ପାକିସ୍ତାନରେ ହିଂସା: ପୋଲିସ ଗୁଳିରେ ୧୧ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ
ଲାହୋର,୧୧ା୧୦ଲାହୋରରେ ତେହରିକ୍-ଇ-ଲାବାଇକ୍ ପାକିସ୍ତାନ (ଟିଏଲ୍ପି) ଇସ୍ଲାମୀୟ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ସହ ସଂଘର୍ଷ ଘଟିଥିଲା। ପାଲେଷ୍ଟାଇନ୍ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ ଯିବାକୁ ଥିବାବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରିବାରୁ ଉତ୍ତେଜନା ଦେଖାଦେଇଥିଲା।...
‘ବଳାତ୍କାରୀଙ୍କ ସୁରକ୍ଷିତ ଠିକଣା ପାଲଟିଛି ପଶ୍ଚିମବଙ୍ଗ’: ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ପରେ…
କୋଲକାତା,୧୧।୧୦: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗାପୁରରେ ଏକ ମେଡିକାଲ ଛାତ୍ରୀଙ୍କ ସହ କଥିତ ଗଣବଳାତ୍କାର ଘଟଣା ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା) ମମତା ବାନାର୍ଜୀ ସରକାରକୁ ମହିଳାମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ଆକ୍ଷେପ...
ରାଜୁ ଭାଇଙ୍କୁ ମନେ ପକାଇଲା ବିଜେଡି: କହିଲା ଜୟଙ୍କ ଦେହରେ ପ୍ରବାହିତ ହେଉନି ଢୋଲକିଆ ରକ୍ତ
ନୂଆପଡ଼ା,୧୧।୧୦: ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହିଛନ୍ତି ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ...
ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍ ୧୪୦/୪
ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ...
ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା: ଧୋଇଗଲା କଂକ୍ରିଟ୍ କାର୍ଯ୍ୟ
ଜି.ଉଦୟଗିରି,୧୧ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା...
ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୧୧ା୧୦ (ଦୁର୍ଗା କୀର୍ତ୍ତି)- ରାସ୍ତା ଶୋଚନୀୟ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ଜନନୀ ଯନ୍ତ୍ରଣାର ଏଭଳି ଏକ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍...
ଦୁଇ ଘରୁ ୮ ଜଣଙ୍କ ଆତ୍ମହତ୍ୟା, ଛାତି ଥରାଇଦେବ ଏହି ଘଟଣା
ଜୟପୁର/ସିକର,୧୧।୧୦: ଶନିବାର ରାଜସ୍ଥାନର ଦୁଇଟି ପ୍ରମୁଖ ସହରରେ ଗଣ ଆତ୍ମହତ୍ୟା ଘଟଣା ଘଟିଛି। ସିକରରେ ଗୋଟିଏ ପରିବାରର ପାଞ୍ଚ ଜଣ ଏବଂ ଜୟପୁରରେ ତିନି ଜଣ ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ରାଜଧାନୀ ଜୟପୁରର କରଣୀ ବିହାର ପୋଲିସ ଷ୍ଟେଶନ...
ପାନ ଦୋକାନରେ ବିକୁଥିଲେ ବିଦେଶୀ ମଦ, ଚଢ଼ାଉ କଲା ଅବକାରୀ ବିଭାଗ, ଅଭିଯୁକ୍ତ…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ନିରଞ୍ଜନ ବେହେରାଙ୍କ ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୧୧୧ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ...
ଗାଜା ଅସ୍ତ୍ରବିରତି: ଦୁଇ ବର୍ଷ ପରେ ପାଲେଷ୍ଟାଇନୀମାନେ ଧ୍ୱଂସପ୍ରାପ୍ତ ଘରକୁ ଫେରିଲେ, ପଛକୁ ହଟିଲା ଇସ୍ରାଏଲୀ ସେନା
ଜେରୁଜେଲମ,୧୧।୧୦: ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ, ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟର ଅଂଶ ଭାବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଛି। ଯେତେବେଳେ ଇସ୍ରାଏଲୀ ସେନା...
‘I LOVE YOU’, ଶୁବମନଙ୍କୁ ହୃଦୟ ଦେଲେ ଏହି ସୁନ୍ଦରୀ ତରୁଣୀ, ଭରା ଷ୍ଟାଡିୟମରେ କଲେ ପ୍ରପୋଜ!
ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବା ସହିତ, ଶୁବମନ ଗିଲ ମଧ୍ୟ ଯୁବତୀମାନଙ୍କ ଦିଲ କି ଧଡକନ ଯାଇଛନ୍ତି। ସେ ଯେଉଁଠାକୁ ଯାଆନ୍ତି, ସୁନ୍ଦରୀ ଯୁବତୀମାନେ ତାଙ୍କ ପାଇଁ ପାଗଳ ହୋଇଯାଆନ୍ତି। ଭାରତ ବନାମ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ...
ବର୍ଷାରେ ଧୋଇଗଲା ୩୦ ହଜାର କୋବି ଗଛ, ଧୂଳିସାତ୍ ହେଲା ଚାଷୀଙ୍କ ସ୍ବପ୍ନ
ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): ଅନେକ ଆଶା ଥିଲା ଚାଷ କରି ଭଲ ଦୁଇ ପଇସା କମେଇବେ। ଏଥିପାଇଁ ନିଜ ଜମି ନ ଥାଇ ମଧ୍ୟ ଅନ୍ୟ ଜଣଙ୍କ ଜମିକୁ ଭଡ଼ାସୂତ୍ରରେ ମାଗି କରିଥିଲେ ଚାଷ ହେଲେ ବର୍ଷା ସବୁ ସ୍ବପ୍ନକୁ ଧୂଳିସାତ୍...
ଆଫଗାନ ମନ୍ତ୍ରୀଙ୍କ ପ୍ରେସ କନଫରେନ୍ସରେ ମହିଳା ଖବରଦାତାଙ୍କୁ ଏଣ୍ଟ୍ରି ନ ମିଳିବାକୁ ନେଇ ରାଗିଲେ ରାହୁଲ
ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ପ୍ରେସ କନଫରେନ୍ସରେ ମହିଳା ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମହୁଆ ମୋଇତ୍ରା ଏବଂ ପି. ଚିଦାମ୍ବରମଙ୍କ ଭଳି ନେତାଙ୍କ...
Archives


