ଖୋଲା ବୋଟରେ କେଟି ପେରି ଜଷ୍ଟିନ୍ ଟ୍ରୁଡୋଙ୍କ କିସିଙ୍ଗ୍ ଫଟୋ ଭାଇରାଲ୍! ସତ ହେଲା ଡେଟିଂ ଗୁଜବ
ନୂଆଦିଲ୍ଲୀ,୧୨।୧୦: ପପ୍ ଗାୟିକା କେଟି ପେରି ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଡେଟିଂ ଗୁଜବ ଚାଲୁଥିବା ବେଳେ କାର୍ଲିଫର୍ଣ୍ଣିଆର ସାନ୍ତା ବାର୍ବାରା ତଟରେ ଦୁହେଁ କିସ୍ କରୁଥିବା ଫଟୋ ଭାଇରାଲ୍ ହୋଇଯାଇଛି। ଏହା ସହିତ ସେମାନଙ୍କର ସମ୍ପର୍କ...
ଭାଗ୍ୟ ବଦଳାଇ ଦେଉଛି ସାମୁଦ୍ରିକ ମାଛ,୯୦ଟି ତେଲିଆ ମାଛକୁ ୧କୋଟିରେ ବିକ୍ରି
ଭୋଗରାଇ, ୧୨।୧୦,( ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି ୯୦ଟି ବିରଳ ପ୍ରଜାତିର ତେଲିଆ ନାମିତ ଶୀଳା ମାଛ। ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ରବିବାର ସକାଳ ଏହି...
କୁଲଦୀପ ଯାଦବ ରଚିଲେ ଇତିହାସ! ୫ ୱିକେଟ ହାସଲ କରି ଭାଙ୍ଗିଲେ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ ଦଳର ବାମହାତି ସ୍ପିନର କୁଲଦୀପ ଯାଦବ ରବିବାର ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଅସାଧାରଣ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ୱେଷ୍ଟଇଣ୍ଡିଜକୁ ୨୪୮ ରନରେ ଅଲ୍-ଆଉଟ୍ କରି ଭାରତ ୨୭୦ ରନର ବିଶାଳ ଲିଡ୍ ସହ...
ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଏମିତି ପ୍ରଶ୍ନ ପ୍ରଚାରିଲେ ମମତା ସମସ୍ତେ ଆଶ୍ଚର୍ଯ୍ୟ
ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ପୁଣିଥରେ ଖବରର ଶିରୋନାମରେ ଅଛି। ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା MBBS ଛାତ୍ରୀଙ୍କ ସହ ଗଣବଳାତ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମାମଲାରେ ତାଙ୍କର...
ସିଡୁଆ ନଦୀରେ ଗାଧୋଇବା ବେଳେ ୨ ବାଳକ ନିଖୋଜ ଜଣେ ଉଦ୍ଧାର
କଟକ ସଦର,୧୨।୧୦(ସୁଶାନ୍ତ କୁମାର ଜେନା) ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମ ସିଡୁଆ ନଦୀରେ ରବିବାର ସକାଳେ ଦୁଇ ବାଳକ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ। ପରେ ଜଣକୁ ଉଦ୍ଧାର କରାଯାଇ...
ପରିତ୍ୟକ୍ତ ୟୁରିନାଲରୁ ମିଳିଲା ୩ କଙ୍କାଳ
ବଲାଙ୍ଗୀର/ପାଟଣାଗଡ,୧୨।୧୦(ସୁନିଲ ମହାନ୍ତି, ସଚିଦାନନ୍ଦ କହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଭାଇଁସା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ତିନିଟି କଙ୍କାଳ ଠାବ ହୋଇଛି। ଏ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାସ୍ଥଳକୁ ପାଟଣାଗଡ ପୋଲିସ...
ହାର୍ ମାନିନି ବୟସ, ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି: ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା
ଭେଡେନ,୧୧।୧୦(ହୃଷିକେଶ ଖମାରୀ): ଦିନକୁ ଦିନ ଲୋପ ପାଇ ବସିଲାଣି ମାଟି ତିଆରି କାରିଗରି । ମାତ୍ର ବରଗଡ଼ ଜିଲା ଭେଡେନ ବ୍ଲକ ଦେଶଉଟଲି ପଞ୍ଚାୟତ ଅନ୍ତର୍ଗତ ଦେଶ କୁମ୍ଭାରୀ ଗ୍ରାମର ଅଭିଲ ରଣା ଏହାକୁ ବଞ୍ଚାଇ ରଖିଛନ୍ତି । ତାଙ୍କ...
ଢୋଲକିଆଙ୍କ ରକ୍ତ ନେଇ ଶ୍ରୀମୟୀଙ୍କ ପ୍ରତାପଙ୍କୁ ଟାର୍ଗେଟ: ଭଣ୍ଡ ସନ୍ନ୍ୟାସୀଙ୍କୁ ମାରିଲେ ତେରଛା ବାଣ
ଭୁବନେଶ୍ୱର,୧୨।୧୦: ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ।ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ’ର ଜବାବ ଦେଲେ ଶ୍ରୀମୟୀ। ତେବେ ସେ କହିଛନ୍ତି, ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି। କାହାକୁ ଅନୁଭବ...
ସହର ଭିତରେ ଦୋକାନକୁ ପଶିଗଲା ଟ୍ରକ
ବଲାଙ୍ଗିର,୧୨।୧୦ -( ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସହର ଭିତରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସହରର ଗାନ୍ଧୀନଗର ପଡାଠାରେ ରାସ୍ତା କଡରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ। ଏଥିରେ ଦୁଇଟି ଦୋକାନ...
ରିଷିଡ଼ାରେ ଏସବିଆଇ ଶାଖା ପ୍ରତିଷ୍ଠା ପାଇଁ ଦାବି
ରିଷିଡ଼ା,୧୨।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବକ୍ଲର ବ୍ୟବସାୟକ ପେଣ୍ଠସ୍ଥଳୀ ଭାବେ ପରିଚିତ ରିଷିଡ଼ା। ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହୋଇଛି। ରିଷିଡ଼ାରେ ଶତାଧିକ ବ୍ୟବସାୟିକ ଦୋକାନ, ପ୍ରାଥମିକଠାରୁ ଡିଗ୍ରୀ କଲେଜ...
ଖେଳ ପଡିଆରେ ଭଙ୍ଗା ବୋତଲ, କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ
ଦାରିଙ୍ଗବାଡି, ୧୨।୧୦, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ଏକମାତ୍ର ଖେଳ ପଡିଆର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଉକ୍ତ ପଡ଼ିଆଟି ସଂଧ୍ୟା ହେଲେ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟୁଛି। ନିଶାସକ୍ତ ଦୁର୍ବୁତ୍ତମାନେ ଖାଲି...
ବ୍ୟକ୍ତିଙ୍କ ଗଲା କାଟି ହତ୍ୟା : ଅଞ୍ଚଳରେ ଚାଞ୍ଚଲ୍ୟ
ଅତାବିରା/ଗୋଡ଼ଭଗା, ୧୨।୧୦,(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ସତୀଜୋର ନିକଟ ୫୩ ନମ୍ବର ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ କଡ଼ରେ ଜୈନେକ ବ୍ୟକ୍ତିଙ୍କୁ ଗଲା କାଟି...
Archives


