ କରନ୍ତି।…
ଖାମେନେଇ ସରକାରଙ୍କ ବିରୋଧରେ ସବୁଠାରୁ ବଡ଼ ପ୍ରତିବାଦ: ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ, ବୃଦ୍ଧି ପାଇବ ମୁଦ୍ରାସ୍ଫୀତି!
ନୂଆଦିଲ୍ଲୀ,୧୫।୧: ଡିସେମ୍ବର ୨୦୨୫ରେ ଇରାନରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ସାରା ଦେଶରେ ବ୍ୟାପିଛି। ଏହା ୧୦୦ରୁ ଅଧିକ ସହରରେ ପହଞ୍ଚିଛି ଏବଂ ଇରାନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୧୯୭୯ ଇସଲାମିକ ବିପ୍ଳବ ପରେ ଏଗୁଡ଼ିକୁ ସବୁଠାରୁ…
ଟିମ ଇଣ୍ଡିଆ ପାଇଁ ଚିନ୍ତା ବଢାଇଲେ ଏହି କ୍ରିକେଟର, ଟି-୨୦ ବିଶ୍ୱକପ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ପାର୍ଶ୍ୱ ଷ୍ଟ୍ରେନ ଯୋଗୁ ଆସନ୍ତା ବୁଧବାରରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଜାନୁଆରୀ ୧୧ ତାରିଖ ରବିବାର ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ…
ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ: ରାଇପଲ୍ଲୀରେ ନିମାଇଁଙ୍କୁ ମରଣାନ୍ତକ ଆକ୍ରମଣ
ଭଞ୍ଜନଗର,୧୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲୀପଲ୍ଲୀ ପୋଖରୀରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ରଞ୍ଜନ ପାତ୍ର। ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ପୋଖରୀ ହୁଡ଼ାରେ ପଡ଼ିଛି ମହିଳାଙ୍କ ମୃତଦେହ, ପ୍ରାଥମିକ ତଦନ୍ତବେଳେ ପୋଲିସ ପାଇଲା …
ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଶଙ୍କରା ଗଉଡ଼ପଡ଼ାରେ ଜଣେ ଆଦିବାସୀ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ଗୁରୁବାରୀ ମାଝୀ(୬୫)। ଗୁରୁବାର ସକାଳେ ଗଉଡ଼ପଡ଼ା ପୋଖରୀ ହୁଡ଼ାରେ ଏହି ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି…
ଏୟାରସ୍ପେସ ବନ୍ଦ କଲା ଇରାନ: ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ, ଇଣ୍ଡିଗୋ
ନୂଆଦିଲ୍ଲୀ,୧୫।୧: ଇରାନରେ ଚାଲିଥିବା ଅଶାନ୍ତି ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରଭାବିତ କରୁଛି। ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ରୁଟ ସଜାଡୁଛନ୍ତି। ଗୁରୁବାର ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି।…
ସୁନା ନା ତେଲ, ବର୍ତ୍ତମାନ ଦୁନିଆରେ କେଉଁଟା ସବୁଠୁ ଅଧିକ ଶକ୍ତିଶାଳୀ? ଉତ୍ତର ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୧୫।୧: ଗତ ପାଞ୍ଚ ବର୍ଷ ମଧ୍ୟରେ, ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଉଭୟ ମୂଲ୍ୟବାନ ଧାତୁ ସମସ୍ତ ମୂଲ୍ୟ ରେକର୍ଡ ଭାଙ୍ଗି ଦେଇଛି। ଅନ୍ୟାନ୍ୟ ବିଶ୍ୱ ସମ୍ପତ୍ତି ତୁଳନାରେ ସେମାନଙ୍କର ମୂଲ୍ୟ ମଧ୍ୟ ତୀବ୍ର ଭାବରେ…
ଦାରିଙ୍ଗବାଡି କଫିର ହେବ ଭାଗ୍ୟ ପରିବର୍ତ୍ତନ: ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ
ଦାରିଙ୍ଗବାଡି,୧୫।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ କଫି ଦେଇଛି ସ୍ବତନ୍ତ୍ର ପରିଚୟ। କିନ୍ତୁ ସେହି କଫିର ଭବିଷ୍ୟତ ଦାରିଙ୍ଗବାଡିବାସୀଙ୍କୁ ନିରାଶ କରୁଛି। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଦାରିଙ୍ଗବାଡି କଫିକୁ ବ୍ରାଣ୍ଡିଂ କରିପାରିଲେ ନାହିଁ। ସେଇ ପୁରୁଣା ଚିରାଚରିତ ଢଙ୍ଗରେ ଦାରିଙ୍ଗବାଡି…
୧୫ରୁ ଏହି ସମୟରେ ଅଚାନକ ଧନୀ ହେବେ ୬ ରାଶି! ମିଳିବ ବଡ଼ ଅଫର୍
ଜାନୁଆରୀ ୨୦୨୬ରେ, ପ୍ରତି ମାସ ପରି, ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିଛନ୍ତି ଏବଂ ଜାନୁଆରୀରେ, ସୂର୍ଯ୍ୟ ମକର ରାଶିରେ ଗମନ କରିଛନ୍ତି। ଜାନୁଆରୀରେ, ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର କିଛି ରାଶି ପାଇଁ ବିଶେଷ ଲାଭଦାୟକ…
କିଏ ହେବେ ଡିଜିପି: ରେସ୍ରେ ଏହି ୩ ନାଁ
ଭୁବନେଶ୍ୱର, ୧୫।୧(ସୁନିତ୍ ମିଶ୍ର):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଓ୍ବାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ସେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପୋଲିସ ଡିଜି ଦାୟିତ୍ୱରେ ରହିବେ।…
କାଟିଦେଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ: ଅଙ୍ଗନଦୀରୁ ବାଲି ଚୋରାଚାଲାଣ
ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହ…
ପ୍ରାଥମିକ ଶିକ୍ଷାରେ ଭାଷା-ବାଧକ ନା ସମ୍ୱଳ
ଲପ ଗଛ ମୁଣ୍ଡ ଉପରକୁ ଚଢ଼ିଗଲାଣି ସୁଆଁଲ ନଟି। ଗଛରେ ଦି’କେନା ବାହୁଙ୍ଗା ଆଉ ଚାରି କାନ୍ଦି ବଉଳ। ଜାଡ଼ ପବନରେ ସଲପ ଗଛ ନିଜକୁ ଉଷୁମ କରିନେଉଛି ପଉଷ ଖରାରେ। ଦିନ ଚାରିଟା ବେଳକୁ ସମସ୍ତେ ଥଣ୍ଡାରେ ଜଡ଼ସଡ଼। ପଉଷ…
Archives


