କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ୍ ଦେଲେ ସଲମାନ
ମୁମ୍ବାଇ,୨୦ା୧୧: ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସମସ୍ତ ବଲିଉଡ୍ ଷ୍ଟାର୍ ଭୋଟ୍ ଦେଇ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ସୁପରଷ୍ଟାର ସଲମାନ ଖାନ୍ ମଧ୍ୟ ମୁମ୍ବାଇରେ ଭୋଟ୍ ଦେଇଛନ୍ତି। ସଲମାନ ଏକ ଧୂସର…
ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅବସର…କୋହଲିଙ୍କ ପୋଷ୍ଟ କଲା ହଇଚଇ
ନୂଆଦିଲ୍ଲୀ,୨୦।୧୧: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ବୁଧବାର କିଛି ଏମିତି ପୋଷ୍ଟ କରିଛନ୍ତି ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କୋହଳି ବର୍ଡର ଗାଭାସ୍କର ଟ୍ରଫିର ୨ଦିନ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ କରିଛନ୍ତି।…
ବରୁଣେଇ ପାହାଡ଼ରେ ଲାଗିଲା ନିଆଁ
ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବୁଧବାର ପୁଣି ବରୁଣେଇ ପାହାଡ଼ରେ ନିଆଁ ଲାଗିଛି। ତେବେ ଏହି ନିଆଁ କିଭଳି ଲାଗିଲା ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏହି ଅଗ୍ନିକାଣ୍ଡରେ ବରୁଣେଇ ପାହାଡ଼ ଉପରେ ଥିବା ଗଛସବୁ ଜଳୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ…
ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜିଓର ସ୍ପେଶାଲ ଅଫର୍…
ନୂଆଦିଲ୍ଲୀ,୨୦।୧୧: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ ଗିଫ୍ଟ ଭାଉଚର ପ୍ରଦାନ କରୁଛି ଜିଓ । ଆପଣ ଏହି ଭାଉଚରକୁ ନିଜ ପାଇଁ…
ସମ୍ବଲପୁରରେ ପୁଣି ନିଷିଦ୍ଧ କଫ୍ସିରପ୍ ଜବତ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ
ସମ୍ବଲପୁର,୨୦ା୧୧: ସମ୍ବଲପୁରରେ ପୁଣି ବିପୁଳ ପରିମାଣର ନିଷିଦ୍ଧ କଫ୍ସିରପ ଜବତ ହୋଇଛି। ଗତ ୧୭ ତାରିଖରେ ସଦରଥାନା ପୋଲିସ ଦ୍ବାରା ୧୦୦ ମିଲିମିଟର ବିଶିଷ୍ଟ ୨୨୭୨ଟି ଓ୍ବିନ୍ସିରେକ୍ସ କଫ୍ସିରପ୍ ଜବତ ହୋଇଥିବାବେଳେ ଏ ସଂକ୍ରାନ୍ତରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର…
ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୨୦।୧୧: ଭାରତର ଦକ୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସର୍ବଶେଷ ଅନ୍ତର୍ଜାତୀୟ ଟି-୨୦ ର଼୍ୟାଙ୍କିଙ୍ଗ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ପ୍ରଥମ ଅଲରାଉଣ୍ଡର ହେବା ପାଇଁ…
ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା
ସାକ୍ଷୀଗୋପାଳ,୨୦।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବାରୁ ମହିଳାମାନେ ବୁଧବାର ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟ ସହିତ ଗ୍ରୀଡରେ ତାଲା ପକାଇ ଦେଇ…
କାନାଡ଼ା ସରକାରଙ୍କ ନୂଆ ଘୋଷଣା: ଭାରତୀୟ ଯାତ୍ରୀଙ୍କ ହେବ ବିଶେଷ ଯାଞ୍ଚ୍
ଓଟଓ୍ବା,୨୧।୧୧: ଭାରତ ଏବଂ କାନାଡା ମଧ୍ୟରେ ଗତବର୍ଷଠାରୁ ସମ୍ପର୍କ ତିକ୍ତ ହୋଇ ରହିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଯାହାକୁ ନେଇ ଭାରତ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦିଆଯାଇଥିଲା। ଏଥିସହିତ ବର୍ତ୍ତମାନ କାନାଡା…
କୁରକୁରେ ଦେବି କହି ଭାଣିଜୀଙ୍କୁ ବଳାତ୍କାର କଲେ ମାମୁ: ଆଇସିୟୁରେ ନିରୀହ ନାବାଳିକା, ଆଉ ମାମୁ….
ବାରଙ୍ଗ,୨୦।୧୧(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ୬ ବର୍ଷ ଝିଅକୁ ବଳାତ୍କାର କରାଯାଇଥିବା ନେଇ ବାରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ବଳାତ୍କାର କରିଥିବା ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର। ସେ…
ଧାନ ମଣ୍ଡି ଖୋଲିଲା ପରେ: ଏମିତି କହିଲେ ଯୋଗାଣ ମନ୍ତ୍ରୀ
ବରଗଡ଼୨୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବୁଧବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଳାପାଣି ମଣ୍ଡିରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ପାତ୍ର…
ଏହି ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି କ୍ରିତି ସାନନ୍, ପୋଷ୍ଟ ଶେୟାର କରି କଲେ କନଫର୍ମ!
ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା ଯାଉଛି।…
Archives


