Home Left

ଟିମ୍‌ରେ ଏଣ୍ଟ୍ରି ହେଲେ ଶାମି, ୧୭ଖେଳାଳିଙ୍କ ସ୍କାଡ୍‌ରେ…

ନୂଆଦିଲ୍ଲୀ,୯।୧୦: ଇଣ୍ଡିଆନ କ୍ରିକେଟ ଦଳର ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ଶାମି କିଛି ସମୟ ପାଇଁ ଟିମ୍‌ ଇଣ୍ଡିଆରେ ନାହାନ୍ତି। ଚାମ୍ପିଅନ ଟ୍ରଫି 2025 ର ଫାଇନାଲ ତାଙ୍କର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଥିଲା । କିନ୍ତୁ ତାଙ୍କୁ ଅଷ୍ଟ୍ରଲିଆ...

୬ ବଲରେ ୪୮ ରନ, କିଏ ସେହି ୨୧ ବର୍ଷୀୟ ବ୍ୟାଟସମ୍ୟାନ ଯାହାଙ୍କ ରେକର୍ଡ ଆଜି ଯାଏ କେହି ଭାଙ୍ଗିନାହାନ୍ତି…

ନୂଆଦିଲ୍ଲୀ,୯।୧୦: କ୍ରିକେଟରେ କୁହାଯାଏ, “ରେକର୍ଡ ଭାଙ୍ଗିବା ପାଇଁ ତିଆରି ହୋଇଥାଏ” କିନ୍ତୁ ଯୁବ ଆଫଗାନିସ୍ତାନ ବ୍ୟାଟସମ୍ୟାନ ସେଦିକୁଲ୍ଲା ଅଟଲ ଏକ ରେକର୍ଡ ସ୍ଥାପନ କରିଛନ୍ତି ଯାହା ଅତୁଟ ରହିଛି। ଦୁଇ ବର୍ଷ ପୂର୍ବେ, ଏକ ଘରୋଇ ମ୍ୟାଚରେ, ୨୧ ବର୍ଷୀୟ...

ଗାଧୋଇବାବେଳେ ବନ୍ୟା ପାଣିରେ ଭାସିଯାଇଥିଲେ ବୃଦ୍ଧ: ଦିନକ ପରେ ମୃତଦେହ ଉଦ୍ଧାର

ଅମରପାଲି,୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗାଧୋଇବାକୁ ଯାଇଥିବା ବେଳେ ବନ୍ୟାପାଣି ରେ ଭାସି ଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ଖଣ୍ଡହତା ଗ୍ରାମର ମୁରଲୀ ସାହୁ(୭୨) ।...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସ୍କଲାରସିପ୍‌ରେ ଛାତ୍ରୀଛାତ୍ରୀଙ୍କୁ ମିଳିବ ଏତେ ଟଙ୍କା

ଭୁବନେଶ୍ୱର,୯।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ପ୍ରିମାଟ୍ରିକ ସ୍କଲାରସିପ୍‌ରେ ଏଣିକି ପିଲାଙ୍କୁ ୧୬ ହଜାର ଟଙ୍କା ମିଳିବ। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଅନ୍ବେଷା ଯୋଜନାରେ ଛାତ୍ରୀଛାତ୍ରମାନଙ୍କୁ...

ରୋହିତ-ବିରାଟଙ୍କ ପରେ ଏହି ଖେଳାଳି ନେବେ ସନ୍ୟାସ: ବିସ୍ଫୋରକ ବୟାନ ଦେଲେ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉଇକେଟ୍‌ କିପର-ବ୍ୟାଟସମ୍ୟାନ ପାର୍ଥିବ ପଟେଲ କେଏଲ ରାହୁଲଙ୍କ ପ୍ରଶଂସା କରି କହିଛନ୍ତି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ରାହୁଲଙ୍କ ଉପରେ ଏକ ବଡ଼ ଦାୟିତ୍ୱ ରହିଛି। ପାର୍ଥିବ...

ବିଜେଡିର ବଡ଼ ଘୋଷଣା: ଏହି ୧୧ ବରିଷ୍ଠ ନେତାଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ, ଜାଣନ୍ତୁ…

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ବିଜେଡି ପକ୍ଷରୁ ରାଜ୍ୟ ପଦାଧିକାରୀ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ଜଣେ ଉପସଭାପତି, ୨ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକ ଏବଂ ୩ ଜଣ ସମ୍ପାଦକଙ୍କୁ ମିଶାଇ ମୋଟ୍‌ ୧୧ ଜଣ...

ବିରାଟ, ରୋହିତଙ୍କ ଅବସର ଚର୍ଚ୍ଚା: ‘ସେମାନଙ୍କ ସହ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଲେ ପୂର୍ବତନ ଖେଳାଳି’

ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନେଇ ଚର୍ଚ୍ଚା ମଧ୍ୟରେ ରବିଚନ୍ଦ୍ରନ ଆଶ୍ୱିନ ମତ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା ୧୯ ଅକ୍ଟୋବରରୁ...

ହୃଦୟବିଦାରକ ଘଟଣା: ଶୋଇଥିବା ସ୍ୱାମୀଙ୍କ ଉପରେ ପତ୍ନୀ ଢାଳିଲେ ଫୁଟୁଥିବା ତେଲ, ତା’ପରେ ଲଙ୍କାଗୁଣ୍ଡ ଛିଞ୍ଚିଲେ

ନୂଆଦିଲ୍ଲୀ,୮।୧୦: ଦକ୍ଷିଣ ଦିଲ୍ଲୀର ଅମ୍ବେଦକର ନଗର ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମଦନଗୀରରେ ରହୁଥିବା ଦିନେଶ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ଉପରେ ଫୁଟୁଥିବା ତେଲ ଢାଳି ଦେଇଥିଲେ ଓ...

ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବଡ଼ କଥା କହିଦେଲେ ରୋହିତ: ଗମ୍ଭୀର ନୁହନ୍ତି ବରଂ ଏହି…

ମୁମ୍ବାଇ,୮।୧୦: ନିକଟରେ କ୍ରିକେଟର ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଏହାର କିଛି ଦିନ ପରେ ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏହି ବିଜୟ ପଛରେ ଗୌତମ ଗମ୍ଭୀର...

ଗୌତମ ଗମ୍ଭୀରଙ୍କ ଘରେ ଡିନର ପାର୍ଟି: ଶୁଭମନ ଗିଲ, ରାହୁଲ, ସିରାଜ ସମେତ ଟିମ୍ ଇଣ୍ଡିଆ ଷ୍ଟାଫ ଉପସ୍ଥିତ

ନୂଆଦିଲ୍ଲୀ,୮।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅକ୍ଟୋବର ୧୦ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଦିଲ୍ଲୀରେ ନିଜ ଆଲିଶାନ ଘରେ ଦଳର ସମସ୍ତ...

କଫ୍ ସିରପ୍ କଡ଼ା ପରୀକ୍ଷା କର: ୨୦ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮।୧୦: କୋଲ୍ଡ୍ରିଫ୍ କଫ୍ ସିରପ୍‌ରେ ଡାଏଥାଇଲିନ୍ ଗ୍ଲାଇକଲ୍ (ଡିଇଜି) ମିଶ୍ରଣ ଯୋଗୁଁ ମଧ୍ୟପ୍ରଦେଶର ଛିନ୍ଦବାଡ଼ାରେ ୨୦ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଔଷଧୀୟ ଉତ୍ପାଦଗୁଡ଼ିକର କଡ଼ା ପରୀକ୍ଷା...

ଭାରତ-ଅଷ୍ଟ୍ରେଲିଆ ସିରିଜ: ଲଣ୍ଡନରୁ ଅଷ୍ଟ୍ରେଲିଆ ଯିବେ ନାହିଁ ବିରାଟ କୋହଲି, ଆସିଲା ବଡ ଖବର

ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳ ଆଗାମୀ ୧୫ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ, ଯେଉଁଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ ଖେଳାଯିବ। ପିଟିଆଇ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ଦୁଇଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri