ରାଜସ୍ବ ବଳକା ନା ବିକାଶ ନିଅଣ୍ଟ
ଓଡ଼ିଆ ଖବରକାଗଜଗୁଡ଼ିକରେ ଅତି ପ୍ରମୁଖ ଭାବରେ ପ୍ରକାଶ ପାଇଛି,୨୦୨୨-୨୩ ଆର୍ଥିକ ବର୍ଷର ହିସାବ ଅନୁଯାୟୀ ଦେଶର ୫ଗୋଟି ରାଜସ୍ବ ବଳକା ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ ଏବଂ ସ୍ଥାନ ତୃତୀୟ। ଏହି ବର୍ଷ ଓଡ଼ିଶାର ରାଜସ୍ବ ବଳକା ଥିଲା ୨୬,୭୦୦...
ଗୋଟିଏ ଟୁଇଟ୍
ଆଜିକାଲି ଅନେକ ବଡ଼ ବଡ଼ କାହାଣୀ ଯେମିତି ଟୁଇଟ୍ରୁ ଆରମ୍ଭ ହୋଇଥାଏ ଏହା ଠିକ୍ ସେମିତି ହୋଇଥିଲା। ଏକ ମଧ୍ୟମ ଆକାରର ବାଣିଜି୍ୟକ ସଂସ୍ଥା ଦ୍ୱାରା କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ସ୍ପଷ୍ଟ ଘୋଷଣା କରିଥିଲା ଯେ ଚେନ୍ନାଇ କଷ୍ଟମ୍ସ...
ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର
ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଏନେଇ ପିଲାଙ୍କ ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ତତ୍ପରତା ପ୍ରକାଶ କରିବା ଜରୁରୀ।...
ସକାଳୁ ସକାଳୁ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ଶନିବାର ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା। ଭୂମିକମ୍ପଟି ରାତି ପ୍ରାୟ ୧:୫୯ ରେ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ,...
ମାଚାଡୋଙ୍କ ‘ଗାନ୍ଧୀ’ ପୋଷ୍ଟ ଭାଇରାଲ
ଓସ୍ଲୋ/କାରାକାସ୍,୧୧ା୧୦: ମାରିନା କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯାଉଛନ୍ତି ବୋଲି ଘୋଷଣା କରାଯିବା ପରେ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ୨୦୧୦ ମେ’ ୧୦ରେ ମାଚାଡୋ ଟୁଇଟର (ବର୍ତ୍ତମାନର X...
ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣାରେ ଆଗରେ କଂଗ୍ରେସ
ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଆଗରେ ରହିଛି। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ...
ଭାରତୀୟଙ୍କ ସମେତ ୫୦ ସଂସ୍ଥା ଉପରେ କଟକଣା ଲଗାଇଲା ଆମେରିକା
ଓ୍ବାଶିଂଟନ,୧୧ା୧୦: ଇରାନ ଉପରେ ସର୍ବାଧିକ ଅର୍ଥନୈତିକ ଚାପ ପକାଇବା ପାଇଁ ଆମେରିକା ଭାରତୀୟ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ସମେତ ବିଭିନ୍ନ ଦେଶର ମୋଟ ୫୦ଟି ସଂସ୍ଥା ଓ ଜାହାଜ ଉପରେ କଟକଣା ଲଗାଇଛି। ଏହିସବୁ ସଂସ୍ଥା ଇରାନ ସହ ତୈଳ,...
ପୁଣି ଘାରିଲା ପ୍ରେମ ଜ୍ୱର, ଫଟୋ ଶେୟାର କରି ସମ୍ପର୍କକୁ କନଫର୍ମ କଲେ ହାର୍ଦ୍ଦିକ! ସୋସିଆଲ ମିଡିଆରେ ଲେଖିଲେ…
ମୁମ୍ବାଇ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ତାଙ୍କୁ ବାରମ୍ବାର ମଡେଲ ଏବଂ ଅଭିନେତ୍ରୀ ମାହିକା ଶର୍ମା ସହିତ ଯୋଡାଯାଇଛି। ଏବେ, ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ମାହିକାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି...
ଆସିଲା ବଡ଼ ଖବର: ରୋହିତଙ୍କୁ ମିଳିଲା ଅଧିନାୟକ ପଦ, ଦଳରୁ ବିଦା ହେଲେ କୋହଲି
ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ହିଟମ୍ୟାନ ରୋହିତ ଶର୍ମା, ପୁଣି ଥରେ ଶିରୋନାମାରେ। ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରଜା ତାଙ୍କର “ସର୍ବକାଳୀନ ଶ୍ରେଷ୍ଠ ଟି-୨୦ ଏକାଦଶ” ଘୋଷଣା କରିଛନ୍ତି, ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ବାଛିଛନ୍ତି।...
ଏହି ଦିନରୁ ରାଜ୍ୟରେ ଥଣ୍ଡା ପଡିବ, ମାଡିଆସିବ ଶୀତ ସହ ଘନ କୁହୁଡ଼ି
ଭୁବନେଶ୍ୱର,୧୧।୧୦: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ...
ହାଲକା ଶୀତ ସହ କୁହୁଡି, ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ
ମୋହନା,୧୧।୧୦( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଅଞ୍ଚଳ ରେ ହାଲକା ଶୀତ ସହ ଘନ କୁହୁଡି ଦେଖାଦେଇଛି । ମୋହନା ଅଞ୍ଚଳ ଏକ ପାହାଡିଆ ଅଞ୍ଚଳ ହୋଇଥିବା ପାଇଁ ଅଧିକ କୁହୁଡି ଦେଖାଦିଏ । ମୋହନାକୁ ଦାରିଙ୍ଗବାଡି...
ଆଉ ଏକ ଲଘୁଚାପ, ୧୨ ଯାଏ ଛେଚିବ ବର୍ଷା, ଓ୍ବାର୍ନିଂ…
ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ)- ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ...
Archives


