Home Left

ପ୍ରେଗ୍‌ନାନ୍ସି ସମୟରେ ହିମୋଗ୍ଲୋବିନ୍‌ ଯାଞ୍ଚ କାହିଁକି ଜରୁରୀ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ହିମୋଗ୍ଲୋବିନ ହେଉଛି ଆମ ଲୋହିତ ରକ୍ତ କଣିକା (RBC)ରେ ମିଳୁଥିବା ଏକ ପ୍ରୋଟିନ୍‌। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଫୁସ୍‌ଫୁସ୍‌ରୁ ଶରୀରର ପ୍ରତ୍ୟେକ ଅଂଶକୁ ଅମ୍ଳଜାନ ପରିବହନ କରିବା ଏବଂ କାର୍ବନ ଡାଇଅକ୍ସାଇଡ୍‌ ବାହାର କରିବା। ଶରୀରରେ ପର୍ଯ୍ୟାପ୍ତ ପରିମାଣର...

୫ କୋଟି ଟଙ୍କା ଦିଅ… ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍‌ଡରୁ ଆସିଲା ଧମକ

ମୁମ୍ବାଇ,୯।୧୦: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍‌ଡରୁ ଧମକ ମିଳିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ସୂଚନା ପ୍ରକାଶ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦାଉଦ ଇବ୍ରାହିମ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କ ବିରୋଧରେ ଧମକ ପାଇଁ ନିଜକୁ...

ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରପାତରେ ଜଳିଗଲା ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ଭୁବନେଶ୍ୱର,୯ା୧୦: ବୁଧବାର ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଗୁରୁବାର ASI ଟିମ୍‌ ପହଞ୍ଚି ଯାଞ୍ଚ କରୁଛି। ତେବେ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି। ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା...

ଏହିସବୁ ଦେଶରେ ବ୍ୟବହାର ହୁଏ ଲକ୍ଷେ ଟଙ୍କିଆ ନୋଟ: ନାଁ ଜାଣଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅନେକ ଦେଶରେ ଲକ୍ଷେ ଟଙ୍କିଆ ନୋଟ ପ୍ରଚଳିତ ହୋଇଥାଏ। ଏହାର ଅର୍ଥ ହେଉଛି ସେଠାକାର ଲୋକମାନେ ସାଧାରଣ ଖର୍ଚ୍ଚ ପାଇଁ ଅଧିକ ମୂଲ୍ୟର ନୋଟ ବ୍ୟବହାର କରନ୍ତି। ବିଶ୍ୱର ଅନେକ ଦେଶରେ, ଏସିଆର କିଛି ଦେଶ ସମେତ ଏକ...

ଯାଜପୁରରେ ଚାଞ୍ଚଲ୍ୟ: କନ୍ୟା ସନ୍ତାନ ଜନ୍ମ ଦେଲେ ନାବାଳିକା

ଯାଜପୁର, ୯ା୧୦(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ନାବାଳିକା ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଏକ ଘରୋଇ ହସ୍ପିଟାଲରେ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ସାମାଜିକ କର୍ମୀ ଜିତେନ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ; ୨୦୨୫ ଶେଷବେଳକୁ କୋଟିପତି ହୋଇଯିବେ ୩ ରାଶି !

ବାବା ଭେଙ୍ଗା ୨୦୨୫ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ ଏପରି ତିନୋଟି ରାଶି ବିଷୟରେ ମଧ୍ୟ କହିଛନ୍ତି, ଯାହାର ଲୋକମାନେ ୨୦୨୫ର ଶେଷ ୩ମାସରେ ବିଶେଷ ଲାଭ ପାଇପାରିବେ । ବାବା ଭେଙ୍ଗା କହିଛନ୍ତି ଯେ ୨୦୨୫...

ଭିକ୍ଷୁକ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ…

ସୋରଡ଼ା, ୯।୧୦ (ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସର୍ଗଦାର ଗ୍ରାମ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗ୍ରାମର...

ରାତିରେ ଖାଇପିଇ ଶୋଇଥିଲେ ପଦ୍ମଲୋଚନ, କାମୁଡ଼ିଦେଲା ରଣାସାପ: ଆଉ ତା’ପରେ ଘଟିଲା…

ଖଇରା,୯।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଚାନ୍ଦଗୋଛି ଗ୍ରାମର ପଦ୍ମଲୋଚନ ପତି(୮୭) ଘରେ ଶୋଇଥିବାବେଳେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ଏକ ରଣାସାପ ଦଂଶନ କରିଥିଲା।...

ଇସ୍ରାଏଲ-ହମାସ ଶାନ୍ତି ଯୋଜନାରେ ସହମତ, ଟ୍ରମ୍ପଙ୍କ ଘୋଷଣା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୯।୧୦: ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ସହମତ ହୋଇଛନ୍ତି। ଏହା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ...

ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ପରେ ଅସନ୍ତୋଷ: ଅନ୍ତେବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲାରେ ଏନ୍‌ଜିଓ ଦ୍ୱାରା ପରିଚାଳିତ ଏକ ଛାତ୍ରାବାସ ବନ୍ଦ କରିବାକୁ ପ୍ରଶାସନ ତଥା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସକୁ ବନ୍ଦ କରି...

କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି।...

ଆପଣଙ୍କର ମୋଟ ସମ୍ପତ୍ତି କେତେ? ସହଜ ଷ୍ଟେପରେ ଜାଣନ୍ତୁ ନିଜର ନେଟଓ୍ବର୍ଥ

ନୂଆଦିଲ୍ଲୀ,୯।୧୦: ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ, ଆପଣଙ୍କର ଆର୍ଥିକ ସ୍ବାସ୍ଥ୍ୟ କେବଳ ଆପଣଙ୍କର ମାସିକ ଆୟ କିମ୍ବା ବ୍ୟାଙ୍କ ସଞ୍ଚୟ ଦ୍ୱାରା ମପାଯାଏ ନାହିଁ। ଯଦି ଆପଣ ପ୍ରକୃତରେ ଆପଣଙ୍କର ମୋଟ ସମ୍ପତ୍ତି ଜାଣିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆପଣଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri