Home Left

ବ୍ରହ୍ମପୁର ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ କୋରାପୁଟ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

କୋରାପୁଟ,୮ା୧୦(ଅମିତାଭ ବେହେରା): ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ପ୍ରତିବାଦରେ ବୁଧବାର କୋରାପୁଟ ବାର୍‌ ଆସୋସିଏଶନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ଶୋକସଭା, କୋର୍ଟ ସମ୍ମୁଖ ଠିଆ ହୋଇ ପ୍ରତିବାଦ କରିଛନ୍ତି ଓଡ଼ିଶା ରାଜ୍ୟ...

କ’ଣ ପାକିସ୍ତାନରେ ବିକି ପାରିବେ ଭାରତରେ କିଣିଥିବା ସୁନା? ଜାଣନ୍ତୁ କେତେ ମିଳିବ ଲାଭ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁନାର ମୂଲ୍ୟ ସର୍ବଦା ଚର୍ଚ୍ଚାର ବିଷୟ ହୋଇଆସିଛି। କିନ୍ତୁ ଆପଣ ଜାଣନ୍ତି ଆପଣ ଭାରତରେ କିଣାଯାଇଥିବା ସୁନାକୁ ପାକିସ୍ତାନରେ ବିକିିପାରିବେ କି? ଯଦି ହଁ, ତେବେ ଏହା ପ୍ରକୃତରେ ଲାଭଦାୟକ ହେବ କି? ଆସନ୍ତୁ...

‘ଔରଙ୍ଗଜେବଙ୍କ ଶାସନରେ ହିଁ ଅଖଣ୍ଡ ଭାରତ ଥିଲା’: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୮।୧୦: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ବିବାଦୀୟ ଦାବି କରି କହିଛନ୍ତି ଯେ, ଭାରତ କେବଳ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଶାସନ ସମୟରେ ଏକୀକୃତ ଥିଲା। ପାକିସ୍ତାନୀ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଆହୁରି...

ଆଇନଜୀବୀଙ୍କୁ ଗୁଳିକରି ହତ୍ୟା ଘଟଣା: ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲା ଓକିଲ ସଂଘ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ଗଞ୍ଜାମ ଜିଲାର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁରରେ ଗୁଳିକରି ହତ୍ୟା କରାଯିବା ଘଟଣାରେ ପ୍ରତିବାଦ ସ୍ବରୂପ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ବୁଧବାର କାର୍ଯ୍ୟବନ୍ଦ ଆନ୍ଦୋଳନ...

କାର୍ତ୍ତିକ ମାସ ପାଇଁ ବଟେଶ୍ୱର ପୀଠ ଚଳଚଞ୍ଚଳ: ଜୋର୍‌ଦାର ଚାଲିଛି କାର୍ଯ୍ୟ

ଗଞ୍ଜାମ,୮ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ଜିଲା ପ୍ରସିଦ୍ଧ ପବିତ୍ର ବଟେଶ୍ୱର ଶୈବପୀଠ ଅବସ୍ଥିତ। ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ସୋମବାର ଉକ୍ତ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼...

IPL ଟିମର ୫୮ କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ପ୍ୟାଟ୍ କମିନ୍ସ, ଟ୍ରାଭିସ ହେଡ୍

ମୁମ୍ବାଇ,୮।୧୦: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଷ୍ଟାର ବ୍ୟାଟସମ୍ୟାନ ଟ୍ରାଭିସ ହେଡ ଆଇପିଏଲ ଦଳରୁ ବାର୍ଷିକ ୫୮.୨ କୋଟି ଟଙ୍କା (ପ୍ରାୟ ୧୦ ମିଲିୟନ ଅଷ୍ଟ୍ରେଲିଆନ ଡଲାର) ମୂଲ୍ୟର ଏକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ...

ବାପାଙ୍କୁ ହାଣି ମାଟିରେ ପୋତିଦେଲେ ପୁଅ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ନିଜ ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଔତଳ ଗାଁରେ। ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା...

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ଓ୍ବାନଡେରୁ ବିଦା ହେଲେ ଏହି ଖେଳାଳି, ହିଟମ୍ୟାନଙ୍କ ବିଶ୍ୱସ୍ତ ହେବାରୁ…

ନୂଆଦିଲ୍ଲୀ,୮।୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିବା ସହିତ, ଭାରତୀୟ ଚୟନକର୍ତ୍ତାମାନେ ଅଧିନାୟକତ୍ୱ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେମାନେ ରୋହିତ ଶର୍ମାଙ୍କୁ ODI ଅଧିନାୟକତ୍ୱରୁ ହଟାଇ ଶୁଭମନ ଗିଲଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିଥିଲେ। ତଥାପି,...

ରାତ୍ର ଜଗୁଆଳ-ଝାଡୁଦାର ନିଯୁକ୍ତିରେ ଅନିୟମିତତା: ସ୍କୁଲରେ ତାଲା ପକାଇଲେ ଏସ୍‌ଏଚ୍‌ଜି ମହିଳା

ଅମରପାଲି,୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି କ୍ଲଷ୍ଟରର ଅଚଣ୍ଡାସ୍ଥିତ ସରକାରୀ ଉନ୍ନୀତ ହାଇସ୍କୁଲରେ ତାଲା ପକାଇ ପ୍ରତିବାଦ କରୁଛନ୍ତି ଏସ୍‌ଏଚ୍‌ଜି ମହିଳା। ଫଳରେ ସ୍କୁଲ ଭିତରକୁ ଯାଇପାରିନାହାନ୍ତି ଶିକ୍ଷକ ଓ ଛାତ୍ରୀଛାତ୍ର। ଅଭିଯୋଗ ଅନୁସାରେ ଉକ୍ତ...

ମାନସିକ ଅନଗ୍ରସରଙ୍କୁ ଅପମାନିତ କଲେ ବିଏସଏସଓ: ବୁଦ୍ଧିଜୀବୀ ମହଲରେ ନିନ୍ଦା

ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଧିକ ତ୍ରୁଟିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଥିଲା। ଦାରିଙ୍ଗବାଡିରେ ଏହି ଶିବିରକୁ ଶହ...

ବାଲିଯାତ୍ରା ଗ୍ରାଉଣ୍ଡ୍‌ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା: ନିର୍ଦ୍ଦେଶନାମା ଜାରି

କଟକ,୮ା୧୦: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା...

ବିହାର ନିର୍ବାଚନରେ NDAର CM ଫେସ୍‌, ନୀତୀଶ ନା ଆଉ କିଏ: ଗିରିରାଜ କରିଦେଲେ ସାଂଘାତିକ ଖୁଲାସା

ପାଟନା,୮।୧୦: ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନୀତୀଶ କୁମାର ଏହି ନିର୍ବାଚନରେ NDAର ମୁଖ୍ୟମନ୍ତ୍ରୀ ଚେହେରା ହେବେ। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri