ଜାତୀୟ ମାଷ୍ଟର ଗେମ୍ସ: ବରଗଡ଼ର ୨ ଭଉଣୀଙ୍କୁ ସ୍ବର୍ଣ୍ଣପଦକ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସରେ ବରଗଡ଼ ସହରର ୨ଭଉଣୀ ଅନୁପମା ଘିବିଲା ଏବଂ ଅରୁଣା ଘିବିଲା ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ଆଥେଲିକ ଷ୍ଟାଡିୟମରେ ଜେନେରାଲ ସେକ୍ରାଟାରୀ ମାଷ୍ଟର ଗେମ୍…
ମଦ ଦୁର୍ନୀତି ମାମଲା: ଇଡି ସ୍କାନରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ
ରାୟପୁର,୧୦।୩: ଛତିଶଗଡ଼ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ଚଢ଼ାଉ କରିଥିଲେ। ଭୂପେଶଙ୍କ ପୁଅ ଚୈତନ୍ୟ ବଘେଲଙ୍କ ଭିଲାଇସ୍ଥିତ ବାସଭବନରେ ମଧ୍ୟ ଇଡି…
ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍, ଅଧାବାଟରେ ମାଡିବସିଲା ଅବକାରୀ ବିଭାଗ
ଭଞ୍ଜନଗର,୧୦। ୩(ବାବୁଲା ପ୍ରଧାନ): ଚୋରା ଗଞ୍ଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଦୈନନ୍ଦିନ ଭାୟା ଭଞ୍ଜନଗର ଦେଇ ରାଜ୍ୟ ରାଜଧାନୀ ସମେତ ପଶ୍ଚିମବଙ୍ଗ, ଗୁଜରାଟ, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା ସମେତ ଅନ୍ୟାନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ…
ଦେଓମାଳି ଶୁଟିଂ ସେଟରେ ପ୍ରିୟଙ୍କା, ଆକ୍ସନ ସିନ୍ ଶୁଟ୍ କଲେ ମହେଶ ବାବୁ, ଦେଖିବାକୁ ଲୋକଙ୍କ ଭିଡ଼
କୋରାପୁଟ,୧୦।୩(ଅମିତାଭ ବେହେରା): ବଲିଉଡ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟ ଜିଲାରେ ପହଞ୍ଚିଛନ୍ତି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ ଶୁଟିଂ କୋରାପୁଟରେ ଚାଲିଛି। କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଶୁଟିଂ…
ରାମକୃଷ୍ଣଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଉମରକୋଟ,୧୦।୩(ସନ୍ତୋଷ ଶତପଥୀ): ବରିଷ୍ଠ ଆଇନଜୀବୀ ତଥା ଭାଜପା ବରିଷ୍ଠ ନେତା ରାମକୃଷ୍ଣ ନାୟକଙ୍କୁ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝିଙ୍କ ଉମରକୋଟ ପୌର ପରିଷଦ ପ୍ରତିନିଧିଭାବେ ମନୋନୀତ କରାଯାଇଛି। ଏମ୍ପି ବଳଭଦ୍ର ମାଝି ଉମରକୋଟ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଚିଠି…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ପାଇଁ ସବୁ ନାମାଙ୍କନ ରଦ୍ଦ କଲେ ନିର୍ବାଚନ ଅଧିକାରୀ
ଦିଗପହଣ୍ଡି,୧୦।୩(ଅଶେଷ ନାଥ ମିଶ୍ର): ମାର୍ଚ୍ଚ ୨୯ ତାରିଖ ଦିନ ହେବାକୁ ଥିବା ଆଇନଜୀବୀଙ୍କ ନିର୍ବାଚନକୁ ନେଇ ସମଗ୍ର ଓଡ଼ିଶାରେ ଉଷ୍ମତା ଲାଗିରହିଛି। ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ପଦବୀ ପାଇଁ ୩ ଆଶାୟୀଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂ…
ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍
ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପ୍ରଥମେ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା…
ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ନାମରେ ଚଞ୍ଚକତା ଚର୍ଚ୍ଚା: ୩ ଶହ ଜଣଙ୍କୁ ୪ ବସ୍
ଦାରିଙ୍ଗବାଡି,୧୧।୩ (ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକର ୨୫୪ ବିଦ୍ୟାଳୟରୁ ବିଦ୍ୟାଳୟ ପିଛା ଗୋଟିଏ ଲେଖାଏଁ ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ରାଜ୍ୟ ସରକାର ଦାରିଙ୍ଗବାଡି…
ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍ରେ ପରାସ୍ତ କରି ଟ୍ରଫି ହାତେଇଛି। ଭାରତର ଏହି ବିଜୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛି। ଏହି କାର୍ଯ୍ୟକ୍ରମ…
ଆତ୍ମସମର୍ପଣ କରିଥିବା ଦମ୍ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମାଓବାଦୀ ସଙ୍ଗଠନ
ମାଲକାନଗିରି,୧୦ା୩(ନୃସିଂହ ଚରଣ ମହାନ୍ତି)-ଛତିଶଗଡ ବିଜାପୁରରେ ଗତ କିଛିଦିନ ତଳେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନାମରେ ଅର୍ଥ ଲୁଟ ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ପ୍ରେସ୍ ବିବୃତ୍ତି ଜାରି କରିଛି ମାଓବାଦୀ ସଙ୍ଗଠନ। ମିଳିଥିବା ସୂଚନା ଅନୁଯାୟୀ,…
ଚୋରା ଚାଲାଣ ବେଳେ ଧରାପଡିଥିଲା ୩ ଟ୍ରାକ୍ଟର
ଦିଗପହଣ୍ଡି,୧୦|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ୩ ଜଣ ଗାଡ଼ି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଲିଟୁ ବାଡ଼ତ୍ୟା, ଏ. କାଳିଆ ପାତ୍ର…
ହୋଷ୍ଟ ପାକିସ୍ତାନ, ହେଲେ ଭାରତ ଚାମ୍ପିୟନ: ଟ୍ରଫି ପ୍ରଦାନବେଳେ ମଞ୍ଚକୁ ଗଲେନି ପିସିବିର କୌଣସି ଅଧିକାରୀ
ନୂଆଦିଲ୍ଲୀ,୧୦।୩: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଥିଲା, କିନ୍ତୁ ଯେତେବେଳେ ରୋହିତ ଶର୍ମା ଏବଂ ଦଳକୁ ବିଜେତା ଟ୍ରଫି ଦିଆଯାଉଥିଲା, ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ମଞ୍ଚରେ ଉପସ୍ଥିତ ନ ଥିଲେ। ଭାରତ ତା’ର ମ୍ୟାଚ ଦୁବାଇରେ ଖେଳୁଥିଲା,…

